ମନୋରଞ୍ଜନ

ନିର୍ବାଚନ ଲଢିବେ ଧକ୍‌ଧକ୍‌ ଗର୍ଲ

ମୁମ୍ବାଇ,୧୭।୧୧: ବଲିଉଡର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସିନେମା ଜଗତରେ ନିଜର ଯାଦୁ ଦେଖାଇବା ପରେ ଏବେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ମାଧୁରୀଙ୍କୁ ଗତ କିଛି ଦିନ ହେବ ନେତାଙ୍କ ସହ ଯୋଗାଯୋଗରେ ଥିଲେ। ଭାରତ ଏବଂ…

୧୨ ବର୍ଷରେ ପହଞ୍ଚିଲେ ଆରାଧ୍ୟା, ମା’ ଐଶ୍ୱର୍ଯ୍ୟା- ବାପା ଅଭିଷେକ ଲେଖିଲେ ଏମିତି ମେସେଜ…

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ-ଜୟା ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଝିଅ ଆରାଧ୍ୟାଙ୍କୁ ୧୨ ବର୍ଷ ବୟସ ହୋଇଛି। ତେଣୁ କେବଳ ପ୍ରଶଂସକ ନୁହନ୍ତି ତାଙ୍କ ପରିବାର ମଧ୍ୟ ତାଙ୍କୁ ସ୍ବତନ୍ତ୍ର ଭାବରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଯଦିଓ ଆରାଧ୍ୟାଙ୍କ…

ଚର୍ଚ୍ଚାରେ ଅନୁଷ୍କାଙ୍କ ମହଙ୍ଗା କୋ-ଅର୍ଡ ସେଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଫ୍ଲାଇଙ୍ଗ କିସ ଦେଉଥିବାର ନଜର ଆସିଛନ୍ତି। ଭିଡିଓରେ…

ବୁଲେଟ୍‌ ଟ୍ରେନ୍‌ ପରି ମାଡ଼ି ଚାଲିଛି ଟାଇଗର-୩, ବର୍ତ୍ତମାନ ସୁଦ୍ଧା ଆୟ କଲାଣି ଏତିକି କୋଟି…

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଅଭିନୀତ ଟାଇଗର-୩ ବକ୍ସ ଅଫିସରେ ବୁଲେଟ୍‌ ଟ୍ରେନ୍‌ ବେଗରେ ଆଗକୁ ମାଡ଼ିଚାଲିଛି। ଆର୍‌ଏଡବ୍ଲ୍ୟୁ ଏଜେଣ୍ଟ ଅବିନାଶ ସିଂ ରାଠୋର ଓରଫ୍‌ ଟାଇଗର ଭାବରେ ପରଦାକୁ ଫେରିଥିବା ସଲମାନ ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିବାରେ ସଫଳ…

ରଶ୍ମିକା ମନ୍ଦାନାଙ୍କ ପରେ ଏବେ କାଜୋଲ ଡିପ୍‌ ଫେକର ଶିକାର, ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ମୁମ୍ବାଇ: ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କର ଡିପ୍‌ଫେକ ଭିଡିଓ ଯୋଗୁ ଚର୍ଚ୍ଚାରେ ଥିଲେ। ରଶ୍ମିକାଙ୍କ ପରେ ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କାଜୋଲ ଏଥିରେ ଶିକାର ହୋଇଛନ୍ତି। କାଜୋଲଙ୍କର ଏକ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

ଓ୍ବାର୍ଲ୍ଡକପ ଫାଇନାଲ ମ୍ୟାଚ ନ ଦେଖିବାକୁ ଅମିତାଭଙ୍କୁ ମିଳିଲା ଓ୍ବାର୍ଣ୍ଣିଂ

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି। ଏପରିକି ସେ ତାଙ୍କ ଫ୍ୟାନ୍ସଙ୍କ ସହ ସବୁବେଳେ ଇଣ୍ଟରଆକ୍ଟ କରନ୍ତି। ବ୍ୟକ୍ତିଗତ କଥା ହେଉ କି ଫିଲ୍ମକୁ ନେଇ ସେ ସବୁକଥା ସୋସିଆଲ ମିଡିଆରେ ପ୍ରକାଶ କରନ୍ତି।…

ରଣବୀରଙ୍କ ଫିଲ୍ମ ‘ଆନିମଲ’ର ବିଦେଶରେ ଦବ୍‌ଦବା, ରିଲିଜ୍‌ ପୂର୍ବରୁ ବିକ୍ରି ସରିଲାଣି ଏତିକି ଟିକେଟ୍‌

ମୁମ୍ବାଇ: ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ଡିସେମ୍ବର ୧ରେ ସିନେମା ଘରେ ରିଲିଜ୍‌ ହେବାକୁ ଯାଉଛି। ହେଲେ ଏହା ପୂର୍ବରୂ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି। ଯାହାକୁ ଦେଖିବା ପରେ ପ୍ରଶଂସକଙ୍କର ଉତ୍ସାହ…

ଖୁସିରେ ଗଦ୍‌ଗଦ୍‌ ହୋଇ ସ୍ବାମୀଙ୍କ ପାଇଁ ଏମିତି କଥା କହିଦେଲେ ଅନୁଷ୍କା

ମୁମ୍ବାଇ,୧୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ ସେମିଫାଇନାଲରେ ଭାରତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସାରା ଦେଶରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସବର ପରିବେଶ ରହିଛି। ଏହି ମ୍ୟାଚ୍‌ ବିରାଟ କୋହଲିଙ୍କ ପାଇଁ ବିଶେଷ ଥିଲା।…

ଦୀର୍ଘ ୧୮ ବର୍ଷ ଧରି ଏହି ରୋଗରେ ପୀଡ଼ିତ ପ୍ରିୟଙ୍କାଙ୍କ ସ୍ବାମୀ

ମୁମ୍ବାଇ: ବଲିଉଡ୍‌ରେ ଏକ ସଫଳ ଇନିଂସ ଖେଳିବା ପରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ହଲିଉଡ୍‌ରେ ମଧ୍ୟ ବହୁତ ଭଲ କାମ କରୁଛନ୍ତି। ପ୍ରିୟଙ୍କା ତାଙ୍କ ଆମେରିକୀୟ ସ୍ବାମୀ ନିକ୍‌ ଜୋନାସ ଏବଂ ଝିଅ ମାଳତୀ ମେରିଙ୍କ ସହିତ ସମୟ ବିତାଉଛନ୍ତି।…

ଟିମ୍‌ ଇଣ୍ଡିଆକୁ ଚିୟର କଲେ ବଲିଉଡ୍‌ର ଏସବୁ କଳାକାର

ମୁମ୍ବାଇ,୧୫ା୧୧: ମୁମ୍ବାଇର ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ବଲିଉଡ୍‌ର ଅନେକ କଳାକାର ଉପସ୍ଥିତ ରହି ଟିମ୍‌ ଇଣ୍ଡିଆକୁ ଚିୟର କରୁଛନ୍ତି। ଅଭିନେତ୍ରୀ କିଆରା ଆଡଭାନୀ, ସିଦ୍ଧାର୍ଥ ମାଲହୋତ୍ରା, ରଣବୀର କପୁର, ବିକି କୌଶଲ, ଶାହିଦ…

‘ଚାପୁଡ଼ା ମାରିନାହାନ୍ତି ନାନା, କରୁଥିଲେ ଶୁଟିଂ’

ବମ୍ବେ: ବଲିଉଡ ଅଭିନେତା ନାନା ପାଟେକର ନିଜର ଦମ୍‌ଦାର ଅଭିନୟ ଲାଗି ରହିଥାନ୍ତି ଚର୍ଚ୍ଚାରେ। ହେଲେ ଏବେ ଏକ ଭିଡିଓ ଯୋଗୁ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାଯାଉଛି। ଦର୍ଶକଙ୍କ ଲାଗି ଅଭିନେତାଟିଏ ସଫଳ ହୋଇଥାଏ, ହେଲେ ନାନା ଫଟୋ ଉଠାଇବାକୁ…

ଐଶ୍ୱର୍ଯ୍ୟାଙ୍କ ନାମ ନେଇ ଅଡୁଆରେ ପଡ଼ିଲେ ଏହି କ୍ରିକେଟର, ଶେଷରେ ମାଗିଲେ କ୍ଷମା

ମୁମ୍ବାଇ: ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ନୀଳନୟନା ତଥା ବଲିଉଡ୍‌ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ନାଁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?