ଛାଡ଼ପତ୍ର ପରେ ଏକାକୀ ହୋଇଗଲେ ଏହି ଦାମୀ ଅଭିନେତ୍ରୀ, ଏବେ କରୁଛନ୍ତି ଏମିତି କାମ

ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କମ୍‌ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଜଣେ ବଡ଼ ହିରୋଙ୍କଠାରୁ ଅଧିକ ଦରମା ପାଆନ୍ତି। ସେହିପରି ବହୁତ କମ୍‌ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସାରା ଭାରତରେ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଯେମିତି ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ନୟନତାରାଙ୍କ ପରି ଅଭିନେତ୍ରୀମାନେ। ଏହି ତିନିଜଣ କ୍ରମାଗତ ଭାବରେ ହିଟ୍‌ ଫିଲ୍ମ ଦେଉଛନ୍ତି। କିନ୍ତୁ ଜଣେ ଅଭିନେତ୍ରୀ ଅଛନ୍ତି, ଯିଏ ମହଙ୍ଗା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ମାତ୍ର କ୍ରମାଗତ ଭାବରେ ଫ୍ଲପ୍‌ ଫିଲ୍ମ ଦେଉଛନ୍ତି ।

Samantha Ruth Prabhu News

କ୍ରମାଗତ ଫ୍ଲପ୍‌ ସତ୍ତ୍ୱେ ଏହି ଅଭିନେତ୍ରୀ ନିର୍ମାତାଙ୍କ ସଂଖ୍ୟା ପସନ୍ଦ ହୋଇରହିଛନ୍ତି। ତେବେ ଇଣ୍ଡଷ୍ଟ୍ରିରେ ରହିବାକୁ ଅଭିନେତ୍ରୀ ଏକ ନୂଆ କମ୍ପାନୀ ଆରମ୍ଭ କରିଛନ୍ତି। ଏହି କମ୍ପାନୀରୁ ଅଭିନେତ୍ରୀଙ୍କର ବହୁତ ଆଶା ଅଛି । ସେ ଦାବି କରିଛନ୍ତି ଯେ, ସେ ଏହି କମ୍ପାନୀ ମାଧ୍ୟମରେ କିଛି ନୂଆ କରିବାକୁ ଚେଷ୍ଟା କରିବେ।

Samantha Ruth Prabhu Yashoda

ଏହି ଅଭିନେତ୍ରୀଙ୍କ ନାମ ସାମନ୍ଥା ରୁଥ୍‌ପ୍ରଭୁ। ସେ ଏକ ଫିଲ୍ମ ପାଇଁ ୧୦-୧୨ କୋଟି ଟଙ୍କା ଚାର୍ଜ କରନ୍ତି। ସେ କହିଛନ୍ତି, ବର୍ତ୍ତମାନ ଅଭିନୟ ସହିତ ପ୍ରଡକ୍ସନ ଜଗତରେ ପ୍ରବେଶ କରୁଛନ୍ତି। ଏଥିପାଇଁ ସେ ହାଇଦ୍ରାବାଦରେ ଅବସ୍ଥିତ ଏକ ପ୍ରଡକ୍ସନ କମ୍ପାନୀ ସହିତ ହାତ ମିଳାଇଛନ୍ତି।

ହାଇଦ୍ରାବାଦ ସ୍ଥିତ ମନୋରଞ୍ଜନ କମ୍ପାନୀ ମଣ୍ଡେଆ ମିଡିଆ ଓ୍ବାର୍କର୍ସ ସହଯୋଗରେ ସାମନ୍ଥା ତାଙ୍କ ପ୍ରଡକ୍ସନ ହାଉସ ଟ୍ରଲାଲା ମୁଭିଙ୍ଗ ପିକ୍ଚର୍ସ ଘୋଷଣା କରିଛନ୍ତି। ଟ୍ରଲାଲା ବିଷୟରେ ସେ କହିଛନ୍ତି, ମୋର ଉଦ୍ଦେଶ୍ୟ ହେଉଛି ଫିଲ୍ମ ନିର୍ମାତାମାନଙ୍କୁ କାହାଣୀ କହିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା। ଯାହା ଅର୍ଥପୂର୍ଣ୍ଣ, ପ୍ରାମାଣିକ ଏବଂ ବିଶ୍ୱବ୍ୟାପୀ।

Samantha Ruth Prabhu Shakuntala

ସେ କହିଛନ୍ତି, ନୂଆ ଯୁଗ ଏବଂ ଚିନ୍ତାଧାରାର ବିଷୟବସ୍ତୁ ସୃଷ୍ଟି କରିବା ଟ୍ରଲାଲାର ବିଶେଷ ଉଦ୍ଦେଶ୍ୟ। ଏହା କାହାଣୀକୁ ପ୍ରୋତ୍ସାହିତ କରିବ ଯାହା ସାମାଜିକ ଝଲକ ଦେଖାଇବ।

ସାମନ୍ଥା ତାଙ୍କ ପ୍ରଡକ୍ସନ ହାଉସକୁ ନେଇ ଉତ୍ସାହିତ ଅଛନ୍ତି। କିନ୍ତୁ ଲୋକମାନେ କହିଛନ୍ତି, ତାଙ୍କର ଶେଷ ୩ ଫିଲ୍ମ – ‘ଶକୁନ୍ତଳା’, ‘ଯଶୋଦା’ ଏବଂ ‘ଖୁସି’ ବକ୍ସ ଅଫିସରେ କିଛି ବିଶେଷ କରିପାରି ନ ଥିଲେ, ତେଣୁ ସେ ପ୍ରଡକ୍ସନରେ ହାତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?