ମନୋରଞ୍ଜନ

ମଙ୍ଗୁଳି ଛକରେ ଟ୍ରକ୍‌କୁ ପିଟିଲା କାର୍‌, ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

ଚୌଦ୍ୱାର,୨୧।୧(ମାନସ କୁମାର ସାମଲ): ଓଡିଆ ସିନେଜଗତର ଲୋକପ୍ରିୟ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଦୁର୍ଘଟଣାର ଶିକାର ହୋଇଛନ୍ତି। କଟକ ମଙ୍ଗୁଳିସ୍ଥିତ ବଜରଙ୍ଗୀ ଓ୍ବେ ବ୍ରିଜ୍‌ ନିକଟରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ସାନିଆଙ୍କ ବାପା କହିଲେ ଶୋଏବ ନୁହନ୍ତି, ସାନିଆ ହିଁ ପକାଇଛନ୍ତି ବିବାହରେ ପୂର୍ଣ୍ଣଚ୍ଛେଦ

ମୁମ୍ବାଇ: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ଏହି ବିବାହ କେବଳ ପାକିସ୍ତାନରେ ହୋଇଥିଲା। ଏହା…

ସାନିଆଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଶୋଏବ

ମୁମ୍ବାଇ,୨୦ା୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଗତ କିଛି ମାସ ଧରି ସେମାନଙ୍କ ସମ୍ପର୍କରେ ଫାଟ ଥିବା ନେଇ ନାନା ଖବର ସାମ୍ନାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ…

ଧରାପଡ଼ିଲେ ରଶ୍ମିକାଙ୍କ ‘ଡିପ୍‌ଫେକ୍‌’ ଭିଡିଓ କରିଥିବା ଅଭିଯୁକ୍ତ

ବମ୍ବେ: ସୋସିଆଲ ମିଡିଆର ବହୁଳ ବ୍ୟବହାର ସହ ‘ଡିପ୍‌ଫେକ୍‌’ ମାମଲା ବଢ଼ିବାରେ ଲାଗିଛି। ବଡ଼ ବଡ଼ ସେଲିବ୍ରିଟିମାନଙ୍କ ଭିଡିଓ ଭାଇରାଲ ହେବା ପରେ ସରକାର କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଶ୍ଳିଳ ଭିଡିଓ…

‘ରଘୁପତି ରାଘବ ରାଜାରାମ’ ଭଜନକୁ ପରିବର୍ତ୍ତନ କରି ବୋଲୁଥିଲେ ଗାନ୍ଧୀଜୀ, ଜାଣନ୍ତୁ ମୂଳ ଲେଖା କ’ଣ…

ନୂଆଦିଲ୍ଲୀ,୨୦।୧: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମମୟ ଦିଶିଲାଣି ସାରାଦେଶ। ଏହାରି ଭିତରେ ଶ୍ରୀରାମଙ୍କ ଭଜନ ଗୋଟିକ ପରେ ଗୋଟିଏ ଲୋକପ୍ରିୟ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସବୁ ଭାଷାର ରାମଭଜନ ଶେୟାର କରି ପ୍ରଶଂସା…

ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବାର ଗୁଜବ ଭିତରେ ପୁଣି ବିବାହ କଲେ ଶୋଏବ ମଲିକ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଭାରତର ଲୋକପ୍ରିୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶନିବାର ସକାଳେ ସେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର…

ବ୍ରେକ୍‌ଅପ ଗୁଜବ ମଧ୍ୟରେ ଏକାଠି ନଜର ଆସିଲେ ଅର୍ଜୁନ-ମଲାଇକା

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଗୁଜବ ଉଠୁଛି ଯେ ଦୁହିଁଙ୍କର ବ୍ରେକ୍‌ଅପ ହୋଇଯାଇଛି। ତେବେ ଏଭଳି ଗୁଜବ ସତ୍ତ୍ୱେ ଉଭୟଙ୍କୁ ଅନେକ ଥର ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି।…

ମାର୍ଚ୍ଚରେ ରିଲିଜ ହେବ ଶୈତାନ

ମୁମ୍ବାଇ: ଯଦି ଆପଣ ଅଜୟ ଦେବଗନଙ୍କର ଜଣେ ପ୍ରଶଂସକ ଅଟନ୍ତି ଏବଂ ଆପଣ ତାଙ୍କୁ ସିଲଭର ସ୍କ୍ରିନରେ ଦେଖିବା ପାଇଁ ଅପେକ୍ଷା କରନ୍ତି, ତେବେ ଏଠାରେ ଆପଣଙ୍କ ସମସ୍ତଙ୍କ ପାଇଁ ଏକ ଖୁସି ଖବର। ଆଚ୍ଛା, ଏଥର ଏହି ସୁଖ ୩ଗୁଣ…

ଫେକ୍‌ ଇନଷ୍ଟାଗ୍ରାମ ଆକାଉଣ୍ଟର ଶିକାର ହେଲେ ବିଦ୍ୟା

ମୁମ୍ବାଇ: ବିଦ୍ୟା ବଲାନ ବଲିଉଡର ଆଗ ଧାଡିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ତାଙ୍କ ସଚ୍ଚୋଟତା ସହିତ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି। ଏହି ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଜଡିତ ରହିଛନ୍ତି। ସୋସିଆଲ…

ଶ୍ରୀରାମ ଭଜନ ଗାଇ ଚର୍ଚ୍ଚାରେ ଜର୍ମାନୀ ଗାୟିକା

ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏହାକୁ ନେଇ କେବଳ ଭାରତରେ ନୁହେଁ,ବିଶ୍ୱର ସମସ୍ତ ଦେଶରେ ମଧ୍ୟ ଦେଖାଯାଉଛି। ନେପାଳରୁ ଆମେରିକାରେ ରହୁଥିବା ହିନ୍ଦୁମାନେ ଏହି ଦିନକୁ ନିଜ ପଦ୍ଧତିରେ…

ପ୍ରାଣ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ପାଇ ଥିଲେ ବି ଅଯୋଧ୍ୟା ଯାଇ ପାରିବେନି ଜୁନିୟର ଏନଟିଆର!

ଚେନ୍ନାଇ: ଜାନୁଆରୀ ୨୨,୨୦୨୪ ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ସମାରୋହରେ ଯୋଗ ଦେବାକୁ ବଲିଉଡ, ସାଉଥ ଫିଲ୍ମ ଇଣ୍ଢଷ୍ଟ୍ରିରୁ ବହୁ ତାରକାଙ୍କୁ ନିମନ୍ତ୍ରଣ ପଠାଯାଇଛି। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ରଜନୀକାନ୍ତ, ୟଶ ଏବଂ ମୋହନଲାଲ ମଧ୍ୟ ଏହି…

କୁମାରୀ ମା’ ହେବାକୁ ଚାହୁଁଛନ୍ତି ଏହି ବଲିଉଡ ସୁପରଷ୍ଟାରଙ୍କ ଝିଅ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଲାଡଲି ତ୍ରିଶାଲା ଦତ୍ତ କୌଣସି କାରଣକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ପୁଣି ଥରେ ସଞ୍ଜୁ ବାବାଙ୍କ ଝିଅ ଖବରରେ ଅଛନ୍ତି। ବାସ୍ତବରେ ତ୍ରିଶାଲା ବିବାହ ବିନା ବା କୁମାରୀ ମା’ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?