ମନୋରଞ୍ଜନ

ଦୀପିକା ଅସୁସ୍ଥ, ଆଜି ଫିଲ୍ମ ‘ଫାଇଟର’ର ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଦେବେନି ଯୋଗ

ମୁମ୍ବାଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ମଧ୍ୟରୁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏରି୍‌ଅଲ ଆକ୍ସନ ଡ୍ରାମା ‘ଫାଇଟର୍‌’ ଅନ୍ୟତମ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନିଲ କପୁର, ଅକ୍ଷୟ ଓବରାୟ ଏବଂ କରଣ…

ଅଯୋଧ୍ୟାରେ ଜମି କିଣିଲେ ଅମିତାଭ, ମୁମ୍ବାଇଠାରୁ ବି ମହଙ୍ଗା!

ମୁମ୍ବାଇ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି। ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ ବଡ ସେଲିବ୍ରିଟିମାନେ ଅଂଶଗ୍ରହଣ କରିବେ । କ୍ରୀଡା, ରାଜନୀତି ଏବଂ…

‘ଆଗ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଦରକାର’

ବର୍ତ୍ତମାନ ସଙ୍ଗୀତ ଜଗତରେ ଚର୍ଚ୍ଚାରେ ଅଛନ୍ତି କଣ୍ଠଶିଳ୍ପୀ ଗୌରବ ଆନନ୍ଦ। ତାଙ୍କ ଗୀତର ପ୍ରାୟ ସମସ୍ତେ ଜଣେ ଜଣେ ବଡ଼ ପ୍ରଶଂସକ। ଭୁବନେଶ୍ୱରରେ ଜନ୍ମିିତ ଗୌରବ କେବେ ‘ନିଛାଟିଆ ମନ’ରେ ଶ୍ରୋତାଙ୍କ ଭାବାବେଗକୁ ଛୁଇଁପାରିଛନ୍ତି ତ କେବେ ‘ଚହଳ’ ଗୀତ ଗାଇ…

ଇରାଙ୍କ ଲେହେଙ୍ଗାରେ ୭ ମାସର ପରିଶ୍ରମ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତା ଆମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ଙ୍କୁ ତାଙ୍କ ଫିଟ୍‌ନେସ୍‌ କୋଚ୍‌ ନୂପୁର ଖିଲାରେ ବିବାହ କରିଛନ୍ତି। ଇରା ଏବଂ ନୂପୁର ତାଙ୍କ ବିବାହର ଅନେକ କାର୍ଯ୍ୟକ୍ରମରେ ସାଦା ଲୁକ୍‌ରେ ନଜରକୁ ଆସିଛନ୍ତି। ଏମିତି କି ବିବାହ…

ମାଳଦ୍ଵୀପ ବୁଲିଯିବା ଯୋଜନା ବାତିଲ କଲେ ନାଗାର୍ଜୁନ, ପରିବାର ସହ ଲାକ୍ଷାଦ୍ଵୀପରେ କାଟିବେ ଛୁଟି

ନୂଆଦିଲ୍ଲୀ ,୧୪।୧: ଭାରତ-ମାଳଦ୍ଵୀପ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହୁ ସେଲିବ୍ରେଟିଙ୍କ ସମେତ ଅନେକ ଭାରତୀୟ ମାଳଦ୍ଵୀପ ବୁଲିଯିବା ଯୋଜନାକୁ ବାତିଲ କରିଛନ୍ତି। ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ…

ବାଥରୁମରେ ଓସ୍କାର ରଖନ୍ତି ଏହି ଅଭିନେତ୍ରୀ

କାଲିଫର୍ନିଆ: ଚଳଚ୍ଚିତ୍ର ଟାଇଟାନିକରେ ରୋଜ ଭୂମିକାରେ ଅଭିନୟ କରିଥିବା ହଲିଉଡ ତାରକା ଅଭିନେତ୍ରୀ କେଟ ୱିନ୍ସଲେଟ ବିଶ୍ୱରେ ବେଶ ପରିଚିତ। ଅଭିନେତ୍ରୀଙ୍କ ବିୟୁଟି ଏବଂ ଅଭିନୟ ଦେଖି ଦର୍ଶକମାନେ ଦିଓ୍ବାନା ହୋଇଯାଇଥିଲେ ଏବଂ ହଁ, ଟାଇଟାନିକ ଲୋକଙ୍କର ସର୍ବକାଳୀନ ପ୍ରିୟ ଚଳଚ୍ଚିତ୍ର…

ଦୋସା ତିଆରି କଲେ ରାମ ଚରଣ

ଚେନ୍ନାଇ: ସାଉଥ ସୁପରଷ୍ଟାର ରାମ ଚରଣ ଜଣେ ଅଭିନେତା ସହ ଜଣେ ଫ୍ୟାମିଲି ମ୍ୟାନ ବି। ସେ ଅନେକଥର ସମୟ ସମୟରେ ନିଜ ପରିବାର ସହିତ କ୍ୱାଲିଟି ଟାଇମ ସ୍ପେଣ୍ଡ କରିଥାଆନ୍ତି। ଏବେ ଅଭିନେତାଙ୍କୁ ତାଙ୍କ ପରିବାର ସହିତ ମକର ସଂକ୍ରାନ୍ତି…

ଇରାଙ୍କ ରିସେପ୍‌ଶନ ପାର୍ଟିକୁ ଆସିଲେନି ଅମିରଙ୍କ ଏକ୍ସ-ଓ୍ବାଇଫ୍‌

ମୁମ୍ବାଇ: ନିକଟରେ ଅମିର ଖାନଙ୍କ ଝିଅ ଇରା ତାଙ୍କ ନୂଆ ଜୀବନ ଆରମ୍ଭ କରିଛନ୍ତି। ସେ ତାଙ୍କର ପ୍ରେମିକ ନୂପୁର ଶିଖରଙ୍କୁ ବିବାହ କରିଛନ୍ତି। ବିବାହ ପରେ ୧୩ ଜାନୁଆରୀରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍‌ଶନ ପାର୍ଟି ଆୟୋଜିତ ହୋଇଥିଲା। ଯେଉଁଥିରେ…

ପୁଅ ପାଇଁ ଭାବପ୍ରବଣ ପୋଷ୍ଟ ଲେଖିଲେ ଇମ୍ରାନ

ମୁମ୍ବାଇ: ବଲିଉଡ୍‌ର ସର୍ବୋତ୍ତମ ଅଭିନେତାମାନଙ୍କ ମଧ୍ୟରୁ ଇମ୍ରାନ ହାସ୍‌ମୀ ଅନ୍ୟତମ। ଟାଇଗରରେ ନିଜର ବଳିଷ୍ଠ ଅଭିନୟ ଦେଖାଇଥିବା ଏହି ଅଭିନେତା ଆଜିକାଲି କୌଣସି କାରଣରୁ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ଅଭିନେତା ତାଙ୍କର ୧୩ ବର୍ଷର ପୁଅ ଆୟାନଙ୍କ ପାଇଁ ଏକ ପୋଷ୍ଟ…

ହତ୍ୟାର ୧୧ ଦିନ ପରେ ମିଳିଲା ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ

ଗୁରୁଗ୍ରାମ,୧୩।୧: ହରିୟାଣାର ଗୁରୁଗ୍ରାମରୁ ଦିବ୍ୟା ପାହୁଜା ମୃତ୍ୟୁକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ଏହି ନିର୍ଦ୍ଦୟ ହତ୍ୟାକାଣ୍ଡର ୧୧ ଦିନ ପରେ, ଫତେହାବାଦର ତୋହାନା ନିକଟ ଭକ୍ରା କେନାଲରୁ ଦିବ୍ୟା ପାହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦିବ୍ୟାଙ୍କ ଶରୀରରେ…

ଧନଶ୍ରୀଙ୍କୁ ସପୋର୍ଟ କରିବାକୁ ପହଞ୍ଚିଲେ ଚହଲ

ମୁମ୍ବାଇ: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲା ଜା’ର ସେଟରେ ଦେଖିବାକୁ ମିଳିଛି। ସେ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ସମର୍ଥନ କରିବାକୁ ଏଠାକୁ ଆସିଥିଲେ। ଧନଶ୍ରୀ ମଧ୍ୟ ଏଥର ଶୋ’ରେ ଭାଗ ନେଉଛନ୍ତି। ଏହି…

ବୟଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ଡିନର ଡେଟରେ ଗଲେ ସୋନାକ୍ଷି

ମୁମ୍ବାଇ: ସୋନାକ୍ଷୀ ସିହ୍ନା ହୁଏତ ଜହିର ଇକବାଲଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହି ନଥିବେ, କିନ୍ତୁ ସେମାନଙ୍କର ସୁନ୍ଦର ଫଟୋ ଏବଂ ପରସ୍ପରର ପୋଷ୍ଟରେ ସ୍ନେହପୂର୍ଣ୍ଣ ମନ୍ତବ୍ୟ ପ୍ରମାଣ କରେ ଯେ ସେମାନେ ପରସ୍ପରକୁ ପାଗଳ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?