ମନୋରଞ୍ଜନ

ଫେରିଲେ ସାମନ୍ଥା

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଏବେ ପୁଣିଥରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଦୀର୍ଘ ସମୟ ଧରି ଏକ ଅଟୋ-ଇମ୍ୟୁନ ଅବସ୍ଥା (ମାୟୋସାଇଟିସ) ରେ ପୀଡିତ ଥିଲେ। ସାମନ୍ଥା ଗତ ଏକ ବର୍ଷ ଧରି ଅଭିନୟରୁ ବିରତି…

ପୁଣି ଥରେ ରିଲିଜ ହେଲା ଶାହିଦଙ୍କ ୧୭ ବର୍ଷ ପୁରୁଣା ହିଟ୍‌ ଫିଲ୍ମ

ବମ୍ବେ: ବଲିଉଡ୍‌ ଅଭିନେତା ଶାହିଦ କପୁର ସଦ୍ୟ ରିଲିଜ ହୋଇଥିବା ଫିଲ୍ମ ‘ତେରି ବାତୋଁ ମେ ଐସା ଉଲଝା ଜିଆ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫେବୃଆରୀ ୯ରେ ଏହା ସିନେମାଘରେ ରିଲିଜ ହୋଇଛି। ଏଥିରେ ତାଙ୍କ ନାୟିକା ଭାବେ ନଜର ଆସୁଛନ୍ତି…

ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌

ବମ୍ବେ: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟୋକ୍‌। ଅସୁସ୍ଥତାକୁ ନେଇ ସେ ଶନିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କର ମେଡିକାଲ ରିପୋର୍ଟ ଆସିଛି। ଏଥିରୁ ତାଙ୍କୁ ଷ୍ଟ୍ରୋକ୍‌ ହୋଇଥିବା ସ୍ପଷ୍ଟ…

ଅଭିନେତା ବିଦ୍ୟୁତ ଜାମୱାଲଙ୍କୁ ଗିରଫ କଲା ରେଲଓ୍ବେ ପୋଲିସ, କ୍ରାକ ଟେଲର ରିଲିଜ ପରେ ଆସିଲା ସମସ୍ୟା, ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ ଅଭିଯୋଗ…

ମୁମ୍ବାଇ,୧୦।୨ : ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଏକ ନ୍ୟୁଜ ୱେବସାଇଟ ଅନୁଯାୟୀ ଏହି ଅଭିନେତାଙ୍କୁ ଶନିବାର ମୁମ୍ବାଇ ରେଲଓ୍ବେ ପୋଲିସ ଗିରଫ କରିଛି। ବାସ୍ତବରେ ବିଦ୍ୟୁତ ତାଙ୍କ ଚଳଚ୍ଚିତ୍ରରେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ…

ସିକ୍ରେଟ୍‌ ଗର୍ଲଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ମୁନାଓ୍ବର ଫାରୁକି

ବମ୍ବେ: ବିଗ୍‌ବସ୍‌ ୧୭ ବିଜେତା ମୁନାଓ୍ବର ଫାରୁକି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ରିଆଲିଟି ଶୋ’ରେ ସାମିଲ ହେବା ପରଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି।…

ଦ୍ୱିତୀୟ ସ୍ବାମୀଙ୍କୁ ବି ଛାଡ଼ପତ୍ର ଦେବେ ଦଲଜିତ୍‌: ଇନ୍‌ଷ୍ଟାଗ୍ରାମରୁ ଡିଲିଟ୍‌ କଲେ ଫଟୋ, ହଟାଇଲେ ସରନେମ୍‌

ବମ୍ବେ: ଗତ ବର୍ଷ ଦ୍ୱିତୀୟ ବିବାହ କରିଥିଲେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ୍‌ କୌର। ଆଫ୍ରିକୀୟ ବ୍ୟବସାୟୀ ନିଖିଲ ପଟେଲଙ୍କ ହାତ ଧରିଥିଲେ ସେ। ବିବାହର ବର୍ଷେ ନପୁରୁଣୁ ଏବେ ଉଭୟଙ୍କ ସମ୍ପର୍କ ଖଟା ହୋଇଛି। ଦଲଜିତ୍‌ ନିଜ ନାମରୁ…

ବଡ଼ ହୋଇ ହିରୋ ନୁହେଁ, ଫୁଟ୍‌ବଲ୍‌ ଖେଳାଳି ହେବାକୁ ଚାହାନ୍ତି କରିନାଙ୍କ ପୁଅ ତୈମୁର

ବମ୍ବେ: ଅଭିନେତ୍ରୀ କରିନା କପୁର ଖାନ୍‌ଙ୍କ ବଡ଼ପୁଅ ତୈମୁର ବଲିଉଡ୍‌ର ଲୋକପ୍ରିୟ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ଜଣେ । ପିଲାଟିଦିନରୁ ସେ ଲାଇମଲାଇଟ୍‌ରେ ରହି ଆସୁଛନ୍ତି। କଳାକାରଙ୍କ ସନ୍ତାନ ହୋଇଥିବା ଯୋଗୁ ସେ ବଡ଼ ହୋଇ ହିରୋ ହେବେ ବୋଲି କୁହାଯାଉଥିଲା। ହେଲେ…

ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମିଥୁନଙ୍କୁ ଶନିବାର ସକାଳେ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ନିକଟତର ଜଣେ ବ୍ୟକ୍ତି କହିଛନ୍ତି, ମିଥୁନ ସକାଳୁ…

ପୁନଃ ରିଲିଜ ହେଲା ‘କ୍ୟାମେରାମ୍ୟାନ୍‌ ଗଙ୍ଗାଥୋ ରାମବାବୁ’

ନନ୍ଦିଆଲା: ୨୦୧୨ରେ ମୁକ୍ତିଲାଭ କରିଥିବା ସୁପରଷ୍ଟାର ପଓ୍ବନ୍‌ କଲ୍ୟାଣଙ୍କ ଫିଲ୍ମ ‘କ୍ୟାମେରାମ୍ୟାନ୍‌ ଗଙ୍ଗାଥୋ ରାମବାବୁ’ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଦ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ପୱନ୍‌ କଲ୍ୟାଣଙ୍କ ସହ ତମନ୍ନା ଭାଟିଆ…

ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟା ଯାଇଛନ୍ତି ଅମିତାଭ ବଚ୍ଚନ, ଜାଣନ୍ତୁ କାରଣ…?

ଅଯୋଧ୍ୟା,୯।୨: ଜାନୁଆରୀ ୨୨ ଦେଶବାସୀଙ୍କ ଲାଗି ଐତିହାସିକ ଦିନ ଥିଲା। ଏହି ଦିନ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ବଡ଼ ବଡ଼ ସେଲିବ୍ରିଟିମାନେ ନିମନ୍ତ୍ରିତ ହୋଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଭେଟେରାନ ଅଭିନେତା ଅମିତାଭ ବଚ୍ଚନ।…

୬୪ ବର୍ଷ ପରେ ନାଁ ବଦଳାଇଲେ ଧର୍ମେନ୍ଦ୍ର!

ମୁମ୍ବାଇ: ଶାହିଦ କପୁର ଏବଂ କ୍ରିତି ସାନନଙ୍କ ଅଭିନୀତ ମୁଭି ତେରି ବାତୋଁ ମେଁ ଏସା ଉଲଝା ଜିଆ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ସୋସିଆଲ ମିଡିଆ ଠାରୁ ସମାଲୋଚକ…

ରାଜ୍ୟ ସଭାରେ କାହିଁକି ହାତ ଯୋଡ଼ି କ୍ଷମା ମାଗିଲେ ଜୟା ବଚ୍ଚନ? ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ,୯।୨: ରାଜ୍ୟ ସଭାରୁ ଅବସର ନେଉଥିବା ଏମ୍‌ପିମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟୀର ଏମ୍‌ପି ଜୟା ବଚ୍ଚନ ରହିଛନ୍ତି, ହେଲେ ବଜେଟ ଅଧିବେଶନ ସମୟରେ ସେ ଗୃହକୁ କ୍ଷମା ମାଗିଥିବା ଦେଖାଯାଇଛି। ନିଜର ବିଦାୟୀ ଭାଷଣ ସମୟରେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?