Odisha Elections 2024

ମନୋରଞ୍ଜନ

ଜୁନରେ ବିବାହ କରିବେ କୃଷ୍ଣା ଭଟ୍ଟ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ଝିଅ ତଥା ନିର୍ଦ୍ଦେଶିକା କୃଷ୍ଣା ଭଟ୍ଟ ତାଙ୍କର ଲଙ୍ଗ ଟାଇମ ବୟ ଫ୍ରେଣ୍ଡ ବେଦାନ୍ତ ସାରଦାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିକ୍ରମ ଭଟ୍ଟଙ୍କ ଝିଅ କୃଷ୍ଣାଙ୍କ ବିବାହ ତାରିଖ...

ଟ୍ରୋଲ ହେଲେ ଅନୁଷ୍କା

ମୁମ୍ବାଇ: ମଇ ୧୬ରୁ ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଅନୁଷ୍କା ଶର୍ମା ଏବେ ରେଡ କାର୍ପେଟରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି ବିଶେଷ ଉତ୍ସବରେ ଅନୁଷ୍କା ଅଫ ସୋଲଡର ରିଚାର୍ଡ କ୍ୱିନ ଗାଉନ ପିନ୍ଧିଥିଲେ। ଯାହା...

୩୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଶଲା ବୁଢ଼ାର ବଦ୍‌ଲା’

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଚଳଚ୍ଚିତ୍ର କହୁଛି ଓଡ଼ିଶାର ପରମ୍ପରା। ଗାଁର କଥା, ସାହିର କଥା ଆଉ ମଣିଷ ମଣିଷର କଥା। ମଣିଷ ଭିତରେ ଥିବା ରାଗ, କ୍ରୋଧକୁ ସମ୍ଭାଳି ନ ପାରି ସେ ଅନ୍ୟଠୁ ବଦଲା ନେବାକୁ ସବୁବେଳେ ଆଗଭର ଥାଏ। ତାହା...

ପୁଣିଥରେ ଆକ୍ସନ ସିନ୍‌ରେ ନଜର ଆସିବେ ଦେଶୀଗର୍ଲ

ମୁମ୍ବାଇ: ଦେଶୀଗର୍ଲରୁ ନେଇ ଗ୍ଲୋବାଲ ଆଇକନ ପର୍ଯ୍ୟନ୍ତ ସଫର କରି ସାରିଥିବା ପ୍ରିୟଙ୍କା ଚୋପ୍ରାଙ୍କର ଆଉ ପରିଚୟର ଆବଶ୍ୟକତା ନାହିଁ। ବଲିଉଡ ସହ ହଲିଉଡରେ ବି ସେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। ସେ ଆକ୍ସନ ହେଉ...

ସେହି ପ୍ରେମ, ସେହି କଥା…ପୁଣି ଥରେ ଧମାଲ ମଚାଇବ ‘ଗଦର’ ଏକ ପ୍ରେମ କଥା

ମୁମ୍ବାଇ: ତାରା ସିଂ ଏବଂ ସକିନାଙ୍କ ପ୍ରେମ କାହାଣୀ ପୁଣି ଥରେ ବକ୍ସ ଅଫିସରେ ଧମାଲ ମଚାଇବାକୁ ଆସୁଛି। ସନି ଦେଓଲଙ୍କ ଅଭିନୀତ ‘ଗଦର’ ଏକ ପ୍ରେମ କଥା ପୁଣିଥରେ ସିନେମା ହଲରେ ଜୁନ୍‌ ୯ରେ ରିଲିଜ୍‌ ହେବ। ଏଥିସହ...

ରାଗିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ। ତାଙ୍କ ବୟାନୁ ନେଇ ପ୍ରାୟ ସବୁବେଳେ ସେ ହେଡଲାଇନରେ ରହିଥାଆନ୍ତି। କଙ୍ଗନା କୌଣସି ପ୍ରସଙ୍ଗରେ ନିଜର ମତାମତ ଦେବାରେ ପଛଘୁଞ୍ଚା ଦିଅନ୍ତି ନାହିଁ, ଯେଉଁ କାରଣରୁ ସେ...

୬୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଅଭିନେତା

ମୁମ୍ବାଇ: ଭେଟେରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଆସାମର ରୁପାଲି ବାରୁଆଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଅଧିକ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା...

ବେବି ବମ୍ପ ଲୁଚାଉଛନ୍ତି ଅଙ୍କିତା!

ମୁମ୍ବାଇ: ଅଙ୍କିତା ଲୋଖଣ୍ଡେ ଜଣେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ। ସେ ଶୋ ‘ପବିତ୍ର ରିସ୍ତା’ରୁ ଅର୍ଚ୍ଚନା ଭୂମିକାରେ ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଅଙ୍କିତା ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ।...

ଖୁବଶୀଘ୍ର ବିବାହ କରିବେ ଆମିର: କେଆରକେ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ପୁଣିଥରେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। କଥା ହେଲା ଆକ୍ଟ୍ରେସ ଫାତିମା ସନା ଶେଖଙ୍କ ସହ ଆମିରଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।...

ଏହି ଅଭିନେତ୍ରୀ ଥିଲେ କରଣ ଜୋହରଙ୍କ ପ୍ରଥମ ପ୍ରେମ…

ମୁମ୍ବାଇ: ‘କୁଛ୍‌ କୁଛ୍‌ ହୋତା ହେ’ର ତାଙ୍କର କହିବା ଅନ୍ଦାଜ, ‘କଭି ଅଲବିଦା ନା କେହନା’ ତାଙ୍କର ଅଭ୍ୟାସ। ଦୁନିଆକୁ ସେ ‘ମହୋବତ’ କରିବା ଶିଖାଇଲେ। ହୃଦୟର କଥା କହିବାକୁ ଡେରି କର ନାହିଁ କାରଣ ସେ କହିଛନ୍ତି ‘କଲ...

ପୁଣି ଜଲଓ୍ବା ଦେଖାଇଲେ ସନି ଲିଓନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ବଡ଼ ପରଦା ସହିତ ସୋସିଆଲ ମିଡିଆରେ ନିଜର ଜଲଓ୍ବା ଦେଖାଇଛନ୍ତି। ଅଭିନୟ ବ୍ୟତୀତ ସେ ନିଜ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ପାଇଁ ବେଶ୍‌ ଜଣାଶୁଣା। ସନିଙ୍କ ଏପରି ଆକର୍ଷଣ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ...

ଏକ ସିନ୍‌ରେ ଲଜ୍ଜିତ ହୋଇଥିଲେ ପ୍ରିୟଙ୍କା, ଡାଇରେକ୍ଟର କହିଥିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ ଛାଡିବା ପରେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଅନେକ ବଡ଼ ହଲିଉଡ୍‌ ପ୍ରୋଜେକ୍ଟ ସହିତ ଜଡ଼ିତ। ପୁଣି ଥରେ ବଲିଉଡ୍‌ର ନିର୍ଦ୍ଦେଶକ ଏବଂ ଫିଲ୍ମର ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri