ମନୋରଞ୍ଜନ

୩ ମାସରେ ଆସିବ କଙ୍ଗନାଙ୍କ ୩ ଫିଲ୍ମ, ଶେୟାର କଲେ ରିଲିଜ ଡେଟ୍‌

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ବୁଧବାର ଆଗାମୀ ଫିଲ୍ମ ‘ତେଜସ୍‌’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତ୍ରୀ ସୂଚନା ଦେଇଛନ୍ତି, ଏହି ଫିଲ୍ମ ଅକ୍ଟୋବର ୨୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ...

ମା’ ହେଲେ ସନା

ପୂର୍ବତନ ଅଭିନେତ୍ରୀ ସନା ଖାନ ମା’ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ସନା ନିଜ ପ୍ରଶଂସକକୁ ଏହି ଖୁସି ଖବର ଦେଇଛନ୍ତି। ଏକ ଭିଡିଓ ଜରିଆରେ ସେ ପୁତ୍ର ସନ୍ତାନ ଅଧିକାରୀ ହୋଇଥିବା ଜଣାଇଛନ୍ତି। ଆଲ୍ଲା ତାଙ୍କୁ ସର୍ବଶ୍ରେଷ୍ଠ ଉପହାର ଦେଇଥିବା...

ସେଲ୍‌ଫି ନେବା ବେଳେ ଏମିତି କହି ଟ୍ରୋଲ୍‌ ହେଲେ କପିଲ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ମଙ୍ଗଳବାର ସନ୍ଧ୍ୟାରେ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ସେ ଆମେରିକା ଯାଇଛନ୍ତି। ବିମାନବନ୍ଦରରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କପିଲ ଜଣେ ପ୍ରଶଂସକଙ୍କ ମୋବାଇଲ କ୍ୟାମେରାକୁ ପରିହାସ କରୁଥିବା ଦେଖିବାକୁ ମିଳିଛି।...

ସ୍ବାମୀଙ୍କୁ କାଠଗଡ଼ାକୁ ଆଣିବାକୁ ଚାହୁଁଛନ୍ତି କାଜଲ

ବଲିଉଡ୍‌ ଅଭିନେତ୍ରୀ କାଜଲ ପ୍ରାୟ ତିନି ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ ରାଜ୍‌ କରିୁଛନ୍ତି। ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ, ଇଶ୍କ, ବାଜିଗର, କୁଛ କୁଛ ହୋତା ହୈ ଭଳି ଅନେକ ହିଟ ଫିଲ୍ମ ଦେଇଛନ୍ତି। ବର୍ତ୍ତମାନ ସେ ଓଟିଟିରେ ପାଦ...

ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପହଞ୍ଚିଲେ ଜ୍ୟାକଲିନ

ନୂଆଦିଲ୍ଲୀ,୫।୭: ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବଲିଉଡ ଅଭିନେତ୍ରୀ ତଥା ତିହାର ଜେଲରେ ରହୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଘନିଷ୍ଠ ସମ୍ପର୍କୀୟ ଜ୍ୟାକଲିନ ଫର୍ନାଣ୍ଡିସ ହାଜର ହୋଇଛନ୍ତି। କିଛି ଦିନ ପୂର୍ବରୁ ଜ୍ୟାକଲିନଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମହାଠକ...

ସନି ଲିଓନିଙ୍କ ମହାନତା

ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ନିକଟରେ ନିଜ ମହାନତା ଦେଖାଇଛନ୍ତି। ତୁର୍କୀ ଏବଂ ସିରିଆରେ ଭୂକମ୍ପରେ ପୀଡ଼ିତଙ୍କୁ ସହାୟତାର ହାତ ବଢାଇଛନ୍ତି। ସନ୍ନି ସ୍ବାମୀ ଡାନିଏଲ ୱେବର ନିଜ ରୋଜଗାରର ୧୦ ପ୍ରତିଶତ ଭୂକମ୍ପ ପୀଡ଼ିତଙ୍କୁ ଦାନ କରିବାକୁ ନିଷ୍ପତ୍ତି...

ଲଗାତାର ଫ୍ଲପ୍‌ ଫିଲ୍ମ ପରେ ଆକ୍ଟିଙ୍ଗ୍‌ରେ ଲାଗିଲା ବ୍ରେକ୍‌! ପ୍ରଡ୍ୟୁସରଙ୍କୁ ଫେରାଇଲେ ଟଙ୍କା

ମୁମ୍ବାଇ: ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜ ଫିଲ୍ମ କ୍ୟାରିୟରକୁ ନେଇ ର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ପୁଷ୍ପା ଆଇଟମ ଗୀତ ପରେ ସାମନ୍ତ ତାଙ୍କ ଭାବମୂର୍ତ୍ତିକୁ ବହୁତ ପରିବର୍ତ୍ତନ କରିଛନ୍ତ।ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, କିନ୍ତୁ...

ପ୍ରଥମ ଥର ପାଇଁ ଭୋଗ୍‌ରେ ରେଖା

ମୁମ୍ବାଇ: ଆମେରିକାର ମାସିକ ଫ୍ୟାଶନ ଏବଂ ଜୀବନଶୈଳୀ ପତ୍ରିକା ଭୋଗ୍‌ରେ ଆଗରୁ ଅନେକ ଅଭିନେତ୍ରୀ, ଅଭିନେତାଙ୍କୁ ଦେଖିବାକୁ ମିଳିଛି। ତେବେ ନିକଟରେ ଭେଟେରାନ ଅଭିନେତ୍ରୀ ରେଖା ପ୍ରଥମଥର ପାଇଁ ଭୋଗ୍‌ର କଭରପେଜ୍‌ରେ ସ୍ଥାନ ପାଇଛନ୍ତି। ସେଥିରେ ତାଙ୍କୁ ରାଣୀ ବେଶରେ...

ଲସ ଏଞ୍ଜେଲସରେ ଶୁଟିଂବେଳେ ଦୁର୍ଘଟଣାର ଶିକାର ହେଲେ ଶାହାରୁଖ, କରିବାକୁ ପଡିଲା ଅସ୍ତ୍ରୋପଚାର

ମୁମ୍ବାଇ,ଶାହାରୁଖ ଖାନ ନିକଟରେ ଆମେରିକାର ଲସ ଏଞ୍ଜେଲସରେ ଏକ ଶୁଟିଂ ପାଇଁ ଥିଲେ, ଯେଉଁଠାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଖବର ଅନୁଯାୟୀ, ଏହା ପରେ ତାଙ୍କୁ ସେଠାରେ ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡିଛି। ଶାହାରୁଖଙ୍କ ନାକରେ ଆଘାତ...

ଜାହ୍ନବୀଙ୍କ ମୁଭିକୁ ମିଳିଲା ରିଲିଜ ଡେଟ

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ ଜାହ୍ନବୀ କପୁର ଓ ରାଜକୁମାର ରାଓ ଖୁବଶୀଘ୍ର ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି। ହରର କମେଡି ଥ୍ରିଲର ମୁଭି ରୁହି ପରେ ଏହା ଦ୍ୱିତୀୟ ମୁଭି ଯେଉଁଥିରେ ଜାହ୍ନବୀ-ରାଜକୁମାର ଏକାଠି ନଜର ଆସିବେ। ଏହାର ନିର୍ଦ୍ଦେଶନା...

ଓଟିଟି ରିଲିଜ ପୂର୍ବରୁ‘ଆଦିପୁରୁଷ’କୁ ଝଟକା: ଫିଲ୍ମର ଏଚ୍‌ଡି ଭର୍ସନ ଇଣ୍ଟରନେଟରେ ଲିକ୍‌

ମୁମ୍ବାଇ,୪।୭: ଫିଲ୍ମ ‘ଆଦିପୁରୁଷ’କୁ ବିବାଦ ଚାଲିଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାରେ ଥିଲା। ଯେତେବେଳେ ରିଲିଜ ହେଲା, ସମାଲୋଚକ ଏବଂ ଦର୍ଶକଙ୍କ ନକାରାତ୍ମକ ପ୍ରତିକ୍ରିୟା ଯୋଗୁଁ ଏହା ଲାଇମଲାଇଟରେ ରହିଥିଲା। ଦର୍ଶକ ପ୍ରଭାସ ଏବଂ କ୍ରିତି...

ଚପଲ ପିନ୍ଧିବା ଛାଡିଦେଲେ ରାକ୍ଷି

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ ରାକ୍ଷି ସାଓ୍ବନ୍ତ ତାଙ୍କର ବେକାବୁ ବୟାନ ଓ ସେନ୍ସ ଅଫ ହ୍ୟୁମରକୁ ନେଇ ଖୁବ ପରିଚିତ। ସେ ପ୍ରାୟ ସବୁବେଳେ ପାପାରାଜିଙ୍କ ସହ କଥା ହେଉଥିବା ଦେଖାଯାଏ। ନିଜର ହରକତକୁ ନେଇ ସେ ସମସ୍ତଙ୍କୁ ହସାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri