ମନୋରଞ୍ଜନ

ନିର୍ଦ୍ଦେଶନା ଦେବେ ସାରା!

ମୁମ୍ବାଇ: ଇଣ୍ଟରନେଟରେ ସକ୍ରିୟ ଥିବା କଳାକାରମାନଙ୍କ ମଧ୍ୟରେ ଅଭିନେତ୍ରୀ ସାରା ଅଲି ଖାନ ଅନ୍ୟତମ। ନିକଟରେ ତାଙ୍କୁ ‘ମର୍ଡର ମୁବାରକ’ ଏବଂ ‘ଏ ଓ୍ବତନ ମେରେ ଓ୍ବତନ’ ମୁଭିରେ ଦେଖିବାକୁ ମିଳିଛି। ସାରା ତାଙ୍କ ଫିଲ୍ମର ସୁଟିଂ ପୂର୍ବରୁ ଇନଷ୍ଟାଗ୍ରାମରେ କ୍ଲାପ…

ଆବଶ୍ୟକତାଠାରୁ ଅଧିକ ବୋଲ୍ଡ ଉର୍ଫି ଜାଭେଦଙ୍କ ଡେବ୍ୟୁ ମୁଭି

ମୁମ୍ବାଇ: ମାର୍ଚ୍ଚ ୧୯, ୨୦୧୦ରେ ମୁକ୍ତିଲାଭ କରିଥିବା ‘ଏଲଏସଡି’ କାଫି ବୋଲ୍ଡ ଏବଂ ଆଡଲ୍ଟ କଣ୍ଟେଣ୍ଟରେ ଭରପୁର ମୁଭି। ମୁଭିରେ ସମୟର ପରିବର୍ତ୍ତନଶୀଳ ଜିନିଷ ଏବଂ ଯୁବକମାନଙ୍କ ଉପରେ ଏହାର ପ୍ରଭାବ ଦେଖାଯାଇଥିଲା । କିନ୍ତୁ ଏହି ମୁଭି ଦର୍ଶକଙ୍କ ମନରେ…

ପରଲୋକରେ ଅଭିନେତା ଡାନିଏଲ ବାଲାଜୀ

ଚେନ୍ନାଇ, ୩୧।୩: ଦକ୍ଷିଣ ଭାରତୀୟ ଅଭିନେତା ଡାନିଏଲ ବାଲାଜୀ(୪୮)ଙ୍କ ହୃଦ୍‌ଘାତରେ ଶନିବାର ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ଶୁକ୍ରବାର ଚେନ୍ନାଇର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାନିଏଲଙ୍କ ମୃତ୍ୟୁର ଖବର ଜଣାପଡ଼ିବା ପରେ ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ସହ…

‘ସ୍ବପ୍ନ ପୂରଣ ପାଇଁ କଠିନ ପରିଶ୍ରମ ହିଁ ଗୋଟିଏ ଶବ୍ଦ’

ଭାରତୀୟ ରାପ୍‌ ଜଗତରେ ଇକ୍କା ସିଂ ହେଉଛନ୍ତି ଜଣେ ପରିଚିତ ଚେହେରା। ୨୦୧୪ରୁ ଇନ୍‌ ଦ କ୍ଲବ୍‌ ନାମକ ଗୀତରେ ରାପ୍‌ କରି ସେ ବଲିଉଡ୍‌ରେ ନିଜର ସ୍ଥାନ ପକ୍କା କରିଥିଲେ। ଇକ୍କାଙ୍କ ପୂରା ନାମ ଅଙ୍କିତ ସିଂ ପଟୟାଲ୍‌। ନୂଆଦିଲ୍ଲୀର…

‘ଏଠି ସଙ୍ଗୀତ, ସଂସ୍କୃତି, କଳାର ସ୍ବତନ୍ତ୍ର ଚାହିଦା ରହିଛି’

ନିଜ ସୁରିଲା କଣ୍ଠରେ ବିଭିନ୍ନ ଭାଷାରେ ଗୀତ ଗାଇ ଶ୍ରୋତାଙ୍କୁ ନିଜର କରିପାରୁଥିବା କଣ୍ଠଶିଳ୍ପୀ ହେଉଛନ୍ତି ନୀତିମୋହନ ଶର୍ମା, ଯାହାଙ୍କୁ ସମସ୍ତେ ନୀତିମୋହନ ନାମରେ ଜାଣନ୍ତି। ୧୯୭୯ ନଭେମ୍ବର ୧୮ରେ ଦିଲ୍ଲୀଠାରେ ତାଙ୍କର ଜନ୍ମ। ବଲିଉଡ୍‌କୁ ଅନେକ ହିଟ୍‌ ଗୀତ ଦେଇ…

ଫେରୁଛନ୍ତି କପିଲ ଶର୍ମା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ‘ଦି ଗ୍ରେଟ୍‌ ଇଣ୍ଡିଆନ କପିଲ ଶୋ’ ସହିତ ଫେରୁଛନ୍ତି। ତାଙ୍କ ସହ ସୁନୀଲ ଗ୍ରୋଭର, କୃଷ୍ଣ ଅଭିଷେକ, ଅର୍ଚ୍ଚନା ପୁରନ୍‌ ସିଂ, କିକୁ ଶାରଦା ଏବଂ ରାଜୀବ ଠାକୁର ଅଛନ୍ତି। ଏହି ଶୋ’ ଖୁବ୍‌…

ବିଜେଡି ଛାଡ଼ିବା ପରେ ବି ସୋସିଆଲ ମିଡିଆ କଭରପେଜ୍‌ରୁ ନବୀନଙ୍କ ଫଟୋ ହଟାଇନାହାନ୍ତି ଅନୁଭବ

କଟକ,୩୦ା୩: ଶନିବାର ବିଜେଡି ଛାଡ଼ିଛନ୍ତି କେନ୍ଦ୍ରପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଶେଷ କଥା ହେଲା ବିଜେଡିରୁ ଇସ୍ତଫା ଦେବା ପରେ ବି…

ବିଜେଡି ଛାଡ଼ିବା ପରେ କ୍ଷୋଭ ପ୍ରକାଶ କଲେ ଅନୁଭବ, ଲେଖିଲେ ଏମିତି…

କଟକ,୩୦ା୩: ଜଣଙ୍କ ପରେ ଜଣେ ସିନେ ଷ୍ଟାର ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପୂର୍ବରୁ ଷ୍ଟାଇଲଶ୍‌ ହିରୋ ଅରିନ୍ଦମ ରାୟ ବିଜେଡି ଛାଡ଼ିଥିବା ବେଳେ ଦୁଇଦିନ ତଳେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଆଜି ଅର୍ଥାତ୍‌ ଶନିବାର…

‘ନୋ ଏଣ୍ଟ୍ରି’ର ସିକ୍ୱେଲ କରିବେ ବୋନି, ରିପ୍ଲେସ ହେବେ ଅନିଲ-ସଲମାନ

ମୁମ୍ବାଇ: ୨୦୦୫ର ବ୍ଲକବଷ୍ଟର ମୁଭି ‘ନୋ ଏଣ୍ଟ୍ରି’ର ବହୁ ପ୍ରତୀକ୍ଷିତ ସିକ୍ୱେଲ ସ୍କ୍ରିନରେ ଧମାକାଦାର କମବ୍ୟାକ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ବରୁଣ ଧୱନ, ଅର୍ଜୁନ କପୁର ଏବଂ ଦିଲଜିତ ଦୋସାଞ୍ଜ ଏହି ମୁଭିରେ ଡବଲ ରୋଲରେ ଅଭିନୟ କରିବାକୁ ପ୍ରସ୍ତୁତ, ୨୦ବର୍ଷ…

ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବଡ ହୃଦୟ ଦେଖାଇଲେ ଆୟୁଷ୍ମାନ

ମୁମ୍ବାଇ: ନିକଟରେ ବଲିଉଡ ତାରକା ଆୟୁଷ୍ମାନ ଖୁରାନା ଚଣ୍ଡିଗଡ଼ରେ ଏକ ନିଆରା କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ସେ ଜିରକପୁରରେ ଏକ ଫୁଡ ଟ୍ରକର ଉଦଘାଟନ କରିଥିଲେ ଯାହା କେବଳ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟଙ୍କ ଦ୍ୱାରା ପରିଚାଳିତ। ‘ସ୍ବୀକାର’ନାମକ ଏହି ଫୁଡ ଟ୍ରକର…

ପରିଚୟ ସୃଷ୍ଟି କରିବାକୁ ଲାଗେ ସମୟ

ଅଭିନେତ୍ରୀ କ୍ରିତି ସାନନ ଅଭିନୟ ସହ ଖୋଲାଖୋଲି ମନ୍ତବ୍ୟ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ସେ ତାଙ୍କ ଫିଲ୍ମ ‘ଦି କ୍ରୁ’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ କରୀନା କପୁର ଏବଂ ତବୁ ପ୍ରମୁଖ ଅଭିନୟ…

ରିଲ୍‌ ଲାଇଫର ‘ରାମ’ଙ୍କ ପରି ପୂର୍ବରୁ ‘ରାବଣ’ଙ୍କୁ ମଧ୍ୟ ଟିକେଟ୍‌ ଦେଇଛି ଭାଜପା, ଜାଣନ୍ତୁ ‘ଲଙ୍କେଶ’ଙ୍କ କିପରି ଥିଲା ରାଜନୈତିକ କ୍ୟାରିୟର

ମୁମ୍ବାଇ: ଚାରି ଦଶକ ପୂର୍ବରୁ ଟିଭି ସିରିଆଲରେ ଲୋକପ୍ରିୟ ହୋଇଥିଲା ରାମାୟଣ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ହିନ୍ଦୁଙ୍କ ରିଅଲ ଲାଇଫର ରାମ ହୋଇଯାଇଥିଲେ। ତେବେ ସମସ୍ତଙ୍କ ପ୍ରିୟ ରାମଙ୍କୁ ଭାଜପା ଚଳିତ ନିର୍ବାଚନ ପାଇଁ ଟିକେଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri