ଫିଲ୍ମ ‘ବରସାତ୍’ରୁ ରାତାରାତି ସୁପରଷ୍ଟାର ପାଲଟିଥିଲେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ରେ ନିଜର ଭିନ୍ନ ହେୟାର ଷ୍ଟାଇଲ୍ରେ ଯୁବପିଢ଼ିଙ୍କୁ ନିଜ ପ୍ରତି ଆକର୍ଷିତ କରିଥିଲେ ୯୦ ଦଶକର ଅଭିନେତା ବବି ଦେଓଲ୍। ନିଜ ଲମ୍ବା ଓ କର୍ଲି ହେୟାର ସେହି ସମୟର ଯୁବପିଢ଼ିଙ୍କ ମଧ୍ୟରେ ଏକ କ୍ରେଜ୍ ସୃଷ୍ଟି କରିପାରିଥିଲେ ବବି।…
ଗ୍ରାମୀ ଆଓ୍ବାର୍ଡ ଜିତିଲେ ଲେଡି ଗାଗା
ଓ୍ବାଶିଂଟନ,୨୭।୧: ଲସ ଆଞ୍ଜେଲସରେ ୬୨ତମ ଗ୍ରାମୀ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଏଲିସିୟା କିଜ ହୋଷ୍ଟ କରିଥିଲେ। ଆମେରିକାର ବାସ୍କେଟବଲ ଖେଳାଳି କୋବେ ବ୍ରାୟଣ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ସହିତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସାରା ବିଶ୍ୱର ସଙ୍ଗିତକାର ଓ ଗାୟକ…
ସାଇକେଲ୍ ମେକାନିକ୍ଙ୍କଠାରୁ କରଜ କରିଛନ୍ତି ଭାଇଜାନ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାଁଙ୍କ କଥା କିଏ ବା ନ ଜାଣେ। ବଲିଉଡ୍ ହେଉ କି ତାଙ୍କ ପ୍ରଶଂସକ ସମସ୍ତଙ୍କ ହୃଦୟରେ ସେ ରାଜ କରିଥାନ୍ତି। ଫିଲ୍ମ ହେଉ ବା ସମାଜ ସେବା ପାଇଁ ସଲମାନ ସବୁବେଳେ ପ୍ରଶଂସା ପାଇଥାନ୍ତି।…
କଙ୍ଗନାଙ୍କୁ ଶୁଭେଚ୍ଛା ଜଣାଇଲେ ଆଲିଆ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ଘୋଷଣା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରି ଖେଳିଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରିର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଅଭିନେତ୍ରୀମାନେ ମଧ୍ୟ କଙ୍ଗନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରୁ…
ଦେଶର ସମସ୍ତ ମହିଳାଙ୍କୁ କଙ୍ଗନା ସମର୍ପଣ କଲେ ପଦ୍ମଶ୍ରୀ
ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା। କଙ୍ଗନା ରାଣାଓ୍ବତ୍, କରନ୍ ଜୋହର, ଅଦ୍ନାନ ଶାମୀ ଏବଂ ଏକତା କପୁର। ଏହି ପୁରସ୍କାର ଘୋଷଣା ପରେ କଙ୍ଗନା…
ଟେଲିଭିଜନ କୁଇନ୍ ଏକତା ପାଇବେ ପଦ୍ମଶ୍ରୀ, କରିସାରିଲେଣି ୧୩୦ରୁ ଅଧିକ ଧାରାବାହିକ
ବମ୍ବେ: ପ୍ରଯୋଜିକା ତଥା ଟେଲିଭିଜନ କୁଇନ ଏକତା କପୁର ପାଇବେ ପଦ୍ମଶ୍ରୀ ପୁରସ୍କାର। କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ବଲିଉଡ ଫିଲ୍ମ ଛଡ଼ା ହିନ୍ଦି ଧାରାବାହିକ ପ୍ରଯୋଜନା କ୍ଷେତ୍ରରେ ଏକତା ପରିଚିତ ନାମ। କହିବାକୁ…
ପସନ୍ଦ ଆସୁଛି ‘ପଙ୍ଗା’: ଦୁଇ ଦିନରେ ରୋଜଗାର କଲାଣି ୮.୩୧ କୋଟି
ବମ୍ବେ: ବଡ଼ ପରଦାରେ ରିଲିଜ ହୋଇଛି କଙ୍ଗନା ରାଣାଓ୍ବତ ଅଭିନୀତ ‘ପଙ୍ଗା’। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମର ବ୍ୟବସାୟ ସାମାନ୍ୟ ମାନ୍ଦା ଥିବାବେଳେ ଶନିବାର ଏହା ବଢ଼ିଛି। ଦ୍ୱିତୀୟ ଦିନରେ ଫିଲ୍ମ ୫.୬୧ କୋଟି ବ୍ୟବସାୟ କରିଛି। ଫଳରେ ଚଳଚ୍ଚିତ୍ରର…
ଏକାସାଙ୍ଗେ ନଜର ଆସିଲେ ‘୮୩’ର ଟିମ୍
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘୮୩’ ଚଳିତ ବର୍ଷ ଏପ୍ରିଲରେ ପରଦାକୁ ଆସିବ ବୋଲି କୁହାଯାଉଛି। ଏହା ପୂର୍ବରୁ ପ୍ରାୟ ପ୍ରତିଦିନ ଏହି ଫିଲ୍ମର କିଛି ନା କିଛି ପୋଷ୍ଟର ସାମ୍ନାକୁ ଆସୁଛି। ଶନିବାର ରଣବୀର ଫିଲ୍ମର…
ସଲମାନଙ୍କ ପରେ ଆମିରଙ୍କ ଲୁକ୍କୁ କପି କଲେ କାର୍ତ୍ତିକ
ମୁମ୍ବାଇ: ବଲିଉଡ୍ ନାୟକ କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ଅନେକ ସମୟରେ ସେ ତାଙ୍କର ବିଭିନ୍ନ ଷ୍ଟାଇଲର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଚର୍ଚ୍ଚାକୁ ଆସି ଥାଆନ୍ତି। କିଛିଦିନ ତଳେ ସେ ବଲିଉଡ୍ ଭାଇଜାନ ଅର୍ଥାତ୍ ସଲମାନ…
ଅଭିନେତ୍ରୀ କାମିନୀ କୌଶଲ
ବିଂଶ ଶତାବ୍ଦୀର ଚାଳିଶରୁ ଷାଠିଏ ଦଶକ ମଧ୍ୟରେ ଅତ୍ୟନ୍ତ ସକ୍ରିୟ ଭାବେ ହିନ୍ଦୀ ଚିତ୍ର ଜଗତରେ ଅଭିନୟ ଜାରି ରଖିଥିବା ତଥା ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିବା ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କାମିନୀ କୌଶଲ। ସେ ଏବେ…
ଅଭିନେତା ସାଇ ସୁରଜ
ସାଇ ସୁରଜ! ଏଇ ନଁାଟି ବେଶ୍ ଜଣାଶୁଣା ଓଡ଼ିଆ ଯାତ୍ରା ଦର୍ଶକଙ୍କ ପାଇଁ। ସମ୍ପ୍ରତି ଅପେରା ‘ସୂର୍ଯ୍ୟମନ୍ଦିର’ରେ ଅଭିନୟ ଜାରି ରଖିଥିବା ସୁରଜଙ୍କର ପିଲା ବେଳୁ କଳାପ୍ରତି ଦୁର୍ବଳତା ରହିଥିଲା। ସେଥିଲାଗି ଗ୍ରାଜୁଏଶନ୍ ସରୁ ସରୁ ସେ ପଶି ଆସିଲେ ସିରିଏଲ୍…
‘ଗୀତ ପାଇଁ ଘର ଛାଡ଼ିଲେ’
ଗାୟିକା ଜାନକୀ ସାମଲ। ସେ କେବଳ ଗୀତ ଗାଆନ୍ତିନି, ଗୀତକୁ ପ୍ରାଣଭରି ଭଲ ପାଆନ୍ତି। ଗୀତକୁ ଏତେ ଭଲ ପାଆନ୍ତି ଯେ, ଗୀତ ପାଇଁ ଦୁଇ ଦୁଇଥର ଘର ଛାଡ଼ି ପଳେଇ ଯାଇଛନ୍ତି। ଶେଷକୁ ସେ ନିଜର ଏକ ଠିକଣା ତିଆରି…

