ଘର ସଂସାର କରିବେ ଅର୍ଦ୍ଧେନ୍ଦୁ
ବଡ଼ ପରଦାରେ ମିଛିମିଛିକା ବର ସାଜିଛନ୍ତି ସେ। ହେଲେ ଏଥର ସତସତିକା ବରବେଶରେ ଯିବେ। ହଁ, ଓଲିଉଡ୍ର ଅନ୍ୟତମ ନାୟକ ଅର୍ଦ୍ଧେନ୍ଦୁ ଘର ସଂସାର କରିବାକୁ ଯାଉଛନ୍ତି। ନିକଟରେ ତାଙ୍କର ରିଂ ସେରିମନି ସମ୍ପନ୍ନ ହୋଇଛି। ହେଲେ ସେ କାହାକୁ ପତ୍ନୀ…
ଶେଷରେ ଅନନ୍ୟା
ଯାହାହେଉ ଶେଷରେ କରନ୍ ଟେନସନରୁ ମୁକ୍ତ ହେଲେ। କଥା କ’ଣ କି ତାଙ୍କର ଆଗାମୀ ଫିଲ୍ମ ‘ଫାଇଟର’ର ନାୟିକା କିଏ ହେବ ସେ ନେଇ ଅଡୁଆରେ ପଡିଥିଲେ ସେ। ପ୍ରଥମେ ଏଥିପାଇଁ ଆଲିୟା ଭଟ୍ଟଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ନିଜର ବ୍ୟସ୍ତବହୁଳ…
ଲଣ୍ଡନ ରାସ୍ତାରେ ନୋରାଙ୍କ ଡ୍ୟାନ୍ସ
ମୁମ୍ବାଇ: ଫ୍ୟାନ୍ମାନଙ୍କୁ କିଭଳି ଏଣ୍ଟରଟେନ୍ କରିବାକୁ ହୁଏ ସେ କଳା ନୋରା ଫତେହିଙ୍କୁ ଭଲ ଭାବେ ଜଣା। ଆକର୍ଷଣୀୟ ବ୍ୟକ୍ତିତ୍ୱ ସାଙ୍ଗକୁ ଉଚ୍ଚକୋଟୀର ନୃତ୍ୟରେ ସେ ଫ୍ୟାନ୍ମାନଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିସାରିଲେଣି। ଏହାସହ ସୋସିଆଲ ମିିଡିଆରେ ମଧ୍ୟ ନୋରାଙ୍କ…
ଫେବୃୟାରୀ ୧ରେ ନେହା କକ୍କରଙ୍କ ମେହେନ୍ଦୀ ଉତ୍ସବ
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ଆଜିକାଲି ଖୁବ୍ ଚର୍ଚ୍ଚାରେ ରହୁଛନ୍ତି। ବିଶେଷକରି ବିବାହ ଖବରକୁ ନେଇ ସମସ୍ତଙ୍କ ନଜର ତାଙ୍କ ଉପରେ। ଶୁଣିବାକୁ ମିଳୁଛି ନେହା ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି। କିଛିଦିନ…
ବିହାରୀ ଯୁବକଙ୍କୁ ବିବାହ କରିବାକୁ ଚାହାନ୍ତି କଙ୍ଗନା
ପାଟ୍ନା: ଭଲ ବିହାରୀ ପୁଅଟିଏ ମିଳିଲେ ବିବାହ କରିବି। ଏଭଳି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ପଙ୍ଗା ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ପାଟ୍ନାରେ ଆୟୋଜିତ ଫିଲ୍ମ ପ୍ରମୋଶନ କାର୍ଯ୍ୟକ୍ରମରେ ବିବାହକୁ ନେଇ ଆଗାମୀ ଯୋଜନା ବିଷୟରେ କଙ୍ଗନାଙ୍କୁ ପଚରା ଯାଇଥିଲା। ଉତ୍ତରରେ…
ବିକିନୀ ପିନ୍ଧି ଚର୍ଚ୍ଚାରେ ସୁପର ମଡେଲ: ଯାହାଙ୍କ ନାମ ବଲିଉଡ୍ର ଦୁଇ ଅଭିନେତ୍ରୀଙ୍କ ନାମ ଅନୁସାରେ ହୋଇଛି
ମୁମ୍ବାଇ: ବିହାରରେ ରହୁଥିବା ଏକ ଦମ୍ପତି ବଲିଉଡ୍ର ଦୁଇ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଏତେ ଭଲ ପାଉଥିଲେ ଯେ, ଏହି ଦୁଇ ଅଭିନେତ୍ରୀଙ୍କ ନାମକୁ ମିଶାଇ ତାଙ୍କ ଝିଅର ନାଁ ଦେଇଛନ୍ତି। ସେହି ଝିଅ ଏବେ ସୁପର ମଡେଲ। ଖାଲି ଏତିକି ନୁହେଁ,…
ଫଟୋଗ୍ରାଫରଙ୍କୁ ଦେଖି କାହିଁକି ଦୌଡ଼ିଲେ ଖିଲାଡ଼ି ବୟ
ମୁମ୍ବାଇ: ବଲିଉଡ୍ ଆକ୍ସନ ମାଷ୍ଟର ଅକ୍ଷୟ କୁମାର ପ୍ରାୟ ସମୟରେ ବିନ୍ଦାସ ମୁଡ୍ରେ ନଜରକୁ ଆସିଥାନ୍ତି। ଶୁଟିଂ ସେଟ୍ରୁ ଟିକେ ସମୟ ମିଳିଲେ ସେ ନିଜ କୋ-ଷ୍ଟାରଙ୍କ ସହ ବିଭିନ୍ନ ପ୍ରକାରର ମଉଜମସ୍ତି କରୁଥିବା ଦେଖିବାକୁ ମିଳିଥାଏ। ସବୁଥର ନିଜ କାର୍ଯ୍ୟ…
ହିମାଂଶିଙ୍କୁ ବିବାହ ପ୍ରସ୍ତାବ ଦେଲେ ଆସିମ
ବମ୍ବେ: ‘ବିଗ୍ବସ୍’ ଘରେ ଅନେକ ସଫଳ ପ୍ରେମ କାହାଣୀ ଗଢ଼ି ଉଠିଥିବା ନଜିର ରହିଛି। ଏହି କ୍ରମରେ ଚଳିତ ସିଜନ୍ରେ ଦୁଇଟି ଯୋଡ଼ି ଚର୍ଚ୍ଚାରେ। ସିଦ୍ଧାର୍ଥ-ଶେହନାଜ ଏବଂ ଆସିମ-ହିମାଂଶୀଙ୍କ ପ୍ରେମର ଗାଡ଼ି ଏବେ ନୂଆ ନୂଆ ସୋପାନ ଦେଇ ଗତିକରୁଛି। ମଙ୍ଗଳବାର…
କଙ୍ଗନାଙ୍କ ପ୍ରଶଂସାରେ ଶତମୁଖ କରନ୍, କହିଲେ ‘ସେ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟା’
ବମ୍ବେ: ଫିଲ୍ମ ନିର୍ମାତା କରନ୍ ଜୋହର- ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତୁ ତୁ ମେଁ ମେଁ କଥା ସମସ୍ତେ ଜାଣନ୍ତି। ଉଭୟ ପରସ୍ପର ବିରୋଧରେ କଡ଼ା ମନ୍ତବ୍ୟ ଦେବାକୁ ପଛାନ୍ତି ନାହିଁ। ହେଲେ ଏବେ କିଛି ଅଲଗା ଘଟଣା ଘଟିଛି।…
ହ୍ରିତିକ୍-ଐଶ୍ୱର୍ଯ୍ୟାଙ୍କ ଯୋଡ଼ିକୁ ପସନ୍ଦ କରନ୍ତିନି ରାକେଶ ରୋଶନ
ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ- ହ୍ରିତିକ୍ ରୋଶନ୍ ‘ଧୂମ-୩’ ଏବଂ ‘ଯୋଦ୍ଧା ଆକ୍ବର’ରେ ଏକାଠି ଅଭିନୟ କରିଥିଲେ। ଫିଲ୍ମ ଦୁଇଟିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ ମଧ୍ୟ ହ୍ରିତିକ୍ଙ୍କ ପିତା ରାକେଶ ରୋଶନ ଏହି ଯୋଡ଼ିଙ୍କୁ ପସନ୍ଦ କରନ୍ତି ନାହିଁ। ରାକେଶ…
ଚାଲିଗଲେ ଶାହାରୁଖ ଖାଁଙ୍କ ଭଉଣୀ
ବଲିଉଡ୍ ଅଭିନେତା ଶାହାରୁଖ୍ ଖାଁଙ୍କ ସମ୍ପର୍କୀୟ ଭଉଣୀ ନୁର୍ ଜହାଁଙ୍କ ପରଲୋକ ଘଟିଛି। ସେ କିଛିଦିନ ହେବ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁୂ ତାଙ୍କୁ ୫୨ ବର୍ଷ ହୋଇଥିଲା। ନୁର୍ ପାକିସ୍ତାନର ପେଶାଓ୍ବାରର କ୍ୱିସା ଖ୍ବାନି ବଜାର…
ନେହା କକ୍କଡ଼ଙ୍କୁ ବିବାହ ଶଗୁନ୍ ଭାବେ ଓଢ଼ଣୀ ଭେଟି ଦେଲେ କୁମାର ସାନୁ !
ମୁମ୍ବାଇ: ନେହା କକ୍କଡ଼ଙ୍କ ବିବାହ ଆଦିତ୍ୟ ନାରାୟଣଙ୍କ ସହିତ ହେବାକୁ ଯାଉଛି। ଏନେଇ ବିବାହ ଶଗୁନ୍ ଭାବେ କୁମାର ସାନୁ ନେହାଙ୍କୁ ଓଢ଼ଣୀ ଭେଟି ଦେଇଛନ୍ତି। ଏହା ଇଣ୍ଡିଆନ୍ ଆଇଡଲ୍-୧୧ର ଶୁଟିଂ ସେଟ୍ରେ ସମ୍ପନ୍ନ ହୋଇଛି। ଦୁହିଁଙ୍କ ବିବାହ ଆୟୋଜନ ଜୋର୍ସୋର୍ରେ…

