ମନୋରଞ୍ଜନ

ପରଲୋକରେ ଅଭିନେତା କୁଶଲ ପଞ୍ଜାବୀ

ମୁମ୍ବାଇ,୨୭।୧୨: ଟେଲି କଳାକାର କୁଶଲ ପଞ୍ଜାବୀଙ୍କର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଦ୍ୱିପ୍ରହରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଗୁରୁବାର ରାତିରେ କୁଶଲଙ୍କ ଘରୁ ତାଙ୍କର…

ଏହି ଅଭିନେତାଙ୍କ ପାଇଁ ଜେଲ୍‌ ଆଗରେ ଗୋଲାପ ଫୁଲ ବିଛାଇଥିଲେ ପ୍ରଶଂସକ

ବଲିଉଡର୍‌ ଭାଇଜାନ ସଲମନ୍‌ ଖାନ୍‌ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ସଲମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡ୍‌ରେ ବହୁ ହିଟ୍‌ ଫିଲ୍ମ ଅଭିନୟ କରିଥିବା ସଲ୍ଲୁଙ୍କ ଜଲଓ୍ବା ଏବେ ବି କାଏମ୍‌ ରହିଛି। କ୍ରିସ୍‌ମାସ ଅବସରରେ ତାଙ୍କ…

ଚର୍ଚ୍ଚାରେ ଜାହ୍ନବୀ

ବମ୍ବେ: ଅଭିନେତା ଇଶାନ୍‌ ଖଟ୍ଟରଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ତଥା ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ଆଜିକାଲି ଚର୍ଚ୍ଚାରେ। ଏହା ପଛରେ କାରଣ ମଧ୍ୟ ରହିଛି। ଦୀର୍ଘ ଦିନ ଧରି ସିଲ୍‌ଭର ସ୍କ୍ରିନ୍‌ରୁ ଦୂରେଇ ରହିବା ପରେ ଗୋଟିଏ…

କ୍ରିସ୍‌ମାସ୍‌ରେ ରୋମାଣ୍ଟିକ ହେଲେ ଏହି ଦୁଇ ଯୋଡ଼ି

ବମ୍ବେ: ବଡଦିନ ତଥା ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ଧୂମ୍‌ଧାମରେ ପାଳନ କରିଛନ୍ତି ବଲିଉଡର ଅନେକ କଳାକାର। ଅନେକ ଘରକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜାଇ କ୍ରିସମାସ୍‌ ଟ୍ରି’ କରିଥିବା ମଧ୍ୟ ଦେଖାଯାଇଛି। ଏହି ଅବସରରେ ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଦୀପିକା-ରଣବୀର, ପ୍ରିୟଙ୍କା-ନିକ୍‌…

ଅବରାମଙ୍କ ଫଟୋଶୁଟ୍‌, ଭାଇରାଲ ହେଉଛି କ୍ୟୁଟ୍‌ ଲୁକ୍‌

ବମ୍ବେ: ବଲିଉଡ୍‌ ବାଦଶାହା ଶାହରୁଖ ଖାନ୍‌ଙ୍କ ପୁଅ ଅବରାମ ଜଣେ ଚର୍ଚ୍ଚିତ ଷ୍ଟାରକିଡ୍‌। ଏବେ ନିଜର ଫଟୋଶୁଟ୍‌ କରାଇ ସେ ଚର୍ଚ୍ଚାରେ। ମା’ ଗୌରୀ ନିଜର ସୋସିଆଲ ଆକାଉଣ୍ଟରେ ଏହାର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ମଡର୍ନ ଡ୍ରେସ୍‌ ସାଙ୍ଗକୁ…

ନୋ କିସ୍‌ ପ୍ଲିଜ୍‌…

୨୭ ଡିସେମ୍ବର ଅର୍ଥାତ୍‌ ଶୁକ୍ରବାର ଅଭିନେତା ସଲମାନ ଖାଁଙ୍କ ଜନ୍ମଦିନ। ଏହି ଖାସ୍‌ ଦିନରେ ତାଙ୍କ ସହିତ ଜଡ଼ିତ କିଛି ସିକ୍ରେଟ୍‌ ବିଷୟରେ ଜାଣନ୍ତୁ… ସଲମାନ୍‌ ଅନେକ ରୋମାଣ୍ଟିକ୍‌ ଫିଲ୍ମରେ ଅଭିନୟ କରିଛନ୍ତି ସତ, ମାତ୍ର କୌଣସି ଫିଲ୍ମରେ ଅଭିନେତ୍ରୀଙ୍କୁ ଆଜିପର୍ଯ୍ୟନ୍ତ…

ରବିନା, ଭାରତି, ଫରହାଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୨୬।୧୨: ବଲିଉଡ୍‌ ନାୟିକା ରବିନା ଟଣ୍ଡନ, ଫିଲ୍ମ ମେକର ଫରହା ଖାଁ ଓ କମେଡିଆନ୍‌ ଭାରତି ସିଂଙ୍କ ନାଁରେ ଆସିଛି ଅଭିଯୋଗ। ଅଜନାଲା(ଅମୃତସର) ଡିଏସ୍‌ପି ସୋହନ ସିଂ ଏମାନଙ୍କ ବିରୋଧରେ ଏକ ଅଭିଯୋଗ ପାଇଥିବା କହିଛନ୍ତି। ଏକ ଟେଲିଭିଜନ ଶୋ’ ମାଧ୍ୟମରେ…

ଜେନେଲିଆଙ୍କୁ ଟାଇ ପିନ୍ଧିବାରେ ସାହାଯ୍ୟ କଲେ ରିତେଶ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟି ଟିକେ କିଛି ଅଲଗା କାମ କଲେ ଆସନ୍ତି ଚର୍ଚ୍ଚାକୁ। ଏବେ ତ ସୋସିଆଲ ମିଡିଆରେ ଏମାନେ ତତ୍‌କ୍ଷଣାତ୍‌ ଚର୍ଚ୍ଚାର ପରସରକୁ ଚାଲିଆସୁଛନ୍ତି। ନିକଟରେ ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା ଖ୍ରୀଷ୍ଟମାସକୁ ନେଇ ସୋସିଆଲ ମିଡିଆରେ କିଛି…

ଫ୍ୟାନ୍‌ଙ୍କ ନିଦ ହଜାଉଛି ନୋରାଙ୍କ ‘ସୁଇଟ୍‌ ଡ୍ରିମ୍ସ’

ମୁମ୍ବାଇ: ବି-ଟାଉନ୍‌ ତାରକାମାନଙ୍କ ପାଇଁ ଫ୍ୟାନ୍‌ମାନଙ୍କ ସହ ଯୋଡ଼ି ହୋଇ ରହିବା ଦିଗରେ ସୋସିଆଲ ମିଡିଆ ଏକ ସହଜ ଓ ପ୍ରକୃଷ୍ଟ ମାଧ୍ୟମ ପାଲଟିଛି। ତେବେ ଏ କ୍ଷେତ୍ରରେ ପାଦେ ଆଗୁଆ ଅଛନ୍ତି ଅଭିନେତ୍ରୀ ନୋରା ଫତେହୀ। ବଲିଉଡ୍‌ରେ ଖୁବ୍‌ କମ୍‌…

ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ ଖୁବ୍‌ ଧୁମ୍‌ଧାମରେ ନିଜର ଜନ୍ମଦିନ ପାଳନ କରିବା ସହ ଏହାର କିଛି ଫଟୋ ମଧ୍ୟ…

ଜୟଙ୍କ ଜନ୍ମଦିନରେ ଝିଅର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଲେ ମାହି

ବମ୍ବେ: ଟେଲି ଅଭିନେତା ଜୟ ଭାନୁଶାଳୀଙ୍କ ଆଜି ଅର୍ଥାତ ବୁଧବାର ଜନ୍ମଦିନ। ଏହି ଉପଲକ୍ଷେ ଜୟଙ୍କ ନିକଟକୁ ପ୍ରଶଂସକମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି। ଅପରପକ୍ଷେ ପ୍ରଶଂସକଙ୍କୁ ଖୁସି କରିବାକୁ ଯାଇ ସ୍ତ୍ରୀ ମାହି ବିଜ୍‌ ଝିଅ ତାରାଙ୍କ ଫଟୋ ଶେୟାର କରିଛନ୍ତି।…

ଚଳିତ ସପ୍ତାହରେ ବିଗ୍‌ବସ୍‌ରୁ ବାହାରିବେ ଏହି ଦୁଇ ପ୍ରତିଯୋଗୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୩। ପ୍ରତିଯୋଗୀମାନଙ୍କ ବ୍ୟକ୍ତିଗତ ଜୀବନ ଏବଂ ଘର ମଧ୍ୟରେ ଗଢ଼ି ଭାଙ୍ଗୁଥିବା ସମ୍ପର୍କକୁ ପ୍ରଶଂସକ ବେଶ ପସନ୍ଦ କରୁଛନ୍ତି। ଫଳରେ ଟିଆର୍‌ପି ଚାଟ୍‌ରେ ଶୋ’ ନିଜ ସ୍ଥାନ ବଜାୟ ରଖିଛି। ଏପରିସ୍ଥଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?