ରାଗିଯାଇ ପ୍ରଶଂସକଙ୍କ ହାତରୁ ଫୋନ୍ ଛଡ଼ାଇନେଲେ ସଲମାନ, ଭିଡିଓ ଭାଇରାଲ
ବମ୍ବେ: ରାଗିଗଲେ ଦବଙ୍ଗ ଖାଁ। ରାଗ ପୁଣି ଏପରି ଯେ, ପ୍ରଶଂସକଙ୍କ ହାତରୁ ଫୋନକୁ ଛଡ଼ାଇନେଲେ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୋଆ ବିମାନବନ୍ଦର ପରିସରରେ। ପ୍ରଶଂସକ ଜଣଙ୍କ ସଲମାନ୍ଙ୍କ ସହ ଏକ ଫଟୋ ନେବାକୁ ଚାହୁଁଥିବା ବେଳେ ସେ…
ଫେବୃୟାରୀ ୧୪ରେ ପୁଣି ଭାରତରେ ରିଲିଜ ହେବ ‘ଜୋକର୍’
ବମ୍ବେ: ପୁଣି ଥରେ ଭାରତରେ ରିଲିଜ୍ ହେବ ଚର୍ଚ୍ଚିତ ହଲିଉଡ୍ ଚଳଚ୍ଚିତ୍ର ‘ଜୋକର୍’। ଜ୍ୱାକୁଇନ୍ ଫୋନେକ୍ସଙ୍କ ଅଭିନୀତ ଏହି ଫିଲ୍ମକୁ ଫେବୃୟାରୀ ୧୪ରେ ରିଲିଜ୍ କରାଯିବ। ପୂର୍ବରୁ ଅକ୍ଟୋବର ୨ରେ ଏହା ଭାରତରେ ରିଲିଜ୍ ହୋଇଥିଲା। ବ୍ୟବସାୟିକ କ୍ଷେତ୍ରରେ ଫିଲ୍ମ ରେକର୍ଡ…
‘ବିଗ୍ବସ୍-୧୩’ର ଏହି ତିନିଜଣ ପ୍ରତିଯୋଗୀଙ୍କୁ ପସନ୍ଦ କରୁଛନ୍ତି ଭୁବନେଶ୍ୱରୀ
ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍ବସ୍-୧୩’। ଶୋ’ ନିର୍ମାତା ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଡୋଜ୍ ଦେବାକୁ ଭଳିକିଭଳି ଉପାୟ ଆପଣାଉଛନ୍ତି। ନୂଆ ନୂଆ ଟୁଇଷ୍ଟ ଆଣ୍ଡ ଟର୍ନ ଯୋଗୁ ଶୋ’ ଟିଆର୍ପି ତାଲିକାର ଶୀର୍ଷରେ ରହିଆସୁଛି। ତେବେ ଯଦି ଶୋ’ର ଫର୍ମାଟ୍କୁ ଦେଖାଯାଏ,…
କୋହଲିଙ୍କ ନୂଆ ନାଁ ଦେଲେ କଙ୍ଗନା
ନିଜ ଫିଲ୍ମ ଏବଂ କଡ଼ା ବୟାନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ନିଜ ଫିଲ୍ମ ‘ପଙ୍ଗା’ ପ୍ରମୋଶନ ଅବସରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କ ବିରାଟ କୋହଲିଙ୍କୁ ‘ପଙ୍ଗା କିଙ୍ଗ୍’ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି,…
୭.୫ କୋଟି ଟଙ୍କାରେ ଶୁଟିଂ ହେବ ସଲମାନ-ରଣଦୀପଙ୍କ ଫାଇଟ୍ ସିନ୍
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନଙ୍କ ଅପ୍ କମିଙ୍ଗ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏବେ ଫିଲ୍ମକୁ ନେଇ କିଛି ନୂଆ ଅପଡେଟ୍ସ ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି ଏହାର କ୍ଲାଇମାକ୍ସ ହେଭି ଭିଏଫ୍ଏକ୍ସ ସହ…
ଲତାଙ୍କ ପୁରୁଣା ଫଟୋ ଶେୟାର କରି ଭାବବିହ୍ବଳ ହେଲେ ରିଷି
ମୁମ୍ବାଇ: ବଲିଉଡ୍ ବାଦ୍ଶାହା ଅମିତାଭ ବଚ୍ଚନ ଅନେକ ସମୟରେ କିଛି ନା କିଛି ପୁରୁଣା ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ କିନ୍ତୁ କପୁର ଖାନଦାନର ଦାୟଦ ଏମିତି ଏକ ଫଟୋ ଶେୟାର କରି ହୋଇଛନ୍ତି ଭାବ…
ମୋଦିଙ୍କ ପରେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ ସାଉଥ୍ ସୁପରଷ୍ଟାର
ବେଙ୍ଗାଲୁରୁ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରୀଲ୍ସଙ୍କ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ। ମଙ୍ଗଳବାର କର୍ନାଟକ ବାନ୍ଦିପୁରର ଟାଇଗର ରିଜର୍ଭ ଆଣ୍ଡ ନ୍ୟାଶନାଲ ପାର୍କରେ ବିୟରଙ୍କ ସହ ରଜନୀକାନ୍ତଙ୍କ ଶୁଟିଂ ଆରମ୍ଭ ହୋଇଛି। ଏନେଇ…
କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ନାଁରେ ଅଭିଯୋଗ
ମୁମ୍ବାଇ,୨୮।୧: କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ବିବାଦରେ ଫସିଯାଇଛନ୍ତି। ଅଶ୍ଳୀଳ ଭିଡିଓ ଦେଖାଇବା ଅଭିଯୋଗରେ ୩୩ ବର୍ଷୀୟ ମହିଳା ସହଯୋଗୀ କୋରିଓଗ୍ରାଫର ତାଙ୍କ ବିରୋଧରେ ମହାରାଷ୍ଟ୍ର ମହିଳା କମିଶନ ଓ ମୁମ୍ବାଇର ଅମ୍ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,…
୩୪ରେ ପାଦ ଥାପିଲେ ଶ୍ରୁତି ହାସନ: ଧନୁଷ ଏବଂ ମାଇକେଲଙ୍କ ସହିତ ଥିଲା ପ୍ରେମ ସମ୍ପର୍କ
ମୁମ୍ବାଇ: ବଲିଉଡ୍ ତଥା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ କମଲ ହାସନଙ୍କ ଲଳନା ଶ୍ରୁତି ହାସନ ମଙ୍ଗଳବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୬ ଜାନୁୟାରୀ ୨୮ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଶ୍ରୁତି ରାଜଲକ୍ଷ୍ମୀ…
ସଲମାନ ଖାନ୍ଙ୍କ ବିନା ମୁଁ ଅଧୁରା: କ୍ୟାଟ୍ରିନା
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କ ଜଣା। ଉଭୟଙ୍କ ସମ୍ପର୍କ ଏତେ ଦୃଢ ଯେ, ବ୍ରେକ ଅପ ପରେ ବି ଦୁହିଁଙ୍କ ବନ୍ଧୁତା ବେଶ୍ ମଜଭୁତ ଅଛି। ଆଜି ମଧ୍ୟ ଦୁହେଁ ଏକାଠି ଫିଲ୍ମରେ…
ଅକ୍ଷୟଙ୍କୁ ଧନ୍ୟବାଦ ଦେଲେ ଆମିର
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଧନ୍ୟବାଦ ଦେଇଥିବା ଜଣାପଡିଛି। ଏହା ପଛରେ କିଛି କାରଣ ନିଶ୍ଚିତ ଭାବେ ରହିଛି। ଘଟଣା ହେଲା ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଓ ଆମିରଙ୍କ…
ସୁସ୍ମିତାଙ୍କ ସହ ବ୍ରେକ୍ଅପ୍ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିକ୍ରମ
ମୁମ୍ବାଇ: ବଲିଉଡ୍ ପ୍ରେମ କାହାଣୀ ସବୁଠାରୁ ନିଆରା। ଏଠାରେ ନାୟିକାମାନଙ୍କର ନାଁ ସହ କେତେବେଳେ କାହା ନାଁକୁ ଯୋଡି ଦିଆଯାଇଥାଏ ତାହା ଅନୁମାନ କରିବା ମୁସ୍କିଲ। ଏମିତି ଏକ ନାଁ ହେଉଛି ବଲିଉଡ୍ର ସିଙ୍ଗଲ ମଦର ଭାବେ ପରିଚିତ ସୁସ୍ମିତା ସେନ୍।…

