ହାପି ବାର୍ଥ ଡେ ବ୍ରହ୍ମାନନ୍ଦମ୍: ୧ ହଜାରରୁ ଅଧିକ ଫିଲ୍ମରେ କରିଛନ୍ତି କାମ, ଗିନିଜ୍ ରେକଡର୍ସରେ ନାମ ସାମିଲ
ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ହାସ୍ୟ କଳାକାର ବ୍ରହ୍ମାନନ୍ଦମ୍ଙ୍କ ଶନିବାର ହାପି ବାର୍ଥ ଡେ। ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ #Brahmanandam ଟ୍ରେଣ୍ଡ କରୁଥିବା ବେଳେ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ତରଫରୁ ତାଙ୍କୁ ଅଭିନନ୍ଦନର…
‘ମ୍ୟାନ୍ ଭର୍ସେସ ଓ୍ବାଇଲ୍ଡ’ରେ ବିରାଟ-ଦୀପିକା
ମୁମ୍ବାଇ: ବିୟର ଗ୍ରିଲ୍ସଙ୍କ ଲୋକପ୍ରିୟ ଟିଭି ଶୋ ‘ମ୍ୟାନ୍ ଭର୍ସେସ୍ ଓ୍ବାଇଲ୍ଡ’ ପାଇଁ ଭାରତୀୟ ତାରକାଙ୍କ ଉତ୍ସାହ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି। ସାରା ବିଶ୍ୱରେ ଏହି ଶୋ’ର ସର୍ବାଧିକ ଲୋକପ୍ରିୟତା ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋ’ରେ…
୬୩ ବର୍ଷରେ ଜ୍ୟାକି ଶ୍ରଫ୍: ଜଗୁ ଦାଦାରୁ ପାଲଟିଥିଲେ ବଲିଉଡ୍ ଷ୍ଟାର
ମୁମ୍ବାଇ: ଜଗୁ ଦାଦାରୁ ବଲିଉଡ୍ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫ୍ ଶନିବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଫେବୃୟାରୀ ୧ରେ ବମ୍ବେର ଉଦ୍ଗିର୍ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟ କିଶନ କାକୁଭାଇ ଶ୍ରଫ୍ ଥିଲା। ପ୍ରାରମ୍ଭିକ…
ରବିନା ନାତିଙ୍କୁ ଦେଲେ ସ୍ପେଶାଲ ଉପହାର
ମୁମ୍ବାଇ: ବଲିଉଡ୍ ନାୟିକା ରବିନା ଟଣ୍ଡନ ନିକଟରେ ଜେଜେମା’ ହୋଇଥିଲେ। ରବିନାଙ୍କ ଝିଅ ଛାୟା ନିକଟରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏବେ ସେ ତାଙ୍କ ନାତିକୁ ଏକ ସ୍ପେଶାଲ ଗିପ୍ଟ ଦେଇ ଆସିଛନ୍ତି ଚର୍ଚ୍ଚାକୁ। କଥା କ’ଣ କି କାଷ୍ଟିଙ୍ଗ…
ରଜନୀକାନ୍ତଙ୍କ ପରେ ଏବେ ଅକ୍ଷୟଙ୍କ ପାଳି
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ ବଲିଉଡ୍ ଖିଲାଡି ବୟଙ୍କ ପାଳି ପଡିଛି। ଡିସକଭରି ଚ୍ୟାନେଲର ମୋଷ୍ଟ ପପୁଲାର ଶୋ’ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ। ଗୁରୁବାର ମଇଶୂରରେ ଏହାର…
ସ୍ପଷ୍ଟ କଲେ ରିୟା: ‘ବୀରେ ଦି ଓ୍ବେଡିଂ’ର ଆସିବ ସିକ୍ୟୁଏଲ
ବମ୍ବେ: ୨୦୧୮ରେ ରିଲିଜ ହୋଇଥିଲା କରିନା କପୁର ଖାଁ, ସୋନମ କପୁର, ସ୍ବରା ଭାସ୍କର, ଶିଖା ତଲ୍ସିନିୟା ଅଭିନୀତ ‘ବୀରେ ଦି ଓ୍ବେଡିଂ’। ଏବେ ଏହାର ସିକ୍ୟୁଏଲ(ଉତ୍ତରବୃତ୍ତାନ୍ତ) ନିର୍ମାଣ ହେବାକୁ ଯାଉଛି। ପ୍ରଯୋଜିକା ରିୟା କପୁର ନିଜ ଇନ୍ଷ୍ଟାଗ୍ରାମରେ ‘ଆସ୍କ ମି…
ମଲାଇକା ନୁହନ୍ତି, ଏହି ଅଭିନେତ୍ରୀଙ୍କ ସହ ‘ବ୍ଲାଇଣ୍ଡ୍ ଡେଟ୍’ରେ ଗଲେ ଅର୍ଜୁନ
ମୁମ୍ବାଇ: ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କ କାହାକୁ ଅଚ୍ଛପା ନାହିଁ। ମଲାଇକାଙ୍କ ସହ ଅର୍ଜୁନ ହସଖୁସିର ସମୟ କାଟୁଥିବା ବେଳେ ବିବାହ କରିବେ ବୋଲି ଏକପ୍ରକାର ନିଷ୍ପତ୍ତି ନେଇସାରିଛନ୍ତି। ଅନ୍ୟପଟେ ପ୍ରଥମ ଥର ପାଇଁ ତାଙ୍କ…
ଭୂତଙ୍କ କବଳରେ ଭିକି
ମୁମ୍ବାଇ: ବଲିଉଡ୍ ଅଭିନେତା ଭିକି କୌଶଳଙ୍କ ଅପ୍ କମିଂ ହରର, ଥ୍ରୀଲର ଓ ଡ୍ରାମା ଫିଲ୍ମ ‘ଭୂତ-ପାର୍ଟ ଓ୍ବାନ ଦ ହଣ୍ଟେଡ୍ ଶିପ୍’ର ଟିଜର ରିଲିଜ୍ ହୋଇଛି। ଭୟଙ୍କର ପୋଷ୍ଟର ଭଳି ଏହି ଟିଜର ମଧ୍ୟ ବହୁ ଭୟଙ୍କର ହୋଇଛି। ଟିଜରର…
ବିବାହ ପୂର୍ବରୁ ବ୍ୟାଚ୍ଲର୍ ପାର୍ଟି ଦେଲେ ନେହା, ଆଦିତ୍ୟ
ବଲିଉଡ୍ ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବେ। ଉଭୟଙ୍କ ବିବାହ ଆସନ୍ତା ଫେବୃୟାରୀ ୧୪ ଅର୍ଥାତ୍ ଭାଲେଣ୍ଟାଇନ ଡେ’ରେ ହେବ ବୋଲି…
ସିଏଏକୁ ନେଇ ପ୍ରତିକ୍ରିୟା ରଖିଲେ ଉର୍ମିଳା
ମୁମ୍ବାଇ,୩୧।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ବଲିଉଡ୍ ରଙ୍ଗିଲା ଗର୍ଲ ଉର୍ମିଲା ମାତୋଣ୍ଡକର ସିଏଏକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ସିଏଏକୁ ବିରୋଧ କରି କହିଛନ୍ତି…
ପୃଥ୍ବୀରାଜର ଶୁଟିଂ ଆରମ୍ଭ କଲେ ମାନୁଷୀ, ଅକ୍ଷୟଙ୍କ ସହ ଡେବ୍ୟୁ କରିବାର ମିଳିଛି ସୁଯୋଗ
ବମ୍ବେ: ଖୁବ୍ଶୀଘ୍ର ବଡ଼ ପରଦାରେ ନଜର ଆସିବେ ମାନୁଷୀ ଛିଲ୍ଲର। ୨୦୧୭ରେ ବିଶ୍ୱ ସୁନ୍ଦରୀ ଆଖ୍ୟା ପାଇବା ପରେ ସେ ସୁଯୋଗ ଅପେକ୍ଷାରେ ରହିଥିଲେ। ଶେଷରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ପୃଥ୍ବୀରାଜ’ରେ ଡେବ୍ୟୁ କରୁଛନ୍ତି। ଚଳଚ୍ଚିତ୍ରରେ ପୃଥ୍ବୀରାଜଙ୍କ…
୪୫ ବର୍ଷରେ ପାଦ ଦେଲେ ପ୍ରୀତି ଜିଣ୍ଟା: ୨ ଥର ନିଶ୍ଚିତ ମୁତ୍ୟୁ ମୁହଁରୁ ବଞ୍ଚିଥିଲେ
ମୁମ୍ବାଇ: ବଲିଉଡ୍ର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା ଶୁକ୍ରବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ଜାନୁୟାରୀ ୩୧ରେ ଶିମଲାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ପ୍ରୀତମ୍ ସିଂ ଜିଣ୍ଟା। ତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ପିତା ଦୁର୍ଗାନନ୍ଦ…

