ମନୋରଞ୍ଜନ

ଫଟୋ ଶେୟାର କରି ପିତାଙ୍କୁ ମନେ ପକାଇଲେ ଅମିର

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’କୁ ନେଇ ଅମିର ଆଜିକାଲି ବହୁ ବ୍ୟସ୍ତ ରହୁଛନ୍ତି। ଏବେ ଏଥିରୁ କିଛି ସମୟ ବାହାର କରି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେ ତାଙ୍କ ପିତା ତଥା ଫିଲ୍ମ ନିର୍ମାତା…

ଗ୍ରାଜିଆ ମାଗାଜିନ ପାଇଁ ଫଟୋ ଶୁଟ୍‌ କଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ବୋଲ୍ଡ ନେସ୍‌ ପାଇଁ। କିଛି ସମୟ ହେବ ସେ ବଡ ପରଦାରୁ ଦୂରରେ ଥିଲେ ମଧ୍ୟ ସୋସିଆଲ ମିଡିଆରେ ସେ ଖୁବ୍‌…

କାର୍ତ୍ତିକ ଆର୍ୟନଙ୍କୁ ଆଲିଙ୍ଗନ କରିବାକୁ ଡେଇଁ ପଡିଲେ ମହିଳା ପ୍ରଶଂସକ

ବଲିଉଡ୍‌ରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଖାସ୍‌ ଭାବେ ଆଜିକାଲି ଯୁବପିଢି ମଧ୍ୟରେ ତାଙ୍କ କ୍ରେଜ୍‌ ବଢିବାକୁ ଲାଗିଛି। ‘ପ୍ୟାର୍‌ କା ପଞ୍ଚନାମା’ ଫିଲ୍ମରେ ଜବରଦସ୍ତ ଅଭିନୟ କରିବା ପରେ ଯେ ଯୁବପିଢିଙ୍କ ହୃଦୟରେ ଏକ ସ୍ବତନ୍ତ୍ର…

ଲିଜାଙ୍କ ପସନ୍ଦ ପଜିଟିଭ୍‌ ଭୂମିକା

ଲିଜା ପଣ୍ଡା ଓରଫ ଲିଜା ଓଡ଼ିଆ ଯାତ୍ରା ଜଗତରେ ବେଶ୍‌ ଜଣାଶୁଣା। ଚଳିତ ବର୍ଷ ଅପେରା ସୂର୍ଯ୍ୟମନ୍ଦିରରେ ସେ ନିଜ ଅଭିନୟର ଯାଦୁ ବିତରଣ କରି ଚାଲିଛନ୍ତି। ଦର୍ଶକମାନେ ତାଙ୍କୁ ନେଗେଟିଭ୍‌ ଭୂମିକାରେ ବେଶ୍‌ ଗ୍ରହଣ କରିଛନ୍ତି। ନେଗେଟିଭ୍‌ ଭୂମିକା ମଧ୍ୟ…

ମାତ୍ର ୧୨ ଦିନରେ ଭାଙ୍ଗିଗଲା ପାମେଲାଙ୍କ ବୈବାହିକ ଜୀବନ

ଓ୍ବାଶିଂଟନ,୨।୨: ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ପାମେଲା ଆଣ୍ଡରସନଙ୍କ ବୈବାହିକ ଜୀବନ ମାତ୍ର ୧୨ ଦିନ ପରେ ଭାଙ୍ଗି ଯାଇଛି। ମୋଗୁଲ ଜନ ପିଟର୍ସଙ୍କ ସହ ଜାନୁୟାରୀ ୨୦ରେ ପାମେଲାଙ୍କର ବିବାହ ହୋଇଥିଲା। କାଲିଫର୍ନିଆର ମାଲିବୁରେ ଏକ ଘରୋଇ ଉତ୍ସବରେ ଏହି…

ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ ବ୍ରହ୍ମାସ୍ତ୍ର: ଭିଡ଼ିଓ ଶେୟାର କଲେ ଆଲିଆ

ମୁମ୍ବାଇ: ହିନ୍ଦି ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜ୍‌ ତାରିଖ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଶେଷରେ ଏହାର ଅନ୍ତ ଘଟିଛି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମ ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ। ଏନେଇ…

‘ବିଗ୍‌ ବସ୍‌’ ପରେ ନିଜ ପାଇଁ ବର ଖୋଜିବେ ଶେହନାଜ!

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର ଚଳିତ ସିଜନ୍‌ରେ ଲୋକପ୍ରିୟ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବର କଟ୍ରିନା ଓରଫ ଶେହନାଜ ଗିଲ। ସେ ନିଜର ଚୁଲ୍‌ବୁଲି ସ୍ବଭାବକୁ ନେଇ ଦର୍ଶକଙ୍କ ମନ କିଣି ନେଇଛନ୍ତି। ଫଳରେ ଘର ବାହାରେ ଏବେ…

ସୁପର ଓଭରରେ ଭାରତର ବିରଳ ବିଜୟ: କବିତା ଲେଖି ଦଳକୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ଟିକିଏ ସମୟ ପାଇଲେ ସେ ଖେଳ ଦେଖିବାକୁ ଭଲପାଆନ୍ତି। ସେ ଭାରତୀୟ କ୍ରିକେଟ ଦଳର ପ୍ରତିଟି ମ୍ୟାଚ୍‌କୁ ଦେଖିଥା’ନ୍ତି। ମ୍ୟାଚ୍‌ ସମୟରେ ହେଉ ଅଥବା ପରେ, ନିଜ ମନ…

କପିଲଙ୍କ ଶୋ’ରେ ଅନିଲ, କହିଲେ ବିବାହକୁ ନେଇ କିଛି ମଜାଦାର କଥା

ବମ୍ବେ: ଫେବୃୟାରୀ ୭ରେ ରିଲିଜ୍‌ ହେବାକୁ ଯାଉଛି ‘ମଲଙ୍ଗ’। ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ଅଭିନେତାମାନେ ଏବେ ଏହାର ପ୍ରମୋଶନରେ ବ୍ୟସ୍ତ। ଇତ୍ୟବସରରେ କଳାକାରମାନେ ‘ଦ କପିଲ ଶର୍ମା’ ଶୋ’ରେ ପହଞ୍ଚିଥିଲେ, ଯାହାର ଏକ ପ୍ରମୋ ଭିଡିଓ ଏବେ…

କରୀନାଙ୍କ ଚାଟ୍‌ ଶୋ’ରେ ଖାସ୍‌ ଅତିଥି, ଯାହାଙ୍କ ଉପରୁ ଦର୍ଶକଙ୍କ ନଜର ହଟି ନ ଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏକ ରେଡିଓ ଶୋ’ର ହୋଷ୍ଟ କରୁଛନ୍ତି। ଯାହାର ନାମ ‘ଇସ୍କ’। କରୀନାଙ୍କ ଏହି ଶୋ’କୁ କେହି ନା କେହି ସେଲିବ୍ରିଟି ଆସିଥାନ୍ତି। ସେମାନଙ୍କୁ କରୀନା କିଛି ପ୍ରଶ୍ନ ପଚାରିଥାନ୍ତି। ଆଉ ସେଲିବ୍ରିଟିମାନେ ପ୍ରଶ୍ନର ଉତ୍ତର…

ଫେବୃୟାରୀ ୧୩ରେ ହଂକଂରେ ରିଲିଜ ହେବ ‘ଗୁଡ୍‌ ନ୍ୟୁଜ’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଗୁଡ୍‌ ନ୍ୟୁଜ’ ଚଳିତ ମାସ ୧୩ ତାରିଖରେ ହଂକଂରେ ରିଲିଜ୍‌ ହେବାକୁ ଯାଉଛି। ୫୨ବର୍ଷୀୟ ଅଭିନେତା ତଥା ଏହି ଫିଲ୍ମର ଲିଡ୍‌ ରୋଲରେ ନଜର ଆସିଥିବା ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଏହା ଜଣାଇନ୍ତି।…

ଘରକୁ ଫେରିଲେ ଶବାନା

ମୁମ୍ବାଇ: ଦୀର୍ଘ ୧୪ ଦିନ ହସ୍ପିଟାଲରେ ରହିବା ପରେ ଏବେ ଘରକୁ ଫେରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ। ଟୁଇଟ୍‌ କରି ନିଜେ ଶବାନା ଏହି ସୂଚନା ଦେଇଛନ୍ତି। ତାଙ୍କ ଆରୋଗ୍ୟ କାମନା କରିଥିବା ସମସ୍ତ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?