ମନୋରଞ୍ଜନ

ର଼୍ୟାମ୍ପ ଶୋ’ରେ ଓପ୍‌ସର ଶିକାର ହେଲେ ଅଭିନେତ୍ରୀ, ଜଣାପଡ଼ିବା ପରେ କ୍ୟାମେରା ସାମ୍ନାରୁ ଦୌଡ଼ି ପଳାଇଲେ

ମୁମ୍ବାଇ: ‘ଲାକ୍‌ମୀ’ ଫେଶନ ସପ୍ତାହ ୨୦୨୦ରେ ମଡେଲଙ୍କ ସହିତ ବଲିଉଡ୍‌ର କିଛି ଅଭିନେତ୍ରୀ ଭାଗ ନେଇଥିଲେ। ଅଭିନେତ୍ରୀ ତଥା ନିର୍ମାତା ଦିବ୍ୟା ଖୋସ୍‌ଲା ମଧ୍ୟ ଏଥିରେ ଭାଗ ନେଇଥିଲେ। ଏହି ସମୟରେ ସେ ଓପ୍‌ସ ମୋମେଣ୍ଟର ଶିକାର ହୋଇଥିଲେ। ଦିବ୍ୟା ଏକ…

ହାଇଦ୍ରାବାଦ ଭେଟେରିନାରି ଡାକ୍ତରଙ୍କ ବଳାତ୍କାର, ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ହାଇଦ୍ରାବାଦ,୧୭।୨: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଏହି ଚର୍ଚ୍ଚିତ ଘଟଣାକୁ ନେଇ ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଫିଲ୍ମ ନିର୍ମାଣ…

ଯୁଦ୍ଧ ବିମାନ ଉଡାଇବେ କଙ୍ଗନା!

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରନାଓ୍ବତ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନମୋହିଥାନ୍ତି। ଏବେ ପୁଣି ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। କଙ୍ଗନାଙ୍କ ଅପ୍‌ କମିଂ ଫିଲ୍ମ ‘ତେଜସ୍‌’ରେ ସେ ଏୟାରଫୋର୍ସ ପାଇଲଟ୍‌ ଚରିତ୍ରରେ ନଜର…

ମିଷ୍ଟର ଇଣ୍ଡିଆ-୨ରେ ରଣବୀର ସିଂ

ବଲିଉଡ୍‌ର ଲୋକପ୍ରିୟ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ‘ଟାଇଗର ଜିନ୍ଦା ହୈ’ ଭଳି ଫିଲ୍ମ ନିର୍ମାଣ କରିଥିବା ଅଲ୍ଲୀ ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିିର୍ମାଣ ହେବାକୁ ଥିବା ଏହି ଫିଲ୍ମରେ ରଣବୀର ସିଂ ଲିଡ୍‌ ରୋଲ୍‌ରେ ନଜରକୁ…

ପରଦାରେ ରଣବୀର, ଶ୍ରଦ୍ଧାଙ୍କ ଜମିବ ଯୋଡ଼ି

‘ପ୍ୟାର୍‌ କା ପଞ୍ଚନାମା’ ଓ ‘ସୋନୁ କେ ଟିଟୁ କୀ ସ୍ବିଟି’ ଭଳି ଫିଲ୍ମ ନିର୍ମାଣ କରିଥିବା ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଆଗାମୀ ସିନେମାରେ ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ‘ସାହୋ’ ଓ…

ପୂଜାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଦର୍ଶକଙ୍କୁ ପୁଣି ଏକ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି। ନିଜ ଆଗାମୀ ସିନେମା ‘କଭୀ ଇଦ କଭୀ ଦିୱାଲି’ର ଶୁଟିଂ ଆରମ୍ଭ କରିଛନ୍ତି ସଲ୍ଲୁ। ଏହି ଫିଲ୍ମକୁ ନେଇ ସଲମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ…

ଅର୍ଜୁନଙ୍କ ସମ୍ପର୍କରେ ପିତା ବୋନି କପୁର କହିଲେ ଏମିତି କଥା

ମୁମ୍ବାଇ: ନିର୍ଦ୍ଦେଶକ ତଥା ଅଭିନେତା ବୋନି କପୁର ଜଣେ ବାପା ହିସାବରେ ସବୁ ସନ୍ତାନଙ୍କୁ ସ୍ନେହ ଆଦର କରିଥାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ତଥାପି ୪ ପିଲାଙ୍କ ମଧ୍ୟରୁ ସେ ଖୁସିଙ୍କୁ ବହୁତ ଭଲପାଆନ୍ତି ବୋଲି କହିଛନ୍ତି। ଖୁସି ତାଙ୍କ…

ମଲାଇକା-ଅର୍ଜୁନଙ୍କ ପାଇଁ ସଲମାନଙ୍କ ସହ ଖରାପ ହେଲା ସମ୍ପର୍କ: ବୋନି!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁଙ୍କର ଅନ୍ୟମାନଙ୍କ ସହ ଥିବା ସମ୍ପର୍କ ବେଳେ ବେଳେ ଆସେ ଚର୍ଚ୍ଚାକୁ। ଏବେ ବୋନି କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶୁଣିବାକୁ ମିଳିଛି କି ସଲମାଙ୍କ ସହ ଏବେ ବୋନିଙ୍କର…

ଆମାଜନ ଫିଲ୍ମ ଫେୟାର ଆଓ୍ବାର୍ଡରେ ବାଜି ମାରିଲା ‘ଗଲି ବୟ’

ମୁମ୍ବାଇ: ୬୫ ତମ ଆମାଜନ ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୦ରେ ବାଜି ମାରିଛି ଜୋୟା ଅଖତରଙ୍କ ଫିଲ୍ମ ‘ଗଲି ବୟ’। ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କୁ ମଧ୍ୟ ମିଳିଛି ଲିଡିଙ୍ଗ ରୋଲ ପାଇଁ ଆମାଜନ ଫିଲ୍ମ ଫେୟାର…

ଶାଶୁଙ୍କ ଜନ୍ମଦିନ ପାଳିଲେ ବିଗ୍‌ ବି

ମୁମ୍ବାଇ: ଅମିତାଭ ବଚ୍ଚନ ସପରିବାର ଚାର୍ଟର ପ୍ଲେନ୍‌ରେ ଶନିବାର ଭୋପାଳ ଯାଇଥିଲେ। ବିଗ୍‌ ବିଙ୍କ ସହ ସ୍ତ୍ରୀ ଜୟା ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ନାତୁଣୀ ଆରାଧ୍ୟା ଏବଂ ଝିଅ ଶ୍ୱେତା ମଧ୍ୟ ଯାଇଥିଲେ। ଶନିବାର ବିଗ୍‌…

୬୨ ବର୍ଷରେ ପାଦ ଦେଲେ ଶୋମା ଆନନ୍ଦ: ଗୋଟିଏ ଭୁଲ ପାଇଁ ଅଭିନୟ ଜୀବନରେ ଆସିଥିଲା ଭଟ୍ଟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶୋମା ଆନନ୍ଦ ରବିବାର ୬୨ ବର୍ଷରେ ପାଦ ଦେଇଛନ୍ତି। ୧୯୫୮ ଫେବୃୟାରୀ ୧୬ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ରେ ବାରୁଦ ଫିଲ୍ମରେ ସେ ଋଷି କପୁରଙ୍କ ଅପୋଜିଟ୍‌ରେ ଅଭିନୟ କରିଥିଲେ। ଋଷିଙ୍କ ଭଳି ବଡ଼ ଷ୍ଟାରଙ୍କ…

ଯାତ୍ରା ଅନିଲ କପୁର

ଓଡ଼ିଆ ଯାତ୍ରାର ଦର୍ଶକମାନେ ତାଙ୍କୁ ଅନିଲ କପୁର ବୋଲି କହିଥାନ୍ତି। ସେ ଏକ ନିଆରା ଢଙ୍ଗରେ ଆସନ୍ତି ମଞ୍ଚକୁ। ତାଙ୍କ ଡାଏଲଗ୍‌ କହିବାର ଶୈଳୀ ମଧ୍ୟ ଅଲଗା। ଆଙ୍ଗ୍ରିମ୍ୟାନ୍‌ର ଭୂମିକା ହେଉ କି ରୋମାଣ୍ଟିକ ଅଥବା ଟ୍ରାଜେଡି ସବୁକିଛି ସେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?