କିଆରାଙ୍କ ପରେ ଚର୍ଚ୍ଚାରେ ବିକ୍କି-ଟାଇଗରଙ୍କ ଶର୍ଟଲେସ ଫଟୋଶୁଟ୍‌

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ଲୋକପ୍ରିୟ ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର ଶୁଟ୍‌। ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡ୍‌ଭାନୀଙ୍କ ଟପ୍‌ଲେସ୍‌ ଫଟୋଶୁଟ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏ ନେଇ ବିଭିନ୍ନ ପ୍ରକାର ମେମେ ଭାଇରାଲ ମଧ୍ୟ ହୋଇଥିଲା। ଏପରିକି କିଆରା ମଧ୍ୟ ନିଜ ସୋସିଆଲ ପୃଷ୍ଠାରେ ଶେୟାର ମଧ୍ୟ କରିଥିଲେ। ଏବେ ଅଭିନେତାମାନଙ୍କର ଶର୍ଟଲେସ୍‌ ଫଟୋଶୁଟ୍‌ର ଫଟୋ ଭାଇରାଲ ହେଉଛି।

ଡବ୍ବୁଙ୍କ କ୍ୟାଲେଣ୍ଡରରେ ନଜରକୁ ଆସିଛନ୍ତି ବରୁଣ ଧାଓ୍ବନ। ଶର୍ଟଲେସ୍‌ରେ ତାଙ୍କୁ ଦେଖିବାକୁ ମିଳୁଛି। ମୁଣ୍ଡରେ କେବଳ ଟୋପି ଏବଂ ବେକରେ ଏକ ଚେନ ପକାଇଛନ୍ତି। ସବୁଠାରୁ ଅଧିକ ବରୁଣଙ୍କ ଫିଟ୍‌ନେସ ସମସ୍ତଙ୍କୁ ପସନ୍ଦ ଆସୁଛି।

ସେହିଭଳି ଜନ ଆବ୍ରାହମ ମଧ୍ୟ ଶର୍ଟଲେସ ସହ କ୍ଲିନ୍‌ ଶେଭ୍‌ ଲୁକ୍‌ରେ ମନ କିଣୁଛନ୍ତି। କେବଳ ସେ ଏକ ଟାଓ୍ବେଲ ପିନ୍ଧିଛନ୍ତି। ହ୍ରିତିକ ମଧ୍ୟ ଚଷମା, ଘଣ୍ଟା, ବ୍ୟାକ୍‌ପ୍ୟାକ୍‌ରେ ବୋବାଲ ଲାଗୁଛନ୍ତି। ଓ୍ବାର୍‌ ଚଳଚ୍ଚିତ୍ରରେ ହ୍ରିତିକ୍‌ଙ୍କ ଲୁକ୍‌ ସହ ଏହି ଲୁକ୍‌ର ସାମଞ୍ଜସ୍ୟ ରହିଛି। ଟାଇଗର ମଧ୍ୟ ଧଳା ରଙ୍ଗର ଶାର୍ଟ ପିନ୍ଧି ବୋଲ୍ଡ ଲାଗୁଛନ୍ତି। ଏଥିସହ ଢିଲା ଟାଏ ମଧ୍ୟ ସେ ପିନ୍ଧିଛନ୍ତି। ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ବିକ୍କି କୌଶଲ ପୁଲ୍‌ରେ ଥିବା ଅବସ୍ଥାରେ ଫଟୋ ଉଠାଇଛନ୍ତି। ଏଥିରେ ସେ ଖୁବ୍‌ ବୋଲ୍ଡ ଲାଗୁଛନ୍ତି।

 

 

View this post on Instagram

 

. मैं और मेरी तन्हाई अक्सर यह बातें करती हैं. की आज यह Abs होते तो कैसा होता।. . अगर यह होते तो ऐसा होता, अगर यह होते तो वैसा होता ।. जबकि मुझे ख़बर है की ABS नही हैं… कहीं नहीं हैं।. . लेकिन यह पागल दिल है की कह रहा हैं की वो हैं .. मोटे पेट के नीचे कहीं हैं…। . मैं और मेरी तन्हाई अक्सर यह बातें करती हैं ! . . Thanks dabs for this amazing shot ! #missingthedays @dabbooratnani @manishadratnani #dabbooratnanicalendar

A post shared by Hrithik Roshan (@hrithikroshan) on

 

View this post on Instagram

 

📸✨ @dabbooratnani @manishadratnani

A post shared by Tiger Shroff (@tigerjackieshroff) on

 

View this post on Instagram

 

Debut Shot! 🌊💥#dabbooratnanicalendar Thank You… @dabbooratnani @manishadratnani !

A post shared by Vicky Kaushal (@vickykaushal09) on


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?