ମନୋରଞ୍ଜନ

ସଙ୍ଗରୋଧରେ ରହିଲେ କରଣ ଜୋହର

ବଲିଉଡର ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଘରେ କାମ କରୁଥିବା ଦୁଇ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡିବା ପରେ କରଣ ନିଜକୁ ସଙ୍ଗରୋଧରେ ରଖିଛନ୍ତି। କରଣ ଜୋହର ନିଜେ ଏନେଇ ସୂଚନା ଦେଇ…

ଲକ୍‌ଡାଉନ ଭିତରେ ମାସ୍କ ପିନ୍ଧି ଶୁଟିଂ ଆରମ୍ଭ କଲେ ଅକ୍ଷୟ !

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ୪.୦ ଜାରି ରହିଛି। ହେଲେ ପୂର୍ବପେକ୍ଷା ନିୟମରେ କିଛିଟା କୋହଳ କରାଯାଇଥିବାରୁ ଅଧିକାଂଶ ଲୋକେ ବାହାରକୁ ଆସି ପାରିଛନ୍ତି। ତେବେ ଲକ୍‌ଡାଉନ ସମୟରେ ବଲିଉଡ୍‌ ଖିଲାଡି ବୟ ଅକ୍ଷୟ…

ଭାରତୀଙ୍କ ପାଟିରୁ ବିସ୍କୁଟ ଖାଇଲା କୁକୁର

ଲକ୍‌ଡାଉନ ସମୟରେ କମେଡିଆନ୍‌ ଭାରତୀ ସିଂ ଦର୍ଶକଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଥାନ୍ତି । ନିକଟରେ ସେ ଏକ ଭିଡିଓକୁ ଶେୟାର କରିଛନ୍ତି। ଭିଡିଓଟିରେ ଭାରତୀ ନିଜେ ଖାଉଥିବା ବିସ୍କୁଟକୁ ପାଟିରେ…

କରନ ଜୋହରଙ୍କ ଘରେ ପଶିଲା କରୋନା

ବଲିଉଡ୍‌ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ଘରେ କରୋନା ପ୍ରବେଶ କରିଛି। ତାଙ୍କ ଘରେ କାମ କରୁଥିବା ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ବିଏମସି ପକ୍ଷରୁ ତାଙ୍କ ଘର ପାଖ ସାନିଟାଇଜ୍‌ କରାଯାଇଛି। ତେବେ ଏହି ଦୁଇ…

ନିଃସର୍ତ୍ତ ସହଯୋଗ ଲାଗି ଶ୍ରଦ୍ଧାଙ୍କ ଗୁରୁତ୍ୱ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ନିକଟରେ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ କ୍ୟୁଟ୍‌ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଏକ ଛୋଟ ହାତୀ ତାର ଶୁଣ୍ଢରେ ପାଣି ନେଇ ତା’ର ଅନ୍ୟ ପାର୍ଶ୍ୱରେ ଥିବା ଏକ ଓଟ ଉପରକୁ ଫୋପାଡ଼ୁଛି।…

ଇଦ୍‌ରେ ଶୈଫ ବନିଲେ ରୋଷେୟା

ମୁମ୍ବାଇ: ଦେଶରେ କରୋନା ଭାଇରସ ଯୋଗୁ ଲକ୍‌ଡାଉନ ଚାଲିଥିବାରୁ ଏଥର ଇଦ୍‌ ପର୍ବ ସମାନ୍ୟ ଫିକା ପଡିଯାଇଛି। ବିଶେଷ ଭାବେ ମାୟାନଗରୀରେ ସେଲିବ୍ରିଟିମାନେ ନିଜ ନିଜ ଘରେ ଇଦ୍‌ ପାଳନ କରିଛନ୍ତି। ଆଉ ଏଥର ଇଦ୍‌ରେ ବଲିଉଡ୍‌ ନାୟକ ଶୈଫ ଅଲି…

ମାତ୍ର ୧୪ ବର୍ଷ ବୟସରେ ଅଭିନୟ କରିଥିଲେ କରଣ ଜୋହର

ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଛଡା ସେ ଜଣେ ଅଭିନେତା ବୋଲି ଖୁବ୍‌ କମ୍‌ ଲୋକ ଜାଣିଥିବେ। କରଣଙ୍କୁ ମାତ୍ର ୧୪ ବର୍ଷ ହୋଇଥିବାବେଳେ ସେ…

ଇଦ୍‌ ଅବସରରେ ପ୍ରଶଂସକଙ୍କୁ ସ୍ବତନ୍ତ୍ର ଉପହାର ଦେବେ ସଲମାନ୍‌

ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜର ସୁନ୍ଦର ଅଭିନୟ ଦ୍ୱାରା ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଆସିଛନ୍ତି। ବିଗତ କିଛି ବର୍ଷ ହେବ ସେ ଇଦ୍‌ ଅବସରରେ ନିଜ ପ୍ରଶଂସକଙ୍କୁ ଫିଲ୍ମ ଉପହାର ଦେଇଥାନ୍ତି। ପ୍ରତିବର୍ଷ ଇଦ୍‌ ଅବସରରେ ଭାଇଜାନ୍‌ଙ୍କର ଫିଲ୍ମ…

ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ଅପିଲ କଲେ ବିଗ୍‌-ବି

ସାରା ବିଶ୍ୱରେ ମହାମାରୀର ରୂପ ନେଇଛି କରୋନା। ଏଭଳି ପରିସ୍ଥିତି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି। ସେ ସମସ୍ତଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇବା ସହ ସାମାଜିକ ଦୂରତ୍ୱ…

କିଛି ବର୍ଷ ପରେ ସଲମାନ୍‌ଙ୍କ ଇଦ୍‌ ରିଲିଜରେ ଲାଗିଲା ବ୍ରେକ୍‌

ମୁମ୍ବାଇ: ଲଗାତାର କିଛି ବର୍ଷ ହେବ ଇଦ୍‌ରେ ରିଲିଜ୍‌ ହୋଇ ଆସୁଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଫିଲ୍ମ। ଏହା ବକ୍ସ ଅଫିସରେ ହିଟ୍‌ ବି ହେଉଥିଲା। ଏଥର କିନ୍ତୁ ଏହି ରିଲିଜରେ ବ୍ରେକ୍‌ ଲାଗିଛି। କରୋନା ଭାଇରସ ସଂକ୍ରମଣ ଯୋଗୁ…

କରୋନା ଯୋଦ୍ଧାଙ୍କ ପାଇଁ ଗୀତ ଗାଇଲେ ମାଧୁରୀ

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଛି। ଏହି ସମୟରେ ଘରେଥିବା ଲୋକେ ସୁରକ୍ଷିତ ରହିଛନ୍ତି। କାରଣ କରୋନା ଯୋଦ୍ଧା ହସ୍ପିଟାଲରେ ଓ ରାସ୍ତା ଉପରେ ରହି ଆମକୁ ସୁରକ୍ଷା ଦେଉଛନ୍ତି। ଏହି କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବଲିଉଡ୍‌…

ପ୍ରିୟଙ୍କାଙ୍କ ମନ ଆଉ ଘରେ ଲାଗୁନି

ମୁମ୍ବାଇ: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ଘରେ ଅଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। କିନ୍ତୁ ଘରେ ରହି ରହି ପ୍ରିୟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?