ମନୋରଞ୍ଜନ

ମା’ ହେଲେ ଶିଖା

ବମ୍ବେ: ମା’ ହେଲେ କୁମ୍‌କୁମ୍‌ ଫେମ୍‌ ଅଭିନେତ୍ରୀ ଶିଖା ସିଂହ। କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାରୁ ଶିଖା ବହୁତ ଖୁସି ଅଛନ୍ତି। ଏପ୍ରିଲ ୨୨ରେ ସେ ଗର୍ଭବତୀ ଥିବା ପ୍ରଶଂସକଙ୍କୁ ଜଣାଇଥିଲେ। ଏହି ସମୟରେ ନିଜର ଏବଂ ସ୍ବାମୀ କରଣ ଶାହଙ୍କ…

ସୁଶାନ୍ତ ମାନସିକ ଅବସାଦରେ ଥିବା ଜାଣି ନ ଥିଲି: ପିତା କେ କେ ସିଂ

ମୁମ୍ବାଇ,୧୭।୬: ବଲିଉଡ ହିରୋ ସୁଶାନ୍ତ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି। ମାନସିକ ଅବସାଦ ଯୋଗୁ ସୁଶାନ୍ତ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ପୋଲିସ ସୁଶାନ୍ତଙ୍କ ରୁମ୍‌ରୁ ଡିପ୍ରେସନ୍‌…

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଶହୀଦ ଯବାନଙ୍କୁ ସଲାମ କରିଛନ୍ତି। ବଲିଉଡ ଅଭିନେତା ବରୁଣ ଧାୱନ ଟୁଇଟ୍‌…

ସୁଶ୍‌, ତୁମ ସହ ମୋ ହୃଦୟର ଏକ ଅଂଶ ବି ଚାଲିଗଲା: କ୍ରିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ ହୋଇ ରହିଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କଲେ ସେ ନେଇ ତଦନ୍ତ କରୁଛି ପୋଲିସ। ହେଲେ ଅନ୍ୟ କଳାକାରମାନେ…

ଲକ୍‌ଡାଉନ ହୋଇ ନ ଥିଲେ ଏବେ ଫିଲ୍ମ ଶୁଟିଂରେ ବ୍ୟସ୍ତ ରହିଥାନ୍ତେ ସୁଶାନ୍ତ: ବଲିଉଡ୍‌ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ଏବେ ତାଙ୍କ ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସମସ୍ତେ ତାଙ୍କ ମୃତ୍ୟୁ ପଛରେ କାରଣକୁ ନେଇ ନିଜର ମତ ଓ ଅନୁମାନ ପ୍ରକାଶ କରୁଛନ୍ତି। ଇତିମଧ୍ୟରେ ଯଦି ଦେଶରେ…

ସଲମାନଙ୍କ ସାହାଯ୍ୟ ମାଗିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଏବେ ଦେଶରେ କରୋନା ମହାମାରୀ ଚିନ୍ତାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ଯୁଦ୍ଧରେ ଲଢୁଛନ୍ତି ଦେଶବାସୀ। ଏହି ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ସୋନୁ ସୁଦ ଓ ସଲମାନଙ୍କ ନାଁ ଆଗରେ ଥିବା ବେଳେ…

ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଘରେ ପହଞ୍ଚିଲେ ଅଙ୍କିତା !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଅନେକେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରଠାରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ଦିନ ରାତି କାନ୍ଦୁଥିବା ଅଙ୍କିତା…

ପ୍ରଥମ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ଜିତିଥିଲେ ଏହି ଅଭିନେତା

ବଲିଉଡ୍‌ ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। କୋଲକତାରୁ ମୁମ୍ବାଇ ଆସି ନିଜର ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ ବେଶ୍‌ ସଂଘର୍ଷ କରିବାକୁ ପଡିଥିଲା। ମିଥୁନ ଚକ୍ରବର୍ତ୍ତୀ କୋଲକାତା ଛାଡି ପ୍ରଥମେ ପୁଣେର ଫିଲ୍ମ…

ଦେଢ ମାସ ଭିତରେ ଗଲାଣି ୭ ବଲିଉଡ୍‌ ସେଲିବ୍ରିଟିଙ୍କ ଜୀବନ

୨୦୨୦ ପ୍ରାରମ୍ଭ ବଲିଉଡ୍‌ ପାଇଁ ଶୁଭଙ୍କର ହୋଇନାହିଁ। ଗୋଟିଏ ପଟେ ଦେଶ ମହାମାରୀ କରୋନାର ମୁକାବିଲା କରୁଥିବା ବେଳେ ଅନ୍ୟ ପଟେ ବଲିଉଡ୍‌ର ବଡ ବଡ କଳାକାର ମୃତ୍ୟୁ ଖବର ସମସ୍ତଙ୍କୁ ଅଘାତ ଦେଇଛି। ଗତ ଦେଢ ମାସ ଭିତରେ ୭…

୨୦ ଜୁନରୁ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ହେବ ଆରମ୍ଭ

ମୁମ୍ବାଇ, ୧୬।୬: ଟିଭି ଧାରବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ୨୦ ଜୁନରୁ ଆରମ୍ଭ ହେବ। ଏନେଇ ଏକତା କପୁର ନିର୍ଦ୍ଦେଶ ଦେଇଥିବା ଟିମ୍‌ ପକ୍ଷରୁ କୁହାଯାଇଛି। ଶୁଟିଂ ଆରମ୍ଭ ହୋଇଥିବାରୁ ଏହାର ପରବର୍ତ୍ତୀ ଏପିସୋଡ଼ ଦର୍ଶକ ଜୁଲାଇ ମାସଠାରୁ ଦେଖିପାରିବେ…

ଶିଳ୍ପାଙ୍କ ନିର୍ବନ୍ଧ ମୁଦିିର ମୂଲ୍ୟ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ସେଟ୍ଟୀ ଫିଲ୍ମ ଦୂନିଆରୁ ଦୂରେଇ ଅଛନ୍ତି ସତ, ହେଲେ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ସେ ନିଜ ଫ୍ୟାନ୍ସମାନଙ୍କ ପାଇଁ ପ୍ରତିଦିନର ଅପଡେଟ ସୋସିଆଲ ମିଡିଆରେ ଦିଅନ୍ତି। ଅଭିନେତ୍ରୀ ଶିଳ୍ପା ଏବେ ଫିଲ୍ମ ଛାଡ଼ି ଟିଭି…

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ଖବର ସହି ପାରିଲେନି ଭାଉଜ, ମାନସିକ ଅବସାଦରେ ମୃତ୍ୟୁ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌। ତାଙ୍କ ହଠାତ୍‌ ମୃତ୍ୟୁରେ ପରିବାରବର୍ଗ ମଧ୍ୟ ହତବାକ୍‌ ହୋଇଯାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଭାଉଜଙ୍କ ମୃତ୍ୟୁ ଘଟିଛି। ସୁଶାନ୍ତ ସିଂ ରାଜପୁତ ବିହାରର ପୁର୍ନିଆ ଜିଲାର ମାଲଡିହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?