ମନୋରଞ୍ଜନ

ସୁଶାନ୍ତ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ କରି କହିଛନ୍ତି ସୁଶାନ୍ତଙ୍କ ଭଳି ଜଣେ ଯୁବ କଳାକାରଙ୍କ ଅସମୟରେ ପରଲୋକ ଦୁଃଖ ଦାୟକ। ଟେଲିଭିଜନ ଓ ସିନେମା ଜଗତରେ…

ମାଆଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଥିଲା ଶେଷ ପୋଷ୍ଟ

ମୁମ୍ବାଇ: ବଲିଉଡ୍‌ର ଜଣେ ଆଗଧାଡିର କଳାକାର ସୁଶାନ୍ତ ସିଂ ରାଜପୁତ ରବିବାର ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିବା ଖବର ଆସିଛି। ଯାହା ବଲିଉଡ୍‌ ଜଗତ ପାଇଁ ନିଶ୍ଚିତ ଭାବେ ବଡ ଦୁଃଖଦ ଖବର। ମାତ୍ର ୩୪ ବର୍ଷ ବୟସରେ…

ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ

ମୁମ୍ବାଇ,୧୪।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ। ରବିବାର ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଏଭଳି ଏକ ଖବର ବଲିଉଡ୍‌ ଜଗତରେ ଶୋକର…

୬୫ ବର୍ଷରେ ପାଦ ଦେଲେ କିରଣ ଖେର

ମୁମ୍ବାଇ, ୧୪।୬: ବଲିଉଡ୍‌ ଅଭିନେତ୍ରୀ କିରଣ ଖେର ରବିବାର ୬୫ ବର୍ଷରେ ପାଦ ଦେଇଛନ୍ତି। ୧୯୫୫ ଜୁନ୍‌ ୧୪ରେ ସେ ପଞ୍ଜାବଠାରେ ଜନ୍ମଗ୍ରହଣ କରିଥିଲେ। କିରଣ ଚଣ୍ଡିଗଡ଼ରେ ଥିବାରୁ ସ୍ବାମୀ ଅନୁପମ ଖେର ତାଙ୍କୁ ଟୁଇଟ୍‌ କରି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।…

ପ୍ରଥମ ଦେଖାରେ ପତ୍ରଲେଖାଙ୍କୁ ହୃଦୟ ଦେଇ ବସିଥିଲେ ରାଜକୁମାର

ବମ୍ବେ: ପ୍ରଥମ ଦେଖାରେ ପ୍ରେମ। ଏଭଳି କିଛି ଘଟିଛି ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ଏକ ବିଜ୍ଞାପନ ଶୁଟିଂ ସମୟରେ ଅନ୍ବିତା ପଲ୍‌ ଓରଫ ପତ୍ରଲେଖାଙ୍କୁ ଭେଟିଥିଲେ ସେ। ପ୍ରଥର ଦେଖାରେ ହିଁ ରାଜକୁମାର ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। କେବଳ…

‘କଜରାରେ’ ଗୀତରେ ନାଚିବାକୁ ପସନ୍ଦ କରନ୍ତି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ମନପସନ୍ଦର ଗୀତ ହେଉଛି ‘କଜରାରେ’। ଏହି ଗୀତରେ ସେ ନାଚିବାକୁ ମଧ୍ୟ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ୟସ୍‌ରାଜ ଫିଲ୍ମସ୍‌ର ଏକ ପ୍ରଶ୍ନର ଉତ୍ତରରେ ଅଭିଷେକ ଏହା କହିଛନ୍ତି। କେଉଁ ଗୀତ ଆପଣଙ୍କର ପସନ୍ଦ, ଏବଂ…

ରାଜନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୧୩।୬: ବଲିଉଡ୍‌ ନାୟକ ଅନିଲ କପୁର, ରିତେଶ ଦେଶମୁଖ, ନାୟିକା ଦିଶା ପାଟନି ପ୍ରମୁଖ ମହାରାଷ୍ଟ୍ରର ଶିବସେନା ନେତା ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ‘ମଲଙ୍ଗ’ ଅଭିନେତା ଅନିଲ କପୁର ଆଦିତ୍ୟଙ୍କ ସୁସ୍ଥ ଓ ଦୀର୍ଘ…

ନେହା ଶେୟାର କଲେ ‘ଜିନ୍‌ କେ ଲିୟେ’ଗୀତର ଫଟୋ, ମତୁଆଲା ହେଲେ ପ୍ରଶଂସକ

ମୁମ୍ବାଇ: ପ୍ଲେବ୍ୟାକ୍‌ ସିଙ୍ଗର ନେହା କକ୍କର ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ହିଟ୍‌ ମ୍ୟୁଜିକ୍‌ ଭିଡିଓ ‘ଜିନ୍‌ କେ ଲିୟେ’ର କିଛି ଆଖି ଲାଖିଯିବା ଭଳି ଫଟୋ ଶେୟାର କରିଛନ୍ତି। ନେହା ଏହି ଫଟୋରେ ଏକ ସୁନ୍ଦର ଡ୍ରେସ୍‌ ପିନ୍ଧି ଭିନ୍ନ ଭିନ୍ନ…

ଦର୍ଶକଙ୍କୁ ପସନ୍ଦ ଆସୁଛି ଓ୍ବେବ ସିରିଜ ‘ଦ କାସିନୋ’

ମୁମ୍ବାଇ: ଜି୫ର ବହୁ ପ୍ରତିକ୍ଷିତ ଥ୍ରିଲର ‘ଦ କାସିନୋ’ ରିଲିଜ ହୋଇ ସାରିଛି। ଏହି ଓ୍ବେବ ସିରିଜକୁ ଦର୍ଶକେ ବେଶ୍‌ ପସନ୍ଦ କରୁଥିବା ଦେଖାଯାଇଛି। କେବଳ ସାଧାରଣ ଦର୍ଶକ ନୁହେଁ ବରଂ ଟେଲିଭିଜନ ଓ ବଲିଉଡ୍‌ କଳାକାରମାନେ ମଧ୍ୟ ଏହି ଶୋ’ର…

ଅଭିଷେକଙ୍କ ଟୁଇଟ ଦ୍ୱନ୍ଦରେ ପକାଇଲା ୟୁଜର୍ସଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଫିଲ୍ମରେ ଅଭିନୟ କରିବା ପରେ ଏବେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଭିଷେକଙ୍କ ଅଭିନୀତ ସାଇକ୍ଲୋଜିକାଲ କ୍ରାଇମ୍‌ ଥ୍ରିଲର ଓ୍ବେବ ସିରିଜ୍‌ ‘ବ୍ରିଥ୍‌: ଇନ୍‌ ଟୁ ଦ ଶେଡୋଜ୍‌’ ଜୁଲାଇ ୧୦ରେ ଆମାଜନ…

୪୦ ଥର ରିଟେକ୍‌ ପରେ ବି ନୃତ୍ୟ କରିପାରି ନ ଥିଲେ ପ୍ରିୟଙ୍କା, ଶୁଣିବାକୁ ପଡ଼ିଥିଲା ଗାଳି

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ଫିଲ୍ମରେ କାମ କରିସାରିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଦିନ ରାତି ପରିଶ୍ରମ କରିବାକୁ ପଡ଼ିଛି। ମିସ୍‌ ଓ୍ବାଲ୍ଡ ବିଜେତା ହେବା ପରେ ପ୍ରିୟଙ୍କା ଫିଲ୍ମ ‘ଦ ହିରୋ: ଲଭ୍‌…

କୁନି ପ୍ରତିଭାଙ୍କ ପ୍ରଶଂସାରେ ହ୍ରିତିକ୍‌

ହ୍ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ଓ୍ବାର’ ରିଲିଜ୍‌ ହେବା ପରେ ଏହାର ଏକ ଗୀତ ଜୟ ଜୟ ଶିବ ଶଙ୍କର… ସୁପରହିଟ୍‌ ହୋଇଥିଲା। ଏହି ଗୀତରେ ହ୍ରତିକ୍‌ ଏବଂ ଟାଇଗରଙ୍କ ନୃତ୍ୟକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?