ଛାଡପତ୍ର ପରେ ପ୍ରଥମଥର ଏମିତି ପୋଷ୍ଟ କରି ଖୁସିବ୍ୟକ୍ତ କଲେ ଏ.ଆର ରେହମାନ
ମୁମ୍ବାଇ, ୨୨।୧୧: ବିବାହର ୨୯ ବର୍ଷ ପରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍. ରେହମାନଙ୍କଠାରୁ ତାଙ୍କ ସ୍ତ୍ରୀ ସାଇରା ଅଲଗା ହୋଇଛନ୍ତି। ଅଲଗା ହେବା ପରେ ରେହମାନ ତାଙ୍କର ପ୍ରଥମ ସୋସିଆଲ ମିଡିଆ ପୋଷ୍ଟ ଶେୟାର କରିଥିଲେ। ସଂଗୀତକାର ଏହି ପୋଷ୍ଟରେ…
ସ୍ବରକୁ ବଢ଼ାଏ ସଙ୍ଗୀତ: ରୁମିତ୍ ଓ୍ବାଲିଆ
ଭାରତର ଲୋକପ୍ରିୟ ଏବଂ ପରିବେଶ ସଚେତନଧର୍ମୀ ବ୍ୟାଣ୍ଡ ମଧ୍ୟରେ ‘ବିରାହ’ ଅନ୍ୟତମ। ଏହି ବ୍ୟାଣ୍ଡର ନିଜସ୍ବ ପରିବେଷଣ ଶୈଳୀ ସାରା ଦେଶରେ ସଙ୍ଗୀତପ୍ରେମୀଙ୍କୁ ଅନେକ ବର୍ଷ ଧରି ବାନ୍ଧି ରଖିପାରିଛି। ଗ୍ଲୋବାଲ ପିସ୍ ଲିଡରଶିପ୍ କନ୍ଫରେନ୍ସ, ଆଇଟିପିଓ ପ୍ରଗତି ମଇଦାନ, ଆମେରିକାନ…
ରଶ୍ମିକାଙ୍କୁ ଡେଟ୍ କରୁଛନ୍ତି କି ଦେବରକୋଣ୍ଡା? ଶେଷରେ ସବୁ ଖୋଲି କହିଦେଲେ
ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଓ ଫିଲ୍ମ ନିର୍ମାତା ଭାବେ ବିଜୟ ଦେବରକୋଣ୍ଡା ଜଣାଶୁଣା। ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଅନେକ ଆଲୋଚନା ଚାଲିଥିବା ସଙ୍ଗେ ସଙ୍ଗେ ବିଭିନ୍ନ ରିପୋର୍ଟ…
ମୋହିନୀ ଦେ କିଏ? ଯାହାଙ୍କ ପାଇଁ ହେଲା ଆର୍ ରେହମାନଙ୍କ ଛାଡପତ୍ର! ଓକିଲ କଲେ ବଡ଼ ଖୁଲାସା
ମୁମ୍ବାଇ: ଭେଟେରାନ ମ୍ୟୁଜିକ କମ୍ପୋଜର ଏ.ଆର୍ ରେହମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହର ୨୯ ବର୍ଷ ପରେ ସେ ତାଙ୍କ ପତ୍ନୀ ସାଇରା ବାନୁଙ୍କ ସହ ଛାଡପତ୍ର ହୋଇଛି। ଏନେଇ ସେ ନିଜେ ଏ ବିଷୟରେ ସୂଚନା…
‘ରାଜନୀତିରେ ଏଣ୍ଟ୍ରି କଲେ ମୋତେ ଗୁଳି କରିଦେବେ’, ଏପରି ସାଂଘାତିକ କଥା କାହିଁକି କହିଲେ ରବିନା ଟଣ୍ଡନ
ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ସୁନ୍ଦରୀ ରବିନା ଟଣ୍ଡନ । ନିକଟରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କାହିଁକି ରାଜନୀତିରେ ପ୍ରବେଶ କରିପାରି ନାହାନ୍ତି ସେ ବିଷୟରେ କହୁଛନ୍ତି। ରବିନା ଭିଡିଓରେ କହିଛନ୍ତି ଯେ,…
କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ୍ ଦେଲେ ସଲମାନ
ମୁମ୍ବାଇ,୨୦ା୧୧: ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ସମସ୍ତ ବଲିଉଡ୍ ଷ୍ଟାର୍ ଭୋଟ୍ ଦେଇ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ସୁପରଷ୍ଟାର ସଲମାନ ଖାନ୍ ମଧ୍ୟ ମୁମ୍ବାଇରେ ଭୋଟ୍ ଦେଇଛନ୍ତି। ସଲମାନ ଏକ ଧୂସର…
ଏହି ବ୍ୟକ୍ତିଙ୍କୁ ଡେଟ୍ କରୁଛନ୍ତି କ୍ରିତି ସାନନ୍, ପୋଷ୍ଟ ଶେୟାର କରି କଲେ କନଫର୍ମ!
ମୁମ୍ବାଇ: ଚର୍ଚ୍ଚାରେ ଅଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ କ୍ରିତି ସାନନ । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ କ୍ରିତି ଲାଇମ ଲାଇଟରେ ଅଛନ୍ତି। ତାଙ୍କ ନାଁ ଦୀର୍ଘ ଦିନ ଧରି ବଡ଼ ବ୍ୟବସାୟୀ କବୀର ବାହିଆ ସହିତ ଯୋଡା ଯାଉଛି।…
ବିବାହ କରିବେ କୀର୍ତ୍ତି ସୁରେଶ
ଚେନ୍ନାଇ: ସାଉଥ୍ ଅଭିନେତ୍ରୀ କୀର୍ତ୍ତି ସୁରେଶ ଖୁବ୍ଶୀଘ୍ର ଅଭିନେତା ବରୁଣ ଧାୱନଙ୍କ ‘ବେବି ଜନ୍’ ଫିଲ୍ମ ସହ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ମଙ୍ଗଳବାର କୀର୍ତ୍ତିଙ୍କୁ ନେଇ ଏକ ଅପ୍ଡେଟ ସାମ୍ନାକୁ ଆସିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ଡିସେମ୍ବର ଦ୍ୱିତୀୟ…
ଭେଟେରାନ ସଙ୍ଗୀତକାର ଏ.ଆର ରେହମାନଙ୍କୁ ଛାଡପତ୍ର ଦେବେ ସାଏରା, ଭାଙ୍ଗିଲା ୨୯ବର୍ଷର ସମ୍ପର୍କ
ମୁମ୍ବାଇ: ଓସ୍କାର ବିଜେତା ତଥା ଭେଟେରାନ ସଙ୍ଗୀତକାର ଏ.ଆର୍ ରେହମାନଙ୍କର ଛାଡପତ୍ର ହେବାକୁ ଯାଉଛି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଏରା ବାନୋଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ଏନେଇ ରେହମାନ ଓ ସାୟରାଙ୍କ ଓକିଲ ସୂଚନା…
ବାଥ୍ରୁମ୍ରେ କାନ୍ଦିଲେ ଶାହାରୁଖ ଖାଁ, ଜାଣନ୍ତୁ କାହିଁକି ?
ମୁମ୍ବାଇ: ବିଶ୍ୱର ଅନ୍ୟତମ ସୁପରଷ୍ଟାର ଶାହରୁଖ ଖାଁଙ୍କୁ ସମସ୍ତେ ପସନ୍ଦ କରନ୍ତି। ଏହାର କାରଣ ହେଉଛି ଶାହରୁଖଙ୍କୁ ସମସ୍ତେ ନିଜ ସହିତ ଜଡିତ କରି ପାରନ୍ତି। ବଲିଉଡର ଅନ୍ୟତମ ସଫଳ ଅଭିନେତା ତାଙ୍କ ନିକଟରେ ଷ୍ଟାରଡମ ସହିତ ଅନେକ ସମ୍ପତ୍ତି ମଧ୍ୟ…
‘ବନବାସ’ ରିଲିଜ୍ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବଲିଉଡ ଅଭିନେତା ଉତ୍କର୍ଷ
ପୁରୀ,୧୯।୧୧: ବଲିଉଡ ହିରୋ ଉତ୍କର୍ଷ ଶର୍ମା ମଙ୍ଗଳବାର ପୁରୀରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଗାମୀ ଫିଲ୍ମ ‘ବନବାସ’ର ପ୍ରମୋସନ ପୁରୀରୁ ଆରମ୍ଭ ହୋଇଥିବା ସେ ପ୍ରକାଶ କରିଛନ୍ତି। ଗଦର-୨ର ଅପାର ସଫଳତା…
ରିଲିଜ୍ ପୂର୍ବରୁ ଇତିହାସ ରଚିଲା ପୁଷ୍ପା-୨
ଆଗକୁ ବକ୍ସ ଅଫିସରେ କେବଳ ‘ପୁଷ୍ପାରାଜ’ ଚାଳିବ। ଆଉ ମାତ୍ର ୧୫ ଦିନ ପରେ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ପ୍ରେକ୍ଷାଳୟକୁ ଆସିବ। ଆଲୁ ଅର୍ଜୁନଙ୍କ ଏହି ଫିଲ୍ମ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ନିକଟରେ…

