ମନୋରଞ୍ଜନ

କରୋନା ସଙ୍କଟ ଯୋଗୁ ସ୍ଥଗିତ ହେଲା ଅଜୟଙ୍କ ଏହି ଫିଲ୍ମ: ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: କରୋନା ଭାଇରସ୍‌ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଏଭଳି ପ୍ରଭାବ ପକାଇଛି, ଯାହା ଦୀର୍ଘ ଦିନ ଧରି ଦେଖାଯିବ। କୋଟି କୋଟି ଟଙ୍କାର କ୍ଷତି ସହିଥିବା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଏବେ ପୁଣିଥରେ ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରୁଛି। ଇତିମଧ୍ୟରେ ଏକ…

ବଦଳିବ କାର୍ତ୍ତିକ-ନାଇରାଙ୍କ ପ୍ରେମକାହାଣୀ

ବମ୍ବେ: ଖୁବ୍‌ଶୀଘ୍ର ନିଜ ପସନ୍ଦର ଟେଲି ଧାରାବାହିକକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ଲକ୍‌ଡାଉନ୍‌ କୋହଳ ହେବା ପରେ ଅଭିନେତ୍ରୀ/ଅଭିନେତାମାନେ ଶୁଟିଂ ଆରମ୍ଭ କରିସାରିଲେଣି। ଜୁଲାଇ୧୩ ପରଠାରୁ ଶୋ’ଗୁଡ଼ିକ ପୁଣିଥରେ ଟେଲିକାଷ୍ଟ ହେବ। ଏସବୁ ଭିତରେ ଦର୍ଶକଙ୍କୁ ପୁଣି ଥରେ ବାନ୍ଧି…

ମା’ ରାଣୀ ସମୃଦ୍ଧି ଦେବୀ ଚରିତ୍ରରେ ନଜର ଆସିବେ ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଇଶା ଦେଓଲ ବିବାହ ଏବଂ ଝିଅ ଜନ୍ମ ପରଠାରୁ ଅଭିନୟରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ। ଏବେ ପୁଣିଥରେ ସେ ଛୋଟ ପରଦା ମାଧ୍ୟମରେ ଅଭିନୟକୁ ଫେରୁଛନ୍ତି। ଷ୍ଟାର ଭାରରେ ପ୍ରସାରିତ ପୌରାଣିକ ଧାରାବାହିକ ‘ଜଗ୍‌ ଜନନୀ ମା ବୈଷ୍ଣୋଦେବୀ’ରେ…

୨୦ ଦିନରେ ୩୦ରୁ ଅଧିକ ଲୋକଙ୍କୁ ପଚରାଉଚରା କଲାଣି ପୋଲିସ

ବମ୍ବେ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ହେଲେ ପ୍ରଶଂସକମାନେ ତାଙ୍କୁ ନ୍ୟାୟ ଦେବା ଲାଗି ଦାବି କରି ଆସୁଛନ୍ତି। ପ୍ରାଥମିକ ତଦନ୍ତରୁ ପୋଲିସ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି କହୁଛି। ହେଲେ ପ୍ରଶଂସକ, ପରିବାରଲୋକେ,…

ଗଲଓ୍ବାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ

ଗଲଓ୍ବାନ ଘାଟିରେ ହୋଇଥିବା ଭାରତ ଏବଂ ଚୀନ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷର କାହାଣୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ଏଲ୍‌ଏସିରେ ୨୦ ଭାରତୀୟ ଯବାନଙ୍କ ବଳିଦାନର କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବେ ବଲିଉଡ୍‌ ଅଭିନେତା ଅଜୟ ଦେବଗନ। ଏ…

‘ସଡ଼କ-୨’କୁ ନେଇ ଆଲିଆ-ମହେଶ-ମୁକେଶଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ,୪।୭: : ମହେଶ ଭଟ୍ଟଙ୍କ ୧୯୯୦ର ହିଟ୍‌ ଫିଲ୍କ ‘ସଡ଼କ’ର ସ୍ବିକେଲ ‘ସଡ଼କ-୨’ବର୍ତ୍ତମାନ ରିଲିଜ ପାଇଁ ପ୍ରସ୍ତୁତ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର ସହିତ ଦୁଇ ଦଶନ୍ଧି ପରେ ମହେଶ ଭଟ୍ଟ ପୁଣି ନିର୍ଦ୍ଦେଶକ ଭାବରେ…

ସୁଶାନ୍ତଙ୍କ ନାମରେ ନାମିତ ହେଲା ପାଟନାର ଏହି ଛକ

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଏବେ ବି ପ୍ରଶଂସକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ଅନେକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଗୋଟିଏ ପଟେ ତାଙ୍କର ମୃତ୍ୟୁକୁ ନେଇ ସିବିଆଇ ଯାଞ୍ଚ କରାଯିବାକୁ ଦାବି କରାଯାଉଥିବା ବେଳେ ଅନ୍ୟପକ୍ଷେ ପ୍ରଶଂସକମାନେ…

କମେଡିଆନ୍‌ ସୁନୀଲ ଗ୍ରୋଭର ହେଲେ ହିନ୍ଦୀ ଶିକ୍ଷକ

ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏ ନେଇ ଗତ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେଣୁ ଏହି ସମୟରେ ଶିକ୍ଷକମାନେ ପିଲାମାନଙ୍କର ଅନ୍‌ଲାଇନ୍‌ କ୍ଲାସ ନେଉଛନ୍ତି। ଏଭଳି ସମୟରେ ପିଲାମାନେ ଶିକ୍ଷକମାନଙ୍କୁ କିପରି ହଇରାଣ…

ବାହା ହେଲେ ଉର୍ବଶୀ !

ମୁମ୍ବାଇ: ବଲିଉଡ୍‌ ନାୟିକା ଉର୍ବଶୀ ରୌତେଲାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ନିଜର ହଟ୍‌ ଅନ୍ଦାଜକୁ ନେଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଏହି ନାୟିକା ବିଗ୍‌ ବସ୍‌ ୮ର ଓ୍ବିନର ଗୌତମ ଗୁଲାଟିଙ୍କୁ ବିବାହ କରିଥିବା ସୋସିଆଲ…

ରିଲିଜ୍‌ ହେବ ବିଦ୍ୟାଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଳା ଦେବୀ’

ମୁମ୍ବାଇ: ବଲିଉଡ୍‌ର ଡାର୍ଟି ଗର୍ଲ ବିଦ୍ୟା ବଲାନଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ଶକୁନ୍ତଳା ଦେବୀ’ର ରିଲିଜ୍‌ ଡେଟ୍‌କୁ ନେଇ ନିର୍ମାତା କିଛି ସୂଚନା ଦେଇଛନ୍ତି। ଗୁରୁବାର ଆସିଥିବା ଏହି ସୂଚନା ଅନୁଯାୟୀ ଫିଲ୍ମଟି ଜୁଲାଇ ୩୧ରେ ଆମେଜନ ପ୍ରାଇମ ଭିଡିଓରେ ରିଲିଜ…

ମାତ୍ର ୧୩ ବର୍ଷରେ ବିବାହ କରିଥିଲେ ସରୋଜ

ମୁମ୍ବାଇ: ଡ୍ୟାନ୍ସ ପାଇଁ ବଲିଉଡ୍‌ରେ ବେଶ୍‌ ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନ୍‌ ଶୁକ୍ରବାର ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ସରୋଜ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କଠାରୁ ଆରମ୍ଭ କରି ଅନେକ ନାମକରା ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ସରୋଜଙ୍କ ବୃତ୍ତିଗତ…

ଏଥିପାଇଁ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ ସରୋଜ ଖାନ୍‌

ବମ୍ବେ: ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ୨୦୦ରୁ ଅଧିକ ଫିଲ୍ମରେ ସେ କୋରିଓଗ୍ରାଫି କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସମସ୍ତ କଳାକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri