ଏକଦା ପ୍ରେମିକାଙ୍କ ପାଇଁ ସୁନିଲଙ୍କ ଆଗରେ ହାତ ଯୋଡ଼ିଥିଲେ ସଲମାନ୍; ଜାଣନ୍ତୁ ପୁରା ଘଟଣା
ବମ୍ବେ: ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଇଣ୍ଡଷ୍ଟ୍ରୀର ଅନ୍ନା ବୋଲି କୁହାଯାଏ। ହେଲେ ଯଦି ତାଙ୍କର ବିତୃଷ୍ଣା ଭାବ ଆସେ ତେବେ ସେ ତାଙ୍କ ସହ କଥା ହୁଅନ୍ତି ନାହିଁ। ସୁପରଷ୍ଟାର ସଲମାନ୍ଙ୍କ ସହ ତାଙ୍କ ସମ୍ପର୍କ ବେଶ୍ ଭଲ। ହେଲେ…
ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ସଂପୃକ୍ତ ମନ୍ତ୍ରଣାଳୟକୁ ଚିଠି ପଠାଇଲେ ଶାହା
ନୂଆଦିଲ୍ଲୀ,୧୫।୭: ବଲିଉଡ୍ ଭର୍ସାଟାଇଲ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାର ଏକ ମାସ ବିତିସାରିଲାଣି। ହେଲେ ତାଙ୍କୁ ହରାଇବାର କଷ୍ଟ ଏବେ ବି ପରିବାର ସମ୍ପର୍କୀୟ ଓ ପ୍ରଶଂସକ ମନରୁ ଲିଭିପାରିନାହିଁ। ସୁଶାନ୍ତଙ୍କ ଭଳି ଜଣେ ସଫଳ ଅଭିନେତା ଏଭଳି ପଦକ୍ଷେପ…
ରିୟା ଅଙ୍କିତାଙ୍କ ପରେ ସୁଶାନ୍ତଙ୍କ ପାଇଁ କ୍ରିତି ଲେଖିଲେ ଏମିତି ପୋଷ୍ଟ: ଆଖିରେ ଆସିଯିବ ଲୁହ
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ମାସ ବିତିଛି, ମାତ୍ର ତାଙ୍କ ପ୍ରଶଂସକଙ୍କ ସହ ତାରକାମାନେ ତାଙ୍କୁ ଆଜିବି ମନେ ପକାଉଛନ୍ତି। ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ କ୍ରିତି ସେନାନ ମୃତ୍ୟୁର ଏକ ମାସ ପରେ ସୋସିଆଲ ମିଡିଆରେ ଏକ କବିତା ଶେୟାର…
ଆଣ୍ଠୁ ମାଡି ବସି ମାହିରାଙ୍କ ପ୍ରତି ଥିବା ପ୍ରେମ ବ୍ୟକ୍ତ କଲେ ପାରସ୍, ମିଳିଲା ଏପରି ଜବାବ..
ବମ୍ବେ: ବିଗ୍ବସ୍-୧୩ ସିଜନ୍ର ଅନ୍ୟତମ ଚର୍ଚ୍ଚିତ କପଲ ଥିଲେ ପାରସ୍ ଛାବଡା-ମାହିରା ଶର୍ମା। ଏବେ ମଧ୍ୟ ଉଭୟ ଉଭୟଙ୍କର ଭଲ ବନ୍ଧୁ ଅଛନ୍ତି। ଶୋ’ରୁ ବାହାରିବା ପରେ ଏକାଧିକ ଭିଡିଓରେ ଉଭୟ କାମ କରିଛନ୍ତି। ଏବେ ତାଙ୍କର ତୃତୀୟ ଗୀତ ଆସିବାକୁ…
ବିଗ୍ ବସ୍-୧୪ ହେବ ଲକ୍ଡାଉନ୍ ସ୍ପେଶାଲ: କ’ଣ ରହିଛି ଏଥର ଖାସ୍ ଜାଣନ୍ତୁ…
ଛୋଟ ପରଦାର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ’ ବିଗ୍ ବସ୍। ବିଗ୍ ବସ୍ -୧୪କୁ ନେଇ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। କାରଣ ଏଥର ଶୋ’କୁ ନୂଆ ରୂପରେ ଦେଖିବାକୁ ମିଳିବ। ଯାହା ଶୁଣିବାକୁ ମିଳୁଛି ଶୋ’ର ଫର୍ମାଟରେ ବଡ଼ ପରିବର୍ତ୍ତନ…
ବିରାଟ କୋହଲିଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଅନୁଷ୍କା
ସମସ୍ତେ ଜାଣିଛନ୍ତି କି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି। କିନ୍ତୁ କୋହଲିଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଅନୁଷ୍କା। ଏକ ବିଜ୍ଞାପନ ଶୁଟିଂରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ…
ଏହି ଅଭିନେତ୍ରୀ କରୋନା ପଜିଟିଭ: ହସ୍ପିଟାଲରେ ଭର୍ତ୍ତି
ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ଟୁଇଟରରେ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ତାଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ ଆସିଥିଲା। ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଥିସହ…
ଅମିତାଭ ବଚ୍ଚନ ପରିବାର ସଦସ୍ୟଙ୍କ ଆରୋଗ୍ୟ କାମନା ପାଇଁ ପେଣ୍ଟିଂ
ମୁମ୍ବାଇ, ୧୫।୭: ବିଗ୍ ବି ଅମିତାଭ ବଚ୍ଚନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପୁତ୍ର ଅଭିଷେକ ବଚ୍ଚନ, ପୁତ୍ରବଧୂ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣି ଆରାଧ୍ୟଙ୍କଠାରେ ମଧ୍ୟ କରୋନା ଲକ୍ଷଣ ପ୍ରକାଶ ପାଇଛି।…
‘ଥ୍ରୀଲର’ରେ ଓଡ଼ିଆ ଯୁବକ ରକ୍
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମ ‘ଥ୍ରୀଲର୍’ରେ ଓଡ଼ିଶା ଜନ୍ମିତ ଅପ୍ସରା ରାଣୀ ନାୟିକା ସାଜିଥିବାବେଳେ ଏବେ ଆଉଜଣେ ଓଡ଼ିଆଙ୍କୁ ରାମଗୋପାଳ ନାୟକ ଭାବେ ସୁଯୋଗ ଦେଇଛନ୍ତି। ସେ ହେଲେ ଓଡ଼ିଶା…
ସାମ୍ନାକୁ ଆସିଲା ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପଛର ସତ !
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତି ମଧ୍ୟରେ ଏକ ମାସ ବିତିଲାଣି। ହେଲେ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ଗ୍ରହଣ କରିବାକୁ ନାରାଜ। ଅପରପକ୍ଷେ ପୋଲିସ ଯାଞ୍ଚକୁ ଏକପ୍ରକାର ଶେଷ କରିଛି। ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ଏହାଛଡ଼ା…
ଚାଷ କରି ହାଲିଆ ହେଲେଣି ସଲମାନ୍: ଫଟୋ ଶେୟାର ପରେ ଲୋକେ କହୁଛନ୍ତି ଏଭଳି କିଛି
ବମ୍ବେ: ବଲିଉଡ୍ର ଦବଙ୍ଗ ଖାନ୍ ସଲମାନ୍ ଦୀର୍ଘ ଦିନ ଧରି ନିଜ ଫାର୍ମହାଉସ୍ରେ ଫସି ରହିଛନ୍ତି। ଲକ୍ଡାଉନ୍ ପୂର୍ବରୁ ସେ ଛୁଟି କଟାଇବାକୁ ଯାଇଥିଲେ। ଇତିମଧ୍ୟରେ ଅନେକ ମାସ ବିତିଲାଣି। ଗୋଟିଏ ପଟେ ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ପଜିଟିଭ୍ ମାମଲା…
କରୋନା ଟେଷ୍ଟ କରିବାକୁ ମନାକଲେ ରେଖା
କରୋନା ଦିନକୁ ଦିନ କାୟା ବିସ୍ତା କରିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ କଳାକାର ମଧ୍ୟ ଏହାର ଶିକାର ହେଲେଣି। ଦୁଇ ଦିନ ପୂର୍ବେ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ମଙ୍ଗଳବାର ରେଖାଙ୍କ ବଙ୍ଗଳା…
Archives


