ବିଗ୍‌ ବସ୍‌-୧୪ ହେବ ଲକ୍‌ଡାଉନ୍‌ ସ୍ପେଶାଲ: କ’ଣ ରହିଛି ଏଥର ଖାସ୍‌ ଜାଣନ୍ତୁ…

ଛୋଟ ପରଦାର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ’ ବିଗ୍‌ ବସ୍‌।  ବିଗ୍‌ ବସ୍‌ -୧୪କୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। କାରଣ ଏଥର ଶୋ’କୁ ନୂଆ ରୂପରେ ଦେଖିବାକୁ ମିଳିବ। ଯାହା ଶୁଣିବାକୁ ମିଳୁଛି ଶୋ’ର ଫର୍ମାଟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଲକ୍‌ଡାଉନ୍‌ ସହ ମଧ୍ୟ ଏହାର ସଂଯୋଗ ରହିବ। ଏହି ସିଜିନ୍‌ରେ ଲକ୍‌ଡାଉନ୍‌ ସବୁଠାରୁ ଖାସ୍‌ ରହିବ। ସାମାଜିକ ଦୂରତ୍ୱକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ବିଗ୍‌ ବସ୍‌-୧୪ର ଟ୍ୟାଗ୍‌ଲାଇନ୍‌ ବିଗ୍‌ ବସ୍‌ ୧୪: ଲକ୍‌ଡାଉନ୍‌ ରହିବ ବୋଲି ଶୁଣିବାକୁ ମିଳୁଛି। ତେବେ ଖାସ୍‌ କଥା ହେଲା ଏଥର ଶୋ’ରେ ପ୍ରତିଯୋଗୀଙ୍କୁ ବାହ୍ୟ ଜଗତ ସହ ଯୋଗାଯୋଗ ପାଇଁ ଅନୁମତି ମିଳିବ। ଅର୍ଥାତ୍‌ ସେମାନେ ମୋବାଇଲ ଫୋନ୍‌ ବ୍ୟବହାର କରିପାରିବେ। ଅକ୍ଟୋବର ଶେଷ ସପ୍ତାହରୁ ଶୋ’ଆରମ୍ଭ ହେବ। ଶୋ’ ଆରମ୍ଭ ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କର କରୋନା ଟେଷ୍ଟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ପାଇଁ ଭଉଣୀ ଲେଖିଲେ ଭାବପ୍ରବଣ ବାର୍ତ୍ତା: ଯେଉଁଠି ଅଛ, ଖୁସିରେ ରୁହ

ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ଇତିମଧ୍ୟରେ ୧୭ ଦିନ ପୂରିଛି। ଏବେ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଦୁନିଆ ଛାଡିବା ପରେ ସେ...

ସାମ୍ନାକୁ ଆସିଲେ ଅମିର-କିରଣ: ହାତ ଧରାଧରି ହୋଇ କହିଲେ,‘ଆମେ ଗୋଟିଏ ପରିବାର’

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଏବଂ ସ୍ତ୍ରୀ କିରଣ ରାଓ ଛାଡପତ୍ର ଘୋଷଣା କରିଛନ୍ତି। ଉଭୟ ପାରସ୍ପରିକ ସହମତି ଦ୍ୱାରା ଅଲଗା ହୋଇଛନ୍ତି। ଛାଡପତ୍ର...

ଗଣିତ ପଢାଇବେ ବିଦ୍ୟା

ମୁମ୍ବାଇ: ବଲିଉଡ୍‌ର ଡାର୍ଟି ଗର୍ଲ ବିଦ୍ୟା ବଲାନ ଏବେ ଗଣିତ ପଢାଇବେ ବୋଲି ଜଣାପଡିଛି। ବଲିଉଡ୍‌ ବାୟୋପିକ ମୁଭି ‘ଶକୁନ୍ତଳା ଦେବୀ‘ରେ ନଜର ଆସିଥିବା ବିଦ୍ୟାଙ୍କର...

୬୩ ବର୍ଷରେ ପାଦଦେଲେ ଟିନା ଅମ୍ବାନୀ: କର୍ଜ ଫିଲ୍ମ ଆଣିଥିଲା ପରିଚିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଟିନା ଅମ୍ବାନୀ ମଙ୍ଗଳବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଫେବୃୟାରୀ ୧୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୮ରେ ଦେବ...

ପୁରା ଟଙ୍କା ନ ମିଳିବାରୁ ଅଧା ମେକ୍‌ଅପ୍‌ରେ ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସବୁଠାରୁ ମଜାଳିଆ କଳାକାରଙ୍କ କଥା କୁହାଗଲେ ସର୍ବପ୍ରଥମ ନାମ ଆସିଥାଏ କିଶୋର କୁମାରଙ୍କର। ତାଙ୍କ ସମୟରେ କିଶୋରଙ୍କୁ ସବୁଠାରୁ ବିନ୍ଦାଶ୍‌ ବ୍ୟକ୍ତି ବୋଲି...

କରୋନାକୁ ନେଇ ଭବିଷ୍ୟବାଣୀ କରିଥିଲେ ମାଇକେଲ ଜ୍ୟାକସନ!

ଲସ୍‌ ଆଞ୍ଜେଲସ୍‌,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡିଥିବା ବେଳେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ପଡିଛି। ତେବେ ପପ୍‌ ଗାୟକ...

ଡ୍ରଗ୍ସ ମାଫିଆଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ ଥିବା ପ୍ରମାଣିତ ହୋଇଛି: ବିହାର ଡିଜିପି

ପାଟଣା,୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସଂଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ନାକୋର୍ର୍ଟିକ କଣ୍ଟ୍ରୋଲ ଅଫ ବ୍ୟୁରୋ (ଏନ୍‌ସିବି) ମଙ୍ଗଳବାର ଅଭିନେତ୍ରୀ...

ପିଲାବେଳେ ଦୁଷ୍ଟ ହୋଇଥିବା ଯୋଗୁ ହଷ୍ଟେଲ ଯାଇଥିଲେଏହି ଅଭିନେତ୍ରୀ, ଛୋଟବେଳ ଫଟୋ ଦେଖିଲେ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରତିଭା ପାଇଁ ବେଶ ପ୍ରସିଦ୍ଧ। ସେ ‘ଦ ହିରୋ’ରୁ ଫିଲ୍ମରେ ଡେବ୍ୟୁ କରିଥିଲେ। ତେବେ ଛୋଟ ବେଳେ ପ୍ରିୟଙ୍କା...

Seven Jackpot
Advertisement


Archives

Model This Week

Why Dharitri