ମନୋରଞ୍ଜନ

୨୯ ବର୍ଷର ଅଭିନୟ କ୍ୟାରିୟରରେ ପ୍ରଥମ ଥର ପାଇଁ ଏମିତି କାମ କରିବାକୁ ଯାଉଛନ୍ତି ଅଜୟ ଦେବଗନ୍‌: ଜାଣନ୍ତୁ…

ସିଂଘମ ଷ୍ଟାର୍‌ ଅଜୟ ଦେବଗନଙ୍କର ବଲିଉଡ୍‌ରେ ପାଦ ଦେବା ଇତିମଧ୍ୟରେ ୨୯ ବର୍ଷରୁ ଅଧିକ ହେଲାଣି। ଅଭିନୟ କ୍ୟାରିୟରରେ ସେ ଅନେକ ସୁପିରହିଟ୍‌ ଫିଲ୍ମରେ କାମ କରିସାରିଛନ୍ତି। ତେବେ ଅଜୟ ୨୯ ବର୍ଷର ଅଭିନୟ କ୍ୟାରିୟରରେ ଆଜି ପର୍ଯ୍ୟନ୍ତ ଯାହା କରି…

ହାତ ଯୋଡ଼ିଲେ ସୁଶାନ୍ତଙ୍କ ଭଊଣୀ

ବମ୍ବେ: ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା। ଇତିମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ ହେଁ ଅଭିନେତା ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇପାରୁନାହିଁ। ଅପରପକ୍ଷେ ନ୍ୟାୟ ପାଇଁ…

କ୍ୟାନ୍‌ସର୍‌ ଲଢେଇ ଜିତିଥିଲେ ଏହିସବୁ ବଲିଉଡ୍‌ କଳାକାର

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ଶିକାର ହୋଇଛନ୍ତି। ଚିକିତ୍ସା ପାଇଁ ସେ ଆମେରିକା ଯିବେ। ଏହା ପୂର୍ବରୁ ବଲିଉଡ୍‌ର ଅନେକ କଳାକାରଙ୍କ କ୍ୟାନସର୍‌ ଯୋଗୁ ମୃତ୍ୟୁ ଘଟିଛି। ନିକଟରେ ଅଭିନେତା ଇରଫାନ ଖାନ୍‌ ଏବଂ ଋଷି କପୁର ମଧ୍ୟ…

ବ୍ୟକ୍ତିଗତ ବିମାନଠାରୁ ଆରମ୍ଭ କରି ହୋଟେଲ ଆଦି କିଣିବାକୁ ଚାହୁଁଥିଲେ ରିୟା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁଜଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ପ୍ରେମିକା ତଥା ଅଭିନେତ୍ରୀ ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂ ରିୟାଙ୍କ ସମେତ ଛଅଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ଆତ୍ମହତ୍ୟା କରିବାକୁ ସୁଶାନ୍ତଙ୍କୁ ସେମାନେ…

କାନ୍ଦିଲେ ହ୍ରିତିକ!

ମୁମ୍ବାଇ: ବଲିଉଡ୍‌ ନାୟିକା ଜାହ୍ନବୀ କପୁର ଓ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ଗୁଞ୍ଜନ ସାକ୍ସେନା ଦ କାରଗିଲ ଗର୍ଲ’ ରିଲିଜ ହୋଇସାରିଛି। ଓଟିଟି ପ୍ଲାଟଫର୍ମରେ ଏହା ରିଲିଜ ହୋଇଛି। ଜାହ୍ନବୀ କପୁରଙ୍କ ଏହା ମୋଷ୍ଟ ଆଓ୍ବେଟେଡ ଫିଲ୍ମ। ଏହା ରିଲିଜ୍‌ ହେବା…

ପ୍ରଶଂସକଙ୍କୁ ଏମିତି ନ କରିବାକୁ କହିଲେ ସୋନୁ

ମୁମ୍ବାଇ: କରୋନା ମହାମାରୀ ସମୟରେ ଖୁବ୍‌ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଖଳନାୟକ ସୋନୁ ସୁଦ। ଫିଲ୍ମରେ ସେ ଯେତିକି ପରିଚିତ ଥିଲେ ଏବେ ତା’ଠାରୁ ଅଧିକ ପରିଚିତ ହୋଇଛନ୍ତି ତାଙ୍କ ବଦାନ୍ୟତା ପାଇଁ। କରୋନା ମହାମାରୀ ସମୟରେ ପ୍ରବାସୀଙ୍କୁ ଘରେ ପହଞ୍ଚାଇବା…

ପୁଣି ଥରେ ବାପା ହେବାକୁ ଯାଉଛନ୍ତି ସୈଫ: ପୁଅ ଇବ୍ରାହିମ୍‌ ଏଭଳି କଲେ କମେଣ୍ଟ

ମୁମ୍ବାଇ,୧୩।୮: ବଲିଉଡ୍‌ ବେବୋ କରୀନା କପୁର ଖାଁ ଓ ଅଭିନେତା ସୈଫ ଅଲୀ ଖାଁଙ୍କ ଘରେ ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। ପୁଣି ଥରେ କରୀନା ମା’ହେବାକୁ ଯାଉଛନ୍ତି। ଏନେଇ ବୁଧବାର ସୈଫିନା ସମସ୍ତଙ୍କୁ ଇନ୍‌ଷ୍ଟାଗ୍ରାମରେ ଜଣାଇଛନ୍ତି। ଏହି ଖବର…

ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ମିଳୁଛି ଧମକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ୨ ମାସ ପରେ ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାରକୁ ଧମକ ମିଳୁଥିବା ୯ ପୃଷ୍ଠାର ଅଭିଯୋଗ ହୋଇଛି। ଏଥିରେ ରିୟା ଚକ୍ରବର୍ତ୍ତୀ…

ଏହି ପ୍ରସିଦ୍ଧ ଅଭିନେତାଙ୍କ ତୃତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ

ବିଗତ ଦିନର ଅଭିନେତ୍ରୀ ଯୋଗିତା ବାଲିଙ୍କର ଏକ ସ୍ବଳ୍ପ ଚଳଚ୍ଚିତ୍ର କ୍ୟାରିୟର ହୋଇଥାଇପାରେ କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ କଳାକାରଙ୍କ ସହ ସେ କାମ କରିଥିଲେ। ସେ ଡେବ୍ୟୁ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କ ଭଳି ଷ୍ଟାରଙ୍କ ସହ ଅଭିନୟ କରିଥିଲେ ଯୋଗିତା।…

କିଏ ସେହି ‘AU’, ଯାହାକୁ ୬୩ଥର କଲ କରିଥିଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତା ପ୍ରତିଦିନ ନୂଆ ନୂଆ ତଥ୍ୟ ଆସୁଛି। ଏହି ମାମଲାରେ ଛନ୍ଦି ହୋଇପଡିତତ୍ବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ କଲ୍‌ ବିବରଣୀ ଧୀରେ ଧୀରେ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ବଲିଉଡ୍‌ର ଅନେକ କଳାକାର…

ସଞ୍ଜୟଙ୍କ ବିଦେଶ ଗସ୍ତକୁ ନେଇ ଉପୁଜିପାରେ ବାଧା

ମୁମ୍ବାଇ,୧୩।୮: ବଲିଉଡ୍‌ ନାୟକ ସଞ୍ଜୟ ଦତ୍ତ କ୍ୟାନସରରେ ପୀଡ଼ିତ ହେବା ଜଣାପଡିବା ପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ତେବେ କ୍ୟାନସର ଚିକିତ୍ସା ଲାଗି ସଞ୍ଜୟ ବିଦେଶ ଯାଇ ପାରନ୍ତି ବୋଲି କୁହାଯାଉଛି। ଚିକିତ୍ସା ପାଇଁ ଆମେରିକା ଯିବାକୁ…

ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିବେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ସହ ବଲିଉଡ୍‌ କଳାକାରମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି। ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?