ଶାଶୁଙ୍କୁ ସେକ୍ସି ଡାକନ୍ତି ଏହି ବଲିଉଡ୍‌ ଅଭିନେତା

ବଲିଉଡ୍‌ର ବାଦଶାହ ଶାହରୁଖ ଖାନ୍‌ ଏବଂ ଗୌରୀ ଖାନ୍‌ଙ୍କୁ ଚିରସବୁଜ ଯୋଡି ବୋଲି କୁହାଯାଏ। ଶାହରୁନିଜ କ୍ୟାରିଅର ଆରମ୍ଭରୁ ଶାହରୁଖ ଗୌରୀଙ୍କୁ ଭଲ ପାଇବସିଥିଲେ। ୧୯୮୪ ମସିହାରେ ଶାହରୁଖ ପ୍ରଥମଥର ପାଇଁ ଗୌରୀଙ୍କୁ ଦେଖିଥିଲେ ଓ ପ୍ରଥମ ଦେଖାରୁ ହିଁ ତାଙ୍କୁ ପ୍ରେମ ହୋଇଯାଇଥିଲା। ଉଭୟ ପରସ୍ପର ସହ ୬ ବର୍ଷ ସମ୍ପର୍କରେ ରହିବା ପରେ ବିବାହ କରିଥିଲେ। ଯେହେତୁ ଉଭୟ ଅଲଗା ଅଲଗା ଧର୍ମରୁ ଥିଲେ ତାଙ୍କୁ ବିବାହରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଗୌରୀଙ୍କ ପରିବାର ପାଇଁ ଶାହରୁଖ ୫ ବର୍ଷ ପାଇଁ ହିନ୍ଦୁ ହୋଇ ରହିଥିଲେ। କିନ୍ତୁ ସତ ଯେହେତୁ ଲୁଚି ରହେନି ଯେବେ ହେଲେ ସାମ୍ନାକୁ ଆସେ, ସେ ମୁସଲମାନ ବୋଲି ଗୌରୀଙ୍କ ପରିବାର ୫ ବର୍ଷ ପରେ ଜାଣିବାକୁ ପାଇଲେ। ବହୁତ କଷ୍ଟରେ ତାଙ୍କ ପରିବାର ଏହି ବିବାହ ପାଇଁ ରାଜି ହୋଇଥିଲେ। ବିବାହ ପରେ ଶାଶୁ ସବିତା ଛିବରଙ୍କ ବେଶୀ ଯତ୍ନ ନିଅନ୍ତି ଶାହରୁଖ। ଏକ ସାକ୍ଷାତକାରରେ ଗୌରୀ ଖାନ କହିଥିଲେ ଶାହାରୁଖ ଶାଶୁଙ୍କୁ ‘ସେକ୍ସି’ ବୋଲି ଡାକନ୍ତି। ଶୁଟିଂ ବନ୍ଦ ଥିଲେ ଶାଶୁଙ୍କୁ ଦେଖିବାକୁ ଯାନ୍ତି ଯେ। ସବିତା ମଧ୍ୟ ଜ୍ୱାଇଁଙ୍କୁ ଖଉବ୍‌ ପସନ୍ଦ କରନ୍ତି। ଶାହରୁଖଙ୍କ ରୁଚି ମୁତାବକ ଖାଦ୍ୟ ପ୍ରସ୍ତୁତ କରି ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ,ହାତରେ ବନ୍ଧା ହୋଇଛି ବ୍ୟାଣ୍ଡେଜ୍‌: ଆହତ ଅବସ୍ଥାରେ ନଜର ଆସିଲେ ଶାହରୁଖ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପ୍ରଂଶସକ ପାଇଁ ଏକ ଖୁସି ଖବର। ଶେଷରେ ସାଉଥ୍‌ ଫିଲ୍ମ ନିର୍ମାତା ଏଟଲିଙ୍କ ସହ ସହଯୋଗିତାରେ କିଙ୍ଗ୍‌ ଖାନ...

ପୁଅର ଫିଲ୍ମ ଦେଖି କାନ୍ଦି ପକାଇଥିଲେ ଜାଭେଦ୍‌ ଅଖତର…

ମୁମ୍ବାଇ,୧୭।୧: ଗୀତିକାର ଜାଭେଦ୍‌ ଅଖତର୍‌ଙ୍କୁ ରବିବାର ୭୬ ବର୍ଷ ପୂରଣ ହୋଇଛି। ସେ ୭୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ...

ବନ୍ଦ ହେଲା ଦିଲୀପ କୁମାରଙ୍କ ଟୁଇଟର ଆକାଉଣ୍ଟ

ନୂଆଦିଲ୍ଲୀ,୧୬।୯: ବନ୍ଦ ହେଲା ବିଶିଷ୍ଟ ଅଭିନେତା ଦିଲୀପ କୁମାରଙ୍କ ଟୁଇଟର ଆକାଉଣ୍ଟ। ଦିଲ୍ଲୀପ କୁମାରଙ୍କ ସମ୍ପର୍କୀୟ ଫେଜଲ ଫାରୁକି ଏ ନେଇ ସୂଚନା ଦେଇଛନ୍ତି। ଦିଲୀପଙ୍କ...

ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ଚଢ଼ନ୍ତି ବଲିଉଡ୍‌ର ଏସବୁ ଷ୍ଟାର୍‌

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତା ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ଚଢ଼ିଥାନ୍ତି। ଅଭିନେତା ସନି ଦେଓଲଙ୍କ ନିକଟରେ ଅଡି ଏ -୮ ଗାଡ଼ି ଅଛି। ଯାହାକି ସମ୍ପୂର୍ଣ୍ଣ...

ସୋସିଆଲ ମିଡିଆକୁ ବାଏ କହିଲେ ଅଭିନେତ୍ରୀ !

ବମ୍ବେ: ସୋସିଆଲ ମିଡିଆକୁ ବାଏ କହିଛନ୍ତି ଚୁଲବୁଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଲଗାତାର ଭାବେ ନିଜ ଫ୍ୟାଶନ ସେନ୍ସ, ଅଭିନୟ, ଫିଟନେସ ଏବଂ ନୃତ୍ୟକୁ ନେଇ...

ହୃଦ୍‌ଘାତରେ ଏହି ଅଭିନେତ୍ରୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ,୧୬।୫: ଫିଲ୍ମ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଲିଉଡ୍‌ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ବାପା ତଥା ବିଶିଷ୍ଟ ଅଭିନେତା କେ.ଡି ଚନ୍ଦ୍ରନଙ୍କ ପରଲୋକ ଘଟିଛି।...

ବ୍ୟାକ୍‌ଲେସ୍‌ ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ଉର୍ଫି

ମୁମ୍ବାଇ: ବିଗ୍‌ବସ୍‌ରୁ ବାହାରିବା ପରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଉର୍ଫି ଜାଭେଦ୍‌। ସେ ତାଙ୍କର ନୂଆ ନୂଆ ଫଟୋ, ଭିଡିଓ ଶେୟାର କରି ଫ୍ୟାନ୍‌ମାନଙ୍କ ସହ...

ସରୋଜ ଖାଁଙ୍କ ଶୋକ ସଭାରେ ଯୋଗ ଦେବେନି ମାଧୁରୀ !

ମୁମ୍ବାଇ: ବଲିଉଡ୍‌ର ବେଷ୍ଟ କୋରିଓଗ୍ରାଫର ଭାବେ ଜଣାଶୁଣା ସରୋଜ ଖାଁ ଏବେ ପାଲଟି ଯାଇଛନ୍ତି ଅଫେରା ରାଇଜର ପଥିକ। ହେଲେ ପଛରେ ଛାଡି ଯାଇଛନ୍ତି ଅନେକ...

Advertisement
Archives

Model This Week