ଏହି ଲୋକପ୍ରିୟ ଅଭିନେତାଙ୍କ ସମେତ ୨୩ ଗିରଫ

ବଲିଉଡ୍‌ ଫିଲ୍ମ ‘ଦିଲ୍‌ ପରଦେଶୀ ହୋ ଗୟା’ ଏବଂ ‘ଇସ୍କ ଭିସ୍କ’ରେ ଅଭିନୟ କରିଥିବା ଅଭିନେତା କପିଲ ଜାଭେରୀଙ୍କୁ ପୋଲିସ ଗିରଫ କରିଛି। ଗୋଆର ଭାଗେଟର ଗାଁରୁ କପିଲଙ୍କ ସମେତ ୩ ବିଦେଶୀ ମହିଳାଙ୍କୁୁ ମିଶାଇ ସମୁଦାୟ ୨୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୯ ଲକ୍ଷରୁ ଅଧିକ ମୂଲ୍ୟର ଡ୍ରଗ୍‌ସ ଜବତ କରାଯାଇଛି। ପୋଲିସ ଅଧୀକ୍ଷକ ଶୋଭିତ ସକ୍ସେନାଙ୍କ କହିବାନୁଯାୟୀ, କପିଲଙ୍କ ଘରେ ପାର୍ଟିର ଆୟୋଜନ ହୋଇଥିଲା। ଏହି ଅବସରରେ ଉପସ୍ଥିତ ୧୯ଜଣ ବ୍ୟକ୍ତି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ବେଳେ ମାତ୍ରାଧିକ ଡ୍ରଗ୍‌ସ ଥିବା ଜଣାପଡ଼ିଥିଲା। ଖବର ପାଇଁ ଉପସ୍ଥିବା ୨୩ ଜଣଙ୍କୁ ଗିରଫ କରାଯାଇଥିବା ସକ୍ସେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଅଭିନେତ୍ରୀଙ୍କୁ କରିଥିଲେ ପ୍ରେମ , ବିବାହ କଲେ ୩ଙ୍କୁ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଫିଲ୍ମ ରକିରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କ...

ଭାରତର ପ୍ରଥମ ଓସ୍କାର ଜିତିବାର ସାମର୍ଥ୍ୟ ରଖିଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତ୍ରୀ ସେଲିନା ଜେଟ୍‌ଲୀ ବିବାହ ପରେ ପୁଣି ଥରେ ଫିଲ୍ମ ‘ସିଜନ୍ସ ଗ୍ରୀଟିଙ୍ଗସ୍‌’ ମାଧ୍ୟମରେ ଅଭିନୟକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେଲିନା କହିଛନ୍ତି...

ଫଟୋ ଶୁଟ୍‌କୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ହରିୟାଣା ଗାୟିକା ତଥା ଅଭିନେତ୍ରୀ ସପନା ଚୌଧୁରୀ ତାଙ୍କର ନୂଆ ଫଟୋ ଶୁଟ୍‌କୁ ନେଇ ଏବେ ଚର୍ଚ୍ଚାରେ। ଫଟୋରେ ସେ ଏକ ହଳଦିଆ ରଙ୍ଗର ଡ୍ରେସ୍‌...

ହିନାଙ୍କୁ ଅଫ୍‌ଶାନା କହିଲେ ମୋଟି !

ବମ୍ବେ: ମୋଟି ହୋଇଗଲେଣି ଅଭିନେତ୍ରୀ ହିନା ଖାନ୍‌। ଏକଥା ଆମେ କହୁନାହୁଁ ବରଂ କହିଛନ୍ତି ଅଫସାନା ଖାନ୍‌। ବିଗ୍‌ ବସ୍‌ ଘରେ ପ୍ରତିଯୋଗୀ ଅଛନ୍ତି ଅଫ୍‌ଶାନା।...

ଆଉ ଏକ ଫିଲ୍ମରେ ନଜର ଆସିବେ ଶେହନାଜ

ମୁମ୍ବାଇ: ‘କିସି କା ଭାଇ କିସି କି ଜାନ୍‌’ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ଶେହନାଜ ଗିଲ୍‌। ଏହି ଫିଲ୍ମକୁ ନେଇ ସେ ବହୁତ ଉତ୍ସାହିତ...

ଐଶ୍ୱର୍ଯ୍ୟାଙ୍କ ପାଇଁ ବିଦେଶରୁ ୧୬ କିଲୋର ଏକ ପାର୍ଶଲ ପଠାଇଥିଲେ ଜଣେ ବ୍ୟକ୍ତି: ଖୋଲିଲା ବେଳକୁ…

ବଲିଉଡର ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମା’ ହେବା ପରେ ଆଉ ବେଶୀ ଫିଲ୍ମ ଜଗତରେ ସକ୍ରିୟ ନାହାନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା...

ଖିଲାଡି କିଙ୍ଗ୍‌ଙ୍କ ନୂଆ ନାୟିକା

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ତଥା ପଞ୍ଜାବୀ ଅଭିନେତ୍ରୀ ସରଗୁନ୍‌ ମେହଟ୍ଟା। ପ୍ରଥମ ଫିଲ୍ମରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ କରିବେ...

ମଣିରତ୍ନମଙ୍କ ପାଦ ଛୁଇଁଲେ ନୀଳନୟନା

ବହୁଚର୍ଚ୍ଚିତ ଫିଲ୍ମ ପୋନିୟିନ ସେଲଭମ ୧ ସେପ୍ଟେମ୍ବର ୩୦ ରେ ପ୍ରେକ୍ଷାଳୟକୁ ଆସିବ। ଏହି ବଡ ବଜେଟ୍‌ର ଫିଲ୍ମରେ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ଦେଖିବାକୁ...

Advertisement
Archives

Model This Week