ନିରାଶ ହୋଇ ଘରକୁ ଫେରିଯାଉଥିବା ବିଗ୍ବିଙ୍କୁ ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ ଏହି ଅଭିନେତା
ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ମନୋଜ କୁମାର ୨୪ ଜୁଲାଇରେ ଜନ୍ମଦିନ ପାଳନ କରନ୍ତି। ସେ ଅନେକ ଚଳଚ୍ଚିତ୍ର, କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଜନ୍ମଦିନର ଅବସରରେ ମନୋଜ କୁମାରଙ୍କ ଜୀବନ ଏବଂ ଚଳଚ୍ଚିତ୍ର ଯାତ୍ରା ବିଷୟରେ କିଛି ରୋଚକ…
ଘରେ ବସି କପିଲ ଶର୍ମାଙ୍କ କମେଡି ଶୋ’ରେ ନେଇପାରିବେ ଭାଗ, ଜାଣନ୍ତୁ କେମିତି
ଲକ୍ଡାଉନ୍ ଯୋଗୁ ଗତ ମାର୍ଚ୍ଚ ମାସରୁ ସମସ୍ତ ଟିଭି ସିରିଏଲ ଶୁଟିଂ ବନ୍ଦ ରହିଛି। ପାଖାପାଖି ୪ ମାସ ପରେ ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ ହୋଇଛି। ଏହି କ୍ରମରେ ଲୋକପ୍ରିୟ କମେଡି ଶୋ’ କପିଲ ଶର୍ମା କମେଡିର ଶୁଟିଂ…
ପ୍ରଶଂସକଙ୍କୁ ଘାଇଲା କରୁଛି ଲକ୍ଷ୍ମଣଙ୍କ ନିଶ
ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ପୁନଃ ପ୍ରସାରଣ ପରଠାରୁ ଏହି ସିରିଏଲର କଳାକାରଙ୍କ ମଧ୍ୟ ଲୋକପ୍ରିୟତା ବଢ଼ିଛି। ଧାରାବାହିକରେ ଅଭିନୟ କରିଥିବା ଅରୁଣ ଗୋବିଲ, ଦୀପିକା ଚିଖାଲିଆ ଏବଂ ସୁନୀଲ ଲୋହରି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଏହି ୩…
ରାକ୍ଷୀ ବିକୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି
ଲୋକପ୍ରିୟ ଟିଭି ସିରିଏଲ ସାଥ୍ ନିଭାନା ସାଥିୟାରେ ଉର୍ମିଳା ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ବନ୍ଦନା ବିଠଲାନୀ ଆଜିକାଲି ରାକ୍ଷୀ ପ୍ରସ୍ତୁତ କରି ବିକୁଛନ୍ତି। ଏବେ ‘ହମାରି ବହୁ ସିଲ୍କ’ ଅଭିନୟ କରୁଥିବା ବନ୍ଦନାଙ୍କୁ ଏପର୍ଯ୍ୟନ୍ତ ଦରମା ମିଳୁନାହିଁ। ମାସ ମାସ…
କରୋନା କାଳରେ ପ୍ରେମିକାଙ୍କ ହାତ ଧରିବେ ସୁପରଷ୍ଟାର ନିଥୀନ: ସରିଲା ନିର୍ବନ୍ଧ
ସମଗ୍ର ବିଶ୍ୱ ତଥା ଦେଶରେ କରୋନା ଭୟ। ଏସବୁ ଭିତରେ ବିଭିନ୍ନ କଟକଣାକୁ ନେଇ ସାମାଜିକ କାମକୁ ବନ୍ଦ ରଖିବା ନଚେତ କୋଭିଡ ନିୟମ ମାନି କରିବାକୁ କୁହାଯାଇଛି। କିଛି ଲୋକେ ଏହି ସମୟକୁ ବିବାହ ଆଦି ପାଇଁ ଉଚିତ ମଣୁ…
ହାପି ବାର୍ଥ ଡେ’ ହିମେଶ
ବଲିଉଡ୍ ଗାୟକ ହିମେଶ ରେଶମିୟାଙ୍କ ଆଜି ୪୭ତମ ଜନ୍ମଦିନ। ଏକାଧାରାରେ ସେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅଭିନେତା ମଧ୍ୟ। ତାଙ୍କର ପାରଦର୍ଶିତା ଯୋଗୁ ବଲିଉଡ୍ରେ ସେ ବେଶ୍ ଜଣାଶୁଣା। ୧୯୭୩ ଜୁଲାଇ ୨୩ରେ ହିମେଶଙ୍କ ଜନ୍ମ। ଗାୟକ ହେବା…
ରଜନୀକାନ୍ତ ଚଳାଉଛନ୍ତି ଏହି ଦାମୀ ଗାଡ଼ି, ଦାମ୍ ରହିଛି…
ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ଥିବାରୁ ସେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କର ଦେଶୀ ଷ୍ଟାଇଲ୍ ପାଇଁ ସେ ମଧ୍ୟ ଦର୍ଶକଙ୍କ…
ବୋଲ୍ଡ ଫଟୋ ଶେୟାର କଲେ ବିପାଶା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ବିପାଶା ବସୁ କରନ ସିଂ ଗ୍ରୋଭରଙ୍କୁ ବିବାହ କରିବା ପରେ ଆଉ ଫିଲ୍ମ ଦୁନିଆରେ ଦେଖିବାକୁ ମିଳୁନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେ ବେଶ୍ ସକ୍ରିୟ ରହୁଛନ୍ତି। ବିପାଶା ନିକଟରେ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଏବଂ…
ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଗୋଟିଏ ପାଦ ଆଗେଇଲେ ସୋନୁ: ଏହି ଆପ୍ ଜରିଆରେ ଯୋଗାଇବେ ରୋଜଗାର
ମୁମ୍ବାଇ: କରୋନା ଲକ୍ଡାଉନ ସମୟରେ ଦେବଦୂତ ସାଜି ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟ ଓ ଘରକୁ ପଠାଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍ ଅଭିନେତା ସୋନୁ ସୁଦ। ଏବେ ପୁଣି ପ୍ରବାସୀଙ୍କ ପାଇଁ ସେ ଆଉ ଏକ ପଦକ୍ଷେପ ଗ୍ରହଣ…
ମାତ୍ର ୨୮ ବର୍ଷ ବୟସରେ ହାସଲ କରିଛନ୍ତି ଅନେକ ସଫଳତା: କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ
ପପ୍ ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜଙ୍କ ଜୁଲାଇ ୨୨ରେ ଜନ୍ମଦିନ। ସେ ଏବେ ୨୮ ବର୍ଷରେ ପାଦଦେଇଛନ୍ତି। ସେ ଜଣେ ପ୍ରସିଦ୍ଧ ଗାୟିକା। ସେଲିନା ‘ଗୁଡ ଫର ୟୁ’, ‘ସେମ୍ ଓଲ୍ଡ ଲଭ୍ ’ ଏବଂ ‘ବ୍ୟାକ୍ଟୁ ୟୁ’ ଭଳି…
କରେନା ପଜିଟିଭ୍ ସ୍ତ୍ରୀଙ୍କ ଏଭଳି ଅବସ୍ଥା ଦେଖି ସାରା ରାତି କାନ୍ଦିଲେ ଏହି ଅଭିନେତା
ବମ୍ବେ: ଅଭିନେତା ହିମାଂଶୁ ସୋନୀଙ୍କ ସ୍ତ୍ରୀ ଶୀତଲ ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ହେଲେ ସଂକ୍ରମିତ ହେବା ମଧ୍ୟରେ ଏଭଳି ଏକ ସମୟ ଆସିଥିଲା ଯେଉଁ ସମୟରେ ହିମାଂଶୁ ଶୀତଲଙ୍କୁ ହରାଇ ଦେବା…
ସୁଶାନ୍ତଙ୍କ କ୍ରେଡିଟ୍ କାର୍ଡ ଏକ ବର୍ଷ ଧରି ବ୍ୟବହାର କରୁଥିଲେ ରିୟା ଚକ୍ରବର୍ତ୍ତୀ: ପୋଲିସ ଆଗରେ କଲେ ସ୍ବୀକାର
ମୁମ୍ବାଇ, ୨୨।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ତଦନ୍ତରେ ପ୍ରତିଦିନ ନୂଆ କଥା ଶୁଣିବାକୁ ମିଳୁଛି। ଏବେ ସୋସିଆଲ୍ ମିଡ଼ିଆରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ପୋଲିସ ଆଗରେ ଦେଇଥିବା ବୟାନ ନେଇ ଚର୍ଚ୍ଚା ଜାରି ରହିଛି। ରିୟାଙ୍କ…
Archives


