ଏହି ଦିନରେ ରିଲିଜ୍ ହେବ ଗୁଞ୍ଜନ ସକ୍ସସେନା ବାୟୋପିକର ଟ୍ରେଲର
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଞ୍ଜନ ସକ୍ସସେନା: ଦ କାର୍ଗିଲ ଗର୍ଲ’ ବାୟୋପିକ୍ ଖୁବ୍ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଅଗଷ୍ଟ ୧୨ରେ ଏହି ଫିଲ୍ମ ନେଟ୍ଫ୍ଲିକ୍ସରେ ରିଲିଜ୍ ହେବ। ତେବେ ଏହା ପୂର୍ବରୁ ଅଗଷ୍ଟ ୧ରେ ଏହାର…
ଆମେରିକାରେ ରହି ଚାଷ କରୁଛନ୍ତି ଏହି ନାୟିକା
ଲସ୍ ଆଞ୍ଜେଲସ୍: ବଲିଉଡ୍ର ଡିମ୍ପଲ ଗର୍ଲ ପ୍ରିତି ଜିଣ୍ଟା ଏବେ ବିଦେଶରେ ରହୁଛନ୍ତି। ଏହି ବିବାହିତା ନାୟିକା ଜଣକ ଆମେରିକାର ଲସ୍ ଆଞ୍ଜେଲସରେ ରହୁଥିବା ବେଳେ ସେଠାରେ ସେ ଚାଷ କରୁଥିବା ଜଣାପଡିଛି। ନିକଟରେ ପ୍ରିତି ଦୁଇଟି ଭିଡିଓ ସୋସିଆଲ ମିଡିଆରେ…
ଏହି ଅଭିନେତ୍ରୀଙ୍କୁ ବଲିଉଡ୍ର ‘ବିଷକନ୍ୟା’ କହିଲେ ମନ୍ତ୍ରୀ
ପାଟନା,୩୧।୭:ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍ ତଥା ରିୟା ଚକ୍ରବର୍ତ୍ତୀଙ୍କୁ ବିଷକନ୍ୟା ଆଖ୍ୟା ଦେଇଛନ୍ତି ବିହାର ସରକାରରେ ଯୋଜନା ଏବଂ ବିକାଶ ମନ୍ତ୍ରୀ ଥିବା ମହେଶ୍ୱର ହଜାରୀ। ସୁଶାନ୍ତଙ୍କ ଆତ୍ମହତ୍ୟାରେ ଫଶିଯାଇଥିବା ରିୟା ଜଣେ ସୁପାରି କିଲର୍, ସେ…
କିଆରା@୨୮: ଏମ୍ ଏସ୍ ଧୋନୀ ନୁହେଁ, ଏହି ଫିଲ୍ମରୁ କରିଥିଲେ ବଲିଉଡ୍ରେ ଡେବ୍ୟୁ; ଜାଣନ୍ତୁ….
ବଲିଉଡ୍ର ଜଣେ ପରିଚିତ ତଥା ସଫଳ ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ନିଜର ସନ୍ଦର୍ଯ୍ୟ ଏବଂ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଆଜି ହେଉଛି ଏହି ଅଭିନେତ୍ରୀଙ୍କର ଜନ୍ମଦିନ। ୧୯୯୨ରେ ଜନ୍ମିତ କିଆରା…
ସମ୍ବଲପୁରୀ ଶାଢ଼ି ପିନ୍ଧି ଏମିତି କହିଲେ ଅଭିନେତ୍ରୀ ବିଦ୍ୟା ବାଲାନ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ ଏବେ ସମ୍ବଲପୁରୀ ଶାଢ଼ି ପ୍ରେମରେ ପଡ଼ିଛନ୍ତି। ଫିଲ୍ମ ‘ଶକୁନ୍ତଳା ଦେବୀ’ର ଇ-ପ୍ରମୋଶନ ଅବସରରେ ଏକ ସ୍ବତନ୍ତ୍ର ସମ୍ବଲପୁରୀ ଶାଢ଼ି ପିନ୍ଧି ସେ ବେଶ୍ ଖୁସି ଜଣାପଡୁଛନ୍ତି। ଏହାର ଏକ ଫଟୋ ବିଦ୍ୟା ତାଙ୍କ ଇନ୍ଷ୍ଟାଗ୍ରାମରେ…
ଶେଷରେ ମାନିଲେ ରିୟା, ସୁଶାନ୍ତଙ୍କ ସହ ଏମିତି…
ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ତଥାକଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ସୁଶାନ୍ତଙ୍କ ପିତା ବିହାର ଥାନାରେ ଏତଲା ଦେବାପରେ ମାମଲା ଆହୁରି ଜଟିଳ ହୋଇପଡିଛି। ରିୟା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚି ମାମଲାର…
ଓ୍ବିଙ୍ଗ୍ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍ରେ ନଜର ଆସିବେ ଫରହାନ
ବଲିଉଡ୍ରେ ଓ୍ବିଙ୍ଗ୍ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍ ନିର୍ମାଣକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ହେଉଛି। ଫିଲ୍ମର ପ୍ରମୁଖ ଚରିତ୍ର ପାଇଁ ଶାହାରୁଖ୍ ଖାନ୍ଙ୍କଠାରୁ ଆମୀର ଖାନ୍, ଭିକି କୌଶଲଙ୍କ ନାମ ସମ୍ମୁଖକୁ ଆସିସାରିଛି। ହେଲେ ଏହି ଚରିତ୍ର…
ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସ ଉପରେ ପ୍ରଶ୍ନ ଉଠାଇଲା ଭାଜପା, ସିବିଆଇ ଯାଞ୍ଚ ଦାବି
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଭାଜପା। ମହାରାଷ୍ଟ୍ରର ଭାଜପା ନେତା ଆଶିଷ ଶେଲାର ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି। ପୋଲିସ ଦେଖାଉଥିବା ତଥ୍ୟ…
ସୁଶାନ୍ତଙ୍କ ପ୍ରେମକୁ ନେଇ ଏମିତି କହିଲେ ଅଙ୍କିତା
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆପଣ ସମସ୍ତେ ଜାଣିଥିବେ ଯେ ରିୟା ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କ ସ୍ଥାପନ ପୂର୍ବରୁ ସୁଶାନ୍ତ ଅଙ୍କିତା ଲୋଖଣ୍ଡେଙ୍କୁ ଡେଟ୍ କରୁଥିଲେ। ବର୍ତ୍ତମାନ ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତଙ୍କ…
ସୁଶାନ୍ତ କାହା ଫୋନ୍ ଉଠାଇବେ ସ୍ଥିର କରୁଥିଲେ ରିୟା, ଛାଇ ଭଳି ରଖୁଥିଲେ ନଜର
ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମୃତ୍ୟୁ ମାମଲା ଦିନକୁ ଦିନ ରୋଚକ ମୋଡ ନେଉଛି। ଏବେ କାଠଗଡ଼ାରେ ଫସିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ବାପା କେ.କେ. ସିଂହ ରିୟାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ରିୟା ଏହା ବିରୋଧରେ…
ମତ୍ର ୪ ବର୍ଷ ବୟସରୁ ବାପାଙ୍କ ସହ ବିବାହ ପାର୍ଟିରେ ଗୀତ ଗାଉଥିଲେ ସୋନୁ ନିଗମ: ଏମିତି ହେଲେ ଦାମୀ ସିଙ୍ଗର
ଗାୟକ ସୋନୁ ନିଗମ ୩୦ ଜୁଲାଇ ୧୯୭୩ ମସିହାରେ ହରିୟାଣାର ଫରିଦାବାଦରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ସୋନୁଙ୍କ ନଜର ସଙ୍ଗୀତ ପ୍ରତି ଥିଲା। ସେ ତାଙ୍କ ବାପାଙ୍କଠାରୁ ଏହି କୌଶଳ ପାଇଥିଲେ। ଯଦିଓ ସେ ବର୍ତ୍ତମାନ ବଲିଉଡର ଜଣାଶୁଣା ଗାୟକଙ୍କ ମଧ୍ୟରୁ…
ଓଡ଼ିଆ ଝିଅ ଅପ୍ସରା ରାନୀଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର୍ ରିଲିଜ୍: ଦେଖନ୍ତୁ..
ଭୁବନେଶ୍ୱର: ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଅପସରା ରାନୀ ଓରଫ ଅଙ୍କିତା ମହାରଣାଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର। ୨.୪୩ ମିନିଟ୍ର ଏହି ଟ୍ରେଲରକୁ ଭରପୁର ଭଲପାଇବା ମିଳୁଛି। ଦର୍ଶକେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ନିଜର…
Archives


