ଏହି ଅଭିନେତ୍ରୀଙ୍କୁ ବଲିଉଡ୍‌ର ‘ବିଷକନ୍ୟା’ କହିଲେ ମନ୍ତ୍ରୀ

ପାଟନା,୩୧।୭:ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ତଥା ରିୟା ଚକ୍ରବର୍ତ୍ତୀଙ୍କୁ ବିଷକନ୍ୟା ଆଖ୍ୟା ଦେଇଛନ୍ତି ବିହାର ସରକାରରେ ଯୋଜନା ଏବଂ ବିକାଶ ମନ୍ତ୍ରୀ ଥିବା ମହେଶ୍ୱର ହଜାରୀ। ସୁଶାନ୍ତଙ୍କ ଆତ୍ମହତ୍ୟାରେ ଫଶିଯାଇଥିବା ରିୟା ଜଣେ ସୁପାରି କିଲର୍‌, ସେ ହିଁ ସୁଶାନ୍ତଙ୍କ ଜୀବନ ନେଇଛନ୍ତି ବୋଲି ସେ କହିଛନ୍ତି। ନିଜ ଇଚ୍ଛା ପୂରଣ ପାଇଁ ସେ ଆଗକୁ ଅନେକ ଲୋକଙ୍କ ଜୀବନ ନେବେ। ଏପରି ସୁପାରି କିଲକୁ ଖୁବଶୀର୍ଘ କଡା ଦଣ୍ଡ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତ ସିଂ ଆତ୍ମହତ୍ୟା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ସୁଶାନ୍ତଙ୍କ ପିତା ବିହାର ଥାନାରେ ଏତଲା ଦେବାପରେ ମାମଲା ଆହୁରି ଜଟିଳ ହୋଇପଡିଛି। ରିୟା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଅପିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳ ଏମପି, କହିଲେ ଆମେ ମଣିପୁର ପ୍ରସଙ୍ଗରେ ଚାହୁଁଛୁ ଆଲୋଚନା…

ନୂଆଦିଲ୍ଲୀ,୨।୮ : ବୁଧବାର ବିରୋଧୀ ଏମପିମାନେ ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଏହି ସମୟରେ ବିରୋଧୀ ଏମପିମାନେ ମଣିପୁରର ପରିସ୍ଥିତି ସମ୍ପର୍କରେ ରାଷ୍ଟ୍ରପତିଙ୍କୁ...

ଘର ବିକିଦେଲେ ବିଗ୍‌ ବି! ଜାଣନ୍ତୁ କେତେ କୋଟିରେ ହେଲା ଡିଲ୍‌

ବମ୍ବେ: ଘର ବିକିଲେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ। ଦକ୍ଷିଣ ଦିଲ୍ଲୀର ଗୁଲମୋହର ପାର୍କରେ ଥିବା ନିଜ ଘରକୁ ବିକିଛନ୍ତି ସେ। ଉକ୍ତ ଘରେ ବିଗ୍‌ବିଙ୍କର...

୫-ଜି ବିରୋଧରେ ଜୁହି

ଟେଲିକମ୍ୟୁନିକେଶନ ଇଣ୍ଡଷ୍ଟ୍ରିଗୁଡ଼ିକ ୫-ଜି ଟେକ୍ନୋଲୋଜି ଆଣିବା ଦୌଡ଼ରେ ସାମିଲ ହୋଇଥିବାବେଳେ ଭାରତରେ ଏହି ନେଟ୍‌ଓ୍ବର୍କ ବ୍ୟବସ୍ଥା ବିରୋଧରେ ବାହାରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ପରିବେଶ କର୍ମୀ...

ମଣିପୁରରେ ହଜାର ହଜାର ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ

ଇମ୍ଫାଲ,୨୦ା୭: ମଣିପୁରରେ ଦୀର୍ଘ ଅଢ଼େଇମାସ ଧରି ସଂଘର୍ଷ ଲାଗି ରହିଥିବା ବେଳେ ୨ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନକରି ରାସ୍ତାରେ ବୁଲାଯାଇଥିବା ଭିଡିଓ ଭାଇରାଲ ହୋଇଛି। ଏହି...

ଲୁଟ୍‌ର ଶିକାର ହେଲେ ଏହି ଅଭିନେତା

ଟିଭି ଧାରାବାହିକ ‘ହାପ୍ପୁକି ଉଲଟନ୍‌ ପଲଟନ’ରେ କମଲେଶ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସଞ୍ଜୟ ଚୌଧୁରୀ ଦିନ ଦୁଇପହରରେ ଲୁଟ୍‌ର ଶିକାର ହୋଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ରେ...

ସମ୍ବିଧାନର ସୁରକ୍ଷା ପାଇଁ ଶେଷନିଶ୍ୱାସ ପର୍ଯ୍ୟନ୍ତ ଲଢିବି: ମମତା

କୋଲକାତା,୭।୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ସେଣ୍ଟ ଜାଭିୟର ବିଶ୍ୱବିଦ୍ୟାଳୟର ଚତୁର୍ଥ ବାର୍ଷିକୀ ସମାରୋହରେ ତାଙ୍କୁ ଏହି ଉପାଧି ଦିଆଯାଇଛି।...

ନିଜ ବାୟୋପିକ୍‌କୁ ନେଇ କ’ଣ କହିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ମାତ୍ର ୨୮ ବର୍ଷ ବୟସରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମରୁ ସେ ଜଣେ ୬୫ ବର୍ଷ...

ନିଜକୁ ଗୁଳି ମାରିଲେ ବ୍ୟକ୍ତି: ସୁଇସାଇଡ୍‌ ନୋଟ୍‌ ଭାଜପା ବିଧାୟକଙ୍କ ସମେତ ୬ ଜଣଙ୍କ ନାଁ

ବେଙ୍ଗାଲୁରୁ,୨।୧:କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଜଣେ ୪୭ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଛାଡି ଦିଆଯାଇଥିବା ସୁଇସାଇଡ୍‌ ନୋଟ୍‌ରେ ମୃତ ବ୍ୟକ୍ତି ଜଣଙ୍କ ଭାରତୀୟ ଜନତା ପାର୍ଟି...

Advertisement
Archives

Model This Week