ମୃତ୍ୟୁ ପୂର୍ବରୁ କରୋନା ସମ୍ପର୍କିତ ସ୍ବତନ୍ତ୍ର ଆପ୍ ଉପରେ କାମ କରୁଥିଲେ ସୁଶାନ୍ତ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ସହ ଜଡିତ ଅନେକ ଲୋକ ବର୍ତ୍ତମାନ ଖୋଲାଖୋଲି ଭାବେ କଥା ହେଉଛନ୍ତି। ଏହି ସମୟରେ ଫିଲ୍ମ ‘ଏମ୍ ଏସ୍ ଧୋନୀ: ଦି…
ଶୋଇବା ପୂର୍ବରୁ ଏହି କାମ କରିଥାନ୍ତି କରିନା କପୁର
ବଲିଉଡ୍ ଅଭିନେତ୍ରୀ କରିନା କପୁର ପୁଣିଥରେ ମା’ ହେବାକୁ ଯାଉଛନ୍ତି। ନିକଟରେ ସ୍ବାମୀ ସୈଫ୍ ଅଲ୍ଲୀ ଖାନ୍ ଏହି ଖୁଲାସା କରିଥିଲେ। ତେବେ ସୈଫ୍ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ଏହି ଯୋଡିଙ୍କୁ ନେଇ ଏବେ ଏକ ମଜାଦାର…
ସୁଶାନ୍ତଙ୍କ ଅନ୍ତିମ ସଂସ୍କାରବେଳେ ଦୁଃଖୀ ନ ଥିଲେ ସିଦ୍ଧାର୍ଥ ପିଠାନୀ
ମୁମ୍ବାଇ,୨୩।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସିବିଆଇ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ଓ ଅନ୍ୟ ମାନଙ୍କୁ ଜେରା କରୁଥିବାବେଳେ ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ତଥା ଭାଜପା ବିଧାୟକ…
ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ସହ ବଲିଉଡ୍ କଳାକାରମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି। ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମଧ୍ୟ…
ଇଣ୍ଟରନେଟ୍ରେ ଭାଇରାଲ ହେଉଛି ଏହି ଷ୍ଟାରକିଡ୍ଙ୍କ ଫଟୋ: ହୃଦୟ ଜିତୁଛି ଭଉଣୀଭାଇଙ୍କ ଯୋଡ଼ି
ବମ୍ବେ: ବଲିଉଡ୍ର ହିଟ୍ ଷ୍ଟାରକିଡ୍ଙ୍କ ମଧ୍ୟରୁ ସୈଫ ଲଳନା ସାରା ଅଲ୍ଲୀ ଖାନ ଏବଂ ପୁଅ ଇବ୍ରାହିମ ଅନ୍ୟତମ। ସୋସିଆଲ ମିଡିଆରେ ଉଭୟଙ୍କ ଫଲୋଅର୍ସ ମଧ୍ୟ ଅଧିକ। ଏପରିସ୍ଥଳେ ଦୁଇ ଦିନ ଭିତରେ ପୋଷ୍ଟ କରିଥିବା କଳାଧଳା ଫଟୋକୁ ନେଇ ଉଭୟ…
ତିନି ପିଲାଙ୍କ ପିତାଙ୍କ ପ୍ରେମରେ ପଡିଥିଲେ ସାଇରା
ମୁମ୍ବାଇ: ବଲିଉଡ୍ ଦୁନିଆରେ ନିଜର ଦମଦାର ଅଭିନୟକୁ ନେଇ ଦର୍ଶକଙ୍କ ନିକଟତର ହୋଇଥିବା ବିଗତ ଦିନର ନାୟିକା ପାଳନ କରିଛନ୍ତି ତାଙ୍କ ୭୬ ତମ ଜନ୍ମଦିନ। ଏବେ ସେ ତାଙ୍କର ସମସ୍ତ ସମୟ ସ୍ବାମୀ ଦିଲିପ କୁମାରଙ୍କ ସହ କାଟୁଛନ୍ତି। ଦିଲିପ…
ପଶୁପକ୍ଷୀଙ୍କୁ ଖୁବ୍ ଭଲପାଆନ୍ତି ବାଣୀ
ମୁମ୍ବାଇ: ବଲିଉଡ୍ ସୁନ୍ଦରୀ ବାଣୀ କପୁର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ୨୩ ଅଗଷ୍ଟ ୧୯୮୮ରେ ଜନ୍ମ ନେଇଥିବା ଏହି ନାୟିକା ଏବେ କିଛି ନା କିଛି କାରଣ ପାଇଁ ଆସି ଯାଉଛନ୍ତି ଚର୍ଚ୍ଚାକୁ। ଦିଲ୍ଲୀରେ ଜନ୍ମ ନେଇଥିବା ବାଣୀ ଟୁରିଜିମରେ…
ଲକ୍ଡାଉନରେ ଗରିବ ହୋଇଗଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜରିନ ଖାଁ ଏବେ କାମ ଅପେକ୍ଷାରେ। ଯେତେଶୀଘ୍ର କାମ ଆରମ୍ଭ ହେବ ତାହା ତାଙ୍କ ପାଇଁ ଭଲ ବୋଲି ସେ କହିଛନ୍ତି। କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୫…
ଚାଞ୍ଚଲ୍ୟକର ବୟାନ ଦେଲେ ସୁଶାନ୍ତଙ୍କ ପଡୋଶୀ: ୧୩ ଜୁନ ରାତିରେ ବନ୍ଦ ଥିଲା ରୁମ ଲାଇଟ୍
ମୁମ୍ବାଇ,୨୨।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ମାମଲାରେ ଏକ ନୂଆ ତଥ୍ୟ ପୁଣି ସାମ୍ନାକୁ ଆସିଛି। ୧୩ ଜୁନ ରାତିରେ ବନ୍ଦ ଥିଲା ସୁଶାନ୍ତଙ୍କ ରୁମ ଲାଇଟ୍।…
ହୀରା ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ଛନ୍ଦି ହୋଇଥିଲେ ଏହି ଅଭିନେତ୍ରୀ: ଆଉ ତା’ ପରେ..
ବମ୍ବେ: ଟେଲିଭିଜନ ଦୁନିଆରେ ଗୋପି ବୋହୁ ନାମରେ ପରିଚିତ ଦେବୋଲିନା ଭଟ୍ଟାଚାର୍ଯ୍ୟ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏବେ ଆଗଧାଡ଼ିର ଅଭିନେତ୍ରୀ ପାଲଟିଥିବା ଦେବୋଲିନାଙ୍କ ନାମ ପୂର୍ବରୁ ଏକାଧିକ ବିବାଦରେ…
ଗୋଟିଏ ବର୍ଷରେ ୧୪ ହିଟ୍ ଫିଲ୍ମ ଦେଇ ବିଗ୍ ବିଙ୍କୁ ପଛରେ ପକାଇଥିଲେ ଚିରଞ୍ଜିବ
ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବ ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୨ ଅଗଷ୍ଟ ୧୯୫୫ରେ ଆନ୍ଧ୍ର ପ୍ରଦେଶରେ ଜନ୍ମ ନେଇଥିଲେ ଏହି ସୁପରଷ୍ଟାର। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଠାରୁ ବଲିଉଡ୍ ପର୍ଯ୍ୟନ୍ତ ସେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିପାରିଛନ୍ତି।…
ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଉପରେ ନିର୍ମାଣ ହେଲା ଫିଲ୍ମ: ‘ପ୍ରକାଶ ଦୁବେ କାନପୁର ଓ୍ବାଲା’ ର ଟ୍ରେଲର ରିଲିଜ
ମୁମ୍ବାଇ: ଉତ୍ତର ପ୍ରଦେଶ ପୋଲିସର ନିଦ ହଜାଇ ଦେଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କର ପୋଲିସ ଏନକାଣ୍ଟରରେ ମୃତ୍ୟୁ ହୋଇଛି ସତ। ହେଲେ ତାଙ୍କ ନାଁର ଚର୍ଚ୍ଚା ଏତେ ମାତ୍ରାରେ ହୋଇଛି ଯେ ଫିଲ୍ମ ନିର୍ମାତା ଏହାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ…
Archives


