ଧର୍ମା ପ୍ରଡକ୍ସନର ଏକ୍ଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷୀତିଜ ପ୍ରସାଦଙ୍କୁ ଗିରଫ କଲା ଏନ୍ସିବି
ମୁମ୍ବାଇ,୨୬।୯-ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଧର୍ମା ପ୍ରଡକ୍ସନର ଏକ୍ଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷୀତିଜ ରବି ପ୍ରସାଦଙ୍କୁ ଏନ୍ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଶନିବାର ଗିରଫ କରିଛି। ଦିନକ ପୂର୍ବରୁ କ୍ଷୀତିଜଙ୍କୁ ଏନସିବି ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା। ଡ୍ରଗ୍ସ ଡିଲରଙ୍କଠାରୁ ଡ୍ରଗ୍ସ ନେବା…
ଦୀପିକାଙ୍କୁ ଜେରା ସମୟରେ ଏସବୁ ପ୍ରଶ୍ନ ପଚାରିଥିଲା ଏନ୍ସିବି, ଜାଣନ୍ତୁ କ’ଣ ଦେଇଥିଲେ ଉତ୍ତର
ମୁମ୍ବାଇ,୨୬ା୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍ରେ ଡ୍ରଗ୍ସ କାରବାର ଲିଙ୍କ୍ ଥିବା ଜଣାପଡ଼ିବା ପରେ ଏନ୍ସିବି ବଲିଉଡ୍ର ଅଭିନେତ୍ରୀ ଅଭିନେତାମାନଙ୍କୁ ମାରାଥନ ଜେରା କରୁଛି। ଏହି କ୍ରମରେ ଶନିବାର ସକାଳେ ଏନ୍ସିବି ନିକଟରେ ହାଜର ହୋଇଥିଲେ ଦୀପିକା ପାଦୁକୋନ।…
ଶିଳ୍ପା ଶେଟ୍ଟୀଙ୍କ ପୁଅ ଭିଆନ ଭଉଣୀ ପାଇଁ ତିଆରି କଲେ କେକ୍
ମା’ ହେବାର ଅନୁଭବ ସବୁ ମହିଳାଙ୍କ ପାଇଁ ସ୍ବତନ୍ତ୍ର। ଅଧିକାଂଶ ମହିଳା ସେମାନଙ୍କର ପ୍ରଥମ ସନ୍ତାନ ଭାବେ ପୁଅ ଚାହିଁଥାନ୍ତି। ହେଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସବୁବେଳେ ଝିଅ ଚାହୁଁଥିଲେ। କିନ୍ତୁ ତାହା ହୋଇପାରିଲା ନାହିଁ। ପ୍ରଥମ ସନ୍ତାନ ଭାବେ…
ଏନ୍ସିବିରେ ହାଜର ହେଲେ ସାରା
ମୁମ୍ବାଇ,୨୬ା୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପଚରାଉଚରା ପାଇଁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ନାର୍କୋଟିକ୍ସ ସେଣ୍ଟ୍ରାଲ ବ୍ୟୁରୋ (ଏନ୍ସିବି)ରେ ହାଜର ହୋଇଛନ୍ତି। ଏନ୍ସିବି ପକ୍ଷରୁ ଡାକରା ପାଇ ଏହି ଅଭିନେତ୍ରୀ ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି। ତାଙ୍କ…
ସଞ୍ଜୟଙ୍କ ନୂଆ ଲୁକ୍ ଦେଖି ଖୁସି ହେଲେ ପ୍ରଶଂସକ
ମୁମ୍ବାଇ: ବଲିଉଡ୍ ନାୟକ ସଞ୍ଜୟ ଦତ୍ତ ନିକଟରେ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ହେବା ଖବର ହଠାତ୍ ସମସ୍ତଙ୍କୁ ଚମକାଇ ଦେଇଥିଲା । ହେଲେ ଏହା ଜଣାପଡିବା ପରେ ସଞ୍ଜୟ ଏହାର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ଏବେ ସଞ୍ଜୟ କିଛିଦିନର…
ଅଡୁଆରେ କରନଙ୍କ ଧର୍ମା ପ୍ରଡକ୍ସନ
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ । ହେଲେ ଏପଟେ ଏହି ମାମଲା ସହ ଯୋଡି ହୋଇ ଯାଇଛି ଡ୍ରଗ୍ସ ମାମଲା । ଏହି…
ଡ୍ରଗ୍ସ ମାମଲା: ଏନ୍ସିବି କାର୍ଯ୍ୟାଳୟ ପହଞ୍ଚିଲେ ଦୀପିକା, ସାରା-ଶ୍ରଦ୍ଧାଙ୍କୁ ହୋଇପାରେ ଜେରା
ମୁମ୍ବାଇ,୨୬ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ବଲିଉଡ୍ର କେତେଜଣ ନାମୀଦାମୀ ବ୍ୟକ୍ତି ବିଶେଷ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବିବି) ରାଡାରରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ବଲିଉଡ୍ ନାୟିକା…
ପୁଣିଥରେ ରାମ-ଲଖନଙ୍କୁ ନେଇ ଫିଲ୍ମ ତିଆରି କରିବେ ସୁଭାଷ
ମୁମ୍ବାଇ: ଦୀର୍ଘ ୩୧ ବର୍ଷ ପରେ ପୁଣିଥରେ ରାଭ-ଲଖନ ଯୋଡିଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ ସୁଭାଷ ଘାଇ । ୩୧ ବର୍ଷ ପୂର୍ବରୁ ସେ ବଲିଉଡ୍ ନାୟକ ଜ୍ୟାକି ଶ୍ରଫ ଓ ଅନୀଲ କପୁରଙ୍କୁ…
ସଲମାନଙ୍କୁ ସୁପରଷ୍ଟାର କରିଥିଲା ବାଲାସୁବ୍ରମଣ୍ୟଙ୍କ ଗୀତ
ମୁମ୍ବାଇ: ନିଜର ମଖମଲି ସ୍ୱରରେ ଶ୍ରୋତାଙ୍କ ହୃଦୟରେ ଘର କରିଥିବା ଗାୟକ ଏସ୍ପି ବାଲାସୁବ୍ରମଣ୍ୟମଙ୍କର ଶୁକ୍ରବାର ୭୪ ବର୍ଷ ବୟସରେ ପରଲୋକ ହୋଇଛି । ସେ ଅଗଷ୍ଟ ପ୍ରଥମ ସପ୍ତାହରେ କରୋନାରେ ସଂକ୍ରମିତ ହେବା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ…
ରାଗିଗଲେ ଅନୁଷ୍କା: ଗାଭାସ୍କରଙ୍କୁ ଦେଲେ ଏମିତି ଜବାବ
ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୧୩ତମ ସଂସ୍କରଣ ଖେଳ ଚାଲୁରହିଛି। ଗତ ଗୁରୁବାର ଏହି ଟୁର୍ନାମେଣ୍ଟର ଷଷ୍ଠ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କିଙ୍ଗସ୍ ଏକାଦଶ ପଞ୍ଜାମ ମଧ୍ୟରେ ଖେଳାଯାଇଥିଲା ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ…
ପକ୍ଷାଘାତରେ ଆକ୍ରାନ୍ତ ହେଲେ ଏହି ଅଭିନେତ୍ରୀ
ହିଟଲର ଦିଦି, କୁବୁଲ ହୈ, ଇଶ୍କବାଜ ଏବଂ ତେନାଲୀ ରାମା ଭଳି ଧାରାବାହିକରେ କାମ କରିସାରିଥିବା ଟିଭି ଅଭିନେତ୍ରୀ ନିଶି ସିଂ ଭଦଲି ଫେବୃୟାରୀ ୨୦୧୯ରୁ ସ୍ବାସ୍ଥ୍ୟଗତ ସମସ୍ୟାରେ ସଂଘର୍ଷ କରୁଛନ୍ତି। ଏବେ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଚିକିତ୍ସାରେ…
ମୁମ୍ବାଇ ଛାଡି ହରିୟାଣାରେ ରହିବେ କରୀନା-ସୈଫ୍: ଜାଣନ୍ତୁ କାହିଁକି ନେଲେ ଏପରି ନିଷ୍ପତ୍ତି
କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ଶେଷ ହେବାପରେ ଏବେ ସମସ୍ତେ ପୁଣିଥରେ କାମକୁ ଫେରିଛନ୍ତି। ବନ୍ଦ ରହିଥିବା ବଲିଉଡ୍ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଅଭିନେତ୍ରୀ କରୀନା କପୁର ଫିଲ୍ମ ‘ଲାଲ ସିଂ ଚଡ୍ଢ଼ା’ର ଶୁଟିଂ ପାଇଁ…

