ଧର୍ମା ପ୍ରଡକ୍ସନର ଏକ୍‌ଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷୀତିଜ ପ୍ରସାଦଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୨୬।୯-ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଧର୍ମା ପ୍ରଡକ୍ସନର ଏକ୍‌ଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷୀତିଜ ରବି ପ୍ରସାଦଙ୍କୁ ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଶନିବାର ଗିରଫ କରିଛି। ଦିନକ ପୂର୍ବରୁ କ୍ଷୀତିଜଙ୍କୁ ଏନସିବି ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା। ଡ୍ରଗ୍ସ ଡିଲରଙ୍କଠାରୁ ଡ୍ରଗ୍ସ ନେବା ଅଭିଯୋଗରେ ଏନ୍‌ସିବି କ୍ଷୀତିଜଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୂର୍ବରୁ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କ ସହ ନିଜକୁ ତୁଳନା କଲେ ମଲ୍ଲିକା: କହିଲେ ମୁଁ ଚରିତ୍ରହୀନା ଆଉ ସେ…

ବମ୍ବେ: ‘ଜିନା ସିର୍ଫ ମେରେ ଲିଏ’ ଏବଂ ‘ମର୍ଡର’ ଭଳି ଫିଲ୍ମରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ। ହେଲେ ‘ମର୍ଡର’ରେ...

ଏକ ସପ୍ତାହ କାଜଲଙ୍କ ସହ କଥା ହୋଇ ନଥିଲେ ବାପା

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହା ପ୍ରସ୍ତାବକୁ...

ଶାହାରୁଖ ଖାନଙ୍କ ନାୟିକା କରୋନା ପଜିଟିଭ

ମୁମ୍ବାଇ,୧୩।୧୨-ପାକିସ୍ତାନୀ ଅଭିନେତ୍ରୀ ମହିରା ଖାନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ନିଜେ ମାହିରା ରବିବାର ସୋସିଆଲ...

ରାନୀଙ୍କ ନୂଆ ଯୋଜନା

ରାନୀ ପ୍ରିୟଦର୍ଶିନୀ। ନିଜ ରିଲ୍‌ ଲାଇଫକୁ ନେଇ ସେ ବେଶ୍‌ ସଚେତନ। ‘କଟି ପତଙ୍ଗ’ରେ ଅଭିନୟ କରିବା ପରେ ଏଣିକି ଦେଖିଚାହିଁ ପାଦ ପକାଇବେ ବୋଲି...

ପୁଣି ଥରେ ଏହି ଅଭିନେତ୍ରୀଙ୍କ ଫଟୋ ସୋସିଆଲ ଲଗାଇଲା ନିଆଁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜର ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୋସିଆଲ ମିଡିଆରେ ମଲାଇକା କିଛି ଫଟୋ...

ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ...

ଲୁଚିଛପି ବିବାହ କଲେ ସିଦ୍ଧାର୍ଥ-ଶେହନାଜ!

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଏବଂ ଶୋ’ରେ ନଜର ଆସିଥିବା ପଞ୍ଜାବର କ୍ୟାଟ୍ରିନା କୈଫ୍‌ ଅର୍ଥାତ୍‌ ସେହେନାଜ୍‌...

ଏହି ଅଭିନେତ୍ରୀଙ୍କ ପିତାଙ୍କୁ ହତ୍ୟା ଧମକ

ମୁମ୍ବାଇ: ବିଗ୍‌ ବସ୍‌-୧୩ ପରଠାରୁ ଅଭିନେତ୍ରୀ ଶେହନାଜ ଗିଲ୍‌ କ୍ରମାଗତ ଭାବେ ଚର୍ଚ୍ଚାରେ ରହିଆସୁଛନ୍ତି। ସମସ୍ତେ ତାଙ୍କ ଷ୍ଟାଇଲ୍‌ ଏବଂ ସୌନ୍ଦର୍ଯ୍ୟରେ ପାଗଳ। ଖୁବ୍‌ଶୀଘ୍ର ଶେହନାଜ...

Advertisement
Archives

Model This Week