ପକ୍ଷାଘାତରେ ଆକ୍ରାନ୍ତ ହେଲେ ଏହି ଅଭିନେତ୍ରୀ

ହିଟଲର ଦିଦି, କୁବୁଲ ହୈ, ଇଶ୍କବାଜ ଏବଂ ତେନାଲୀ ରାମା ଭଳି ଧାରାବାହିକରେ କାମ କରିସାରିଥିବା ଟିଭି ଅଭିନେତ୍ରୀ ନିଶି ସିଂ ଭଦଲି ଫେବୃୟାରୀ ୨୦୧୯ରୁ ସ୍ବାସ୍ଥ୍ୟଗତ ସମସ୍ୟାରେ ସଂଘର୍ଷ କରୁଛନ୍ତି। ଏବେ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ସରିଲାଣି। ପରିସ୍ଥିତି ଏପରି ହୋଇଛି ଯେ, ପରିବାରକୁ ଆର୍ଥିକ ସହାୟତା ମାଗିବାକୁ ପଡୁଛି। ବର୍ତ୍ତମାନ ସ୍ବାମୀ ତଥା ଲେଖକ ସଞ୍ଜୟ ସିଂ ଭଦଲି ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସହାୟତା ମାଗିଛନ୍ତି।
ଖବର ଅନୁଯାୟୀ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସଞ୍ଜୟ ନିଜ ଫ୍ଲାଟକୁ ମଧ୍ୟ ବନ୍ଧକ ରଖିଛନ୍ତି। ସ୍ତ୍ରୀଙ୍କ ଦେଖାଶୁଣା କରୁଥିବାରୁ ତାଙ୍କ ପାଖରେ ମଧ୍ୟ କୌଣସି କାମ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ବିଙ୍କଲଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ : ଫିଲ୍ମରେ ଅଭିନୟକୁ ବାଏ ବାଏ କହିଦେବା ପରେ ନିର୍ମାତା ତଥା ଲେଖିକା ଟ୍ବିଙ୍କିଲ ଖାନ୍ନା ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି।...

କପୁର ପରିବାରରେ ଝିଅଙ୍କୁ ନ ଥିଲା ଫିଲ୍ମରେ ଅଭିନୟ ଅନୁମତି: କରିଶ୍ମା ଭାଙ୍ଗିଥିଲେ ପରମ୍ପରା

ମୁମ୍ବାଇ, ୨୫।୬: ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର ଗୁରୁବାର ୪୬ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୭୪ ଜୁନ୍‌ ୨୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କପୁର...

କ୍ୟାଟ୍ରିନାଙ୍କ ସହ କଥା ହୋଇଥିବା ୨ ମିନିଟ ବିରାଟଙ୍କ ପାଇଁ ସବୁଠୁ ବଡ଼ ମୁହୂର୍ତ୍ତ

ବଲିଉଡ୍‌ର ସଫଳ ଏବଂ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌। ଲୋକଙ୍କୁ ପ୍ରେରଣା ଦେବା ପାଇଁ ସେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ।...

ଦୀପିକାଙ୍କ ସ୍ଲିମ୍‌ ଟ୍ରିମ୍‌ ମିଶନ

ଦୀପିକା ପାଦୁକୋନ୍‌-ପୁଣି ସେ ସ୍ଲିମ୍‌ ଟ୍ରିମ ମିଶନରେ ବ୍ୟସ୍ତ। ଏହାକୁ ଅନେକ ସହଜରେ ହଜମ କରିପାରିବେ ନାହିଁ। କାରଣ ସେମିତି ଦେଖିବାକୁ ସେ ତ ପତଳୀ।...

ବଲିଉଡ୍‌ରେ ୧୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ତାଙ୍କ ଅପ୍‌ କମିଂ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏକ ସାକ୍ଷାତ୍‌କାରରେ କିଛି...

ବାଥ୍‌ରୁମ ସେଲ୍‌ଫି ଶେୟାର କଲେ ଏହି ଅଭିନେତ୍ରୀ, ଦର୍ଶକ ପଚାରିଲେ ଏମିତି ପ୍ରଶ୍ନ

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏକି ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେବେ...

ଅସହାୟଙ୍କୁ ସାହାଯ୍ୟ ପାଇଁ ୨ ଦୋକାନ, ୮ ଫ୍ଲାଟ୍‌ ବନ୍ଧା ପକାଇଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ସବୁଠୁ ବେଶି ଚର୍ଚ୍ଚାରେ। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସୋନୁ ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି...

ବାପା ଆମୀରଙ୍କ ଘର ଛାଡିଲେ ଝିଅ ଇରା

ବର୍ତ୍ତମାନ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ଲକ୍‌ଡାଉନ୍‌ ପରେ ଇରା ତାଙ୍କ ପରିବାର ସହିତ ସମୟ ଅତିବାହିତ...

Advertisement
Seven Jackpot


Archives

Model This Week