ମୁମ୍ବାଇ ଛାଡି ହରିୟାଣାରେ ରହିବେ କରୀନା-ସୈଫ୍‌: ଜାଣନ୍ତୁ କାହିଁକି ନେଲେ ଏପରି ନିଷ୍ପତ୍ତି

କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଶେଷ ହେବାପରେ ଏବେ ସମସ୍ତେ ପୁଣିଥରେ କାମକୁ ଫେରିଛନ୍ତି। ବନ୍ଦ ରହିଥିବା ବଲିଉଡ୍‌ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଅଭିନେତ୍ରୀ କରୀନା କପୁର ଫିଲ୍ମ ‘ଲାଲ ସିଂ ଚଡ୍‌ଢ଼ା’ର ଶୁଟିଂ ପାଇଁ ପରିବାର ସହ ହରିୟାଣାରେ ଥିବା ପଟୌଦି ପ୍ୟାଲେସରେ ପହଞ୍ଚିଛନ୍ତି। ଅକ୍ଟୋବର ୧୫ ପର୍ଯ୍ୟନ୍ତ ସେମାନେ ସେଠାରେ ରହିବେ। ଏଥିପାଇଁ ଉକ୍ତ ମହଲରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀର ବ୍ୟବସ୍ଥା କରାଯାଇଛି। ଫିଲ୍ମର ଶୁଟିଂ ଦେଶ, ବିଦେଶରେ ପ୍ରାୟ ଶହେ ସ୍ଥାନରେ ଶେଷ ହୋଇଛି। ଏବେ ଦିଲ୍ଲୀରେ ଶୁଟିଂ ବାକି ରହିଛି। ତେଣୁ ଏହି ସମୟରେ ସୈଫ୍‌-କରୀନା ପଟୌଦୀ ପ୍ୟାଲେସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଠାରୁ କାର ଯୋଗେ କରୀନା ଫିଲ୍ମର ଶୁଟିଂ ପାଇଁ ଯିବେ। ଏଠାକୁ ସିପ୍ଟ କରିବା ପୂର୍ବରୁ ସେଠାରେ ପୁରା ପଟୌଦୀ ପ୍ୟାଲେସକୁ ସାନିଟାଇଜ କରାଯିବା ସହ ସମସ୍ତ ୨୫ କର୍ମଚାରୀଙ୍କ କରୋନା ଟେଷ୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ପ୍ରକୃତି ନୁହନ୍ତି, ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବି ନାହିଁ: ବାବୁସାନ

ଭୁବନେଶ୍ୱର,୨୪।୭: ପାରିବାରିକ କଳହ ଗଣମାଧ୍ୟମର ଶିରୋନାମା ପାଲଟିବା ପରେ ଭିଡିଓ ବାର୍ତ୍ତା ଜରିଆରେ ମନ କଥା କହିଛନ୍ତି ଅଭିନେତା ବାବୁସାନ ମହାନ୍ତି। ସେ ଅଭିନେତ୍ରୀ ପ୍ରକୃତି...

ତବ୍ବୁଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି? ୫୧ ବର୍ଷରେ…

ବମ୍ବେ: ଜଣେ ଲୋକପ୍ରିୟ ଅଭିନେତ୍ରୀ, ପ୍ରଖ୍ୟାତ ନୃତ୍ୟଶିଳ୍ପୀ, ମହିଳା ଉଦ୍ୟୋଗୀ ଏବଂ ଫିଟ୍‌ନେସ୍‌ ଫ୍ରିକ୍‌ ଭାବେ ତବ୍ବୁ ଜଣାଶୁଣା। ଏହି ବଲିଉଡ୍‌ ଅଭିନେତ୍ରୀଙ୍କ କ୍ରେଜ୍‌ ଆଜି...

ରହସ୍ୟ ଉପରୁ ପରଦା ଉଠାଇଲେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକମାନେ ମଧ୍ୟ ତାଙ୍କ ମଜାଳିଆ ଏବଂ ପ୍ରେରଣାଦାୟକ ପୋଷ୍ଟକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି।...

‘ଲଭ୍‌-ଜିହାଦ’, ଜବରଦସ୍ତିର ସଙ୍କେତ ନାହିଁ

ମୁମ୍ବାଇ: ‘ଅଲି ବାବା: ଦସ୍ତାନ-ଏ-କାବୁଲ’ରେ ରାଜକୁମାରୀ ମରିୟମ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତେ ତାଙ୍କ...

ଡେଟିଂ କରୁଛନ୍ତି ଜ୍ୟାକଲିନ୍‌ !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜଙ୍କୁ ଡେଟ୍‌ କରିବାକୁ କେତେ ଯେ ଯୁବକ ଅପେକ୍ଷା ରଖିଛନ୍ତି କହିବା ମୁସ୍କିଲ। ହେଲେ ଏବେ କୁଆଡେ ଏହି ଅଭିନେତ୍ରୀ...

ଶାହାରୁଖଙ୍କ ରେକର୍ଡ ଭାଙ୍ଗିଲେ ଏମ୍‌ସି ଷ୍ଟାନ୍‌

ବମ୍ବେ: ବିଗ୍‌ବସ୍‌ ବିଜେତା ହେବା ପରେ ରାପର୍‌ ଏମ୍‌ସି ଷ୍ଟାନ ଓରଫ ଅଲତାଫ ଶେଖଙ୍କ ଲୋକପ୍ରିୟତା ଆକଶ ଛୁଉଁଛି। ଏବେ ସେ ଭାରତର ସବୁଠାରୁ ଚର୍ଚ୍ଚିତ...

ଅଭିନୟକୁ ଅଲ୍‌ବିଦା କହିଲେ ଅନୁପମା ଫେମ୍‌ ଏହି ଅଭିନେତ୍ରୀ

ବମ୍ବେ: ଅଭିନୟ ଜଗତକୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ଆଧ୍ୟାତ୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ଧାରାବାହିକ ‘ଅନୁପମା’ ଫେମ ଅଭିନେତ୍ରୀ ନନ୍ଦିନୀ ଓରଫ ଅନଘା...

ପ୍ରଶଂସକଙ୍କୁ ପ୍ରେମ ବିବାହ କରିଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ନାମ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତାଙ୍କ ସହ ଯୋଡ଼ି ହୋଇଥିଲେ ମଧ୍ୟ ପରେ ପ୍ରଶଂସକଙ୍କ ପ୍ରେମରେ ପଡ଼ି ଶେଷରେ ବିବାହ ବି...

Advertisement
Archives

Model This Week