ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଅଭିନେତ୍ରୀ ସନା ଖାନ ଗ୍ଲାମର ଇଣ୍ଡଷ୍ଟ୍ରି ଛାଡିବାକୁଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ସେ ଏହି ସୂଚନା ଦେଇଛନ୍ତି। ସନା କହିଛନ୍ତି ଯେ ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ଦୁନିଆରୁ ଦୂରରେ ରହିବେ। ମୁଁ ଏବେ ଜୀବନର ସବୁଠୁ ବଡ ନିଷ୍ପତ୍ତି ନେବାକୁ ଯାଉଛି। ଗତ କିଛି ବର୍ଷ ହେବ ଇଣ୍ଡଷ୍ଟ୍ରିରୁ ମୋତେ ଅନେକ କିଛି ସଫଳତା ମିଳିଛି। ଏଠାରୁ ମୁଁ ନାଁ କମାଇଛି। କିନ୍ତୁ କିଛିଦିନ ହେବ ଅନୁଭବ କରିଛି ଯେ, ମଣିଷ କେବଳ ଏ ଦୁନିଆକୁ ଟଙ୍କା ଏବଂ ଖ୍ୟାତି ଅର୍ଜନ ପାଇଁ ଆସିଛି। ଦରିଦ୍ର ଏବଂ ବେସାହାରା ଲୋକଙ୍କୁ ସହାୟତା ଦେବାରେ ଜୀବନ ବିତାଇବା ତାଙ୍କର କର୍ତ୍ତବ୍ୟ ନୁହେଁ କି? ଜଣେ ବ୍ୟକ୍ତି ଏହା ଭାବିବା ଉଚିତ୍‌ ନୁହେଁ କି, କେକୌଣସି ମୂହୁର୍ତ୍ତରେ ମୃତ୍ୟୁ ଆସିପାରେ। ମୃତ୍ୟୁ ପରେ କ’ଣ ହାସଲ କରିବ? ମୁଁ ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜୁଛି ବୋଲି ସନା କହିଛନ୍ତି। ସନା ଜଣେ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ଏବଂ ମଡେଲ ଭାବେ ଅନେକ ନାଁ କମାଇଥିଲେ। ସେ ୫୦ରୁ ଅଧିକ ବିଜ୍ଞାପନରେ କାମ କରିସାରିଛନ୍ତି। ୨୦୦୫ରେ ସେ ହାଇ ସୋସାଇଟ୍‌ ନାମକୁ ଫିଲ୍ମରେ ଅଭିନୟ କରିଥିଲେ। ସେ ଶେଷଥର ପାଇଁ ସଲମାନ ଖାନଙ୍କ ଫିଲ୍ମ ‘ଜୟ ହୋ’ରେ ମଧ୍ୟ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ପୁଅର ପ୍ରଥମ ଫଟୋ ଆସିଲା ସାମ୍ନାକୁ

ଛୋଟ ପରଦାରେ ନାଗିନ ଭାବେ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଫେବୃୟାରୀ ୯ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅନୀତାଙ୍କ ସ୍ବାମୀ ରୋହିତ ରେଡ୍ଡି...

ପରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର

କୋଲକାତା/ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ବଙ୍ଗୀୟ ତଥା ଓଡ଼ିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ...

ଫିଲ୍ମର ସଫଳତା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ‘ଆର୍‌ଆର୍‌ଆର୍‌’ର ଟିମ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଆସନ୍ତା ୨୫ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ରାମ ଚରଣ, ଜୁନିଅର ଏନଟିଆର ଏବଂ ଆଲିଆ ଭଟ୍ଟ ମୁଖ୍ୟ...

ପୁଣି ଘୁଞ୍ଚିଲା ଆଲିଆ-ରଣବୀରଙ୍କ ବିବାହ!

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଚଳିତ ବର୍ଷ ଶେଷରେ ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଉଭୟଙ୍କ ପ୍ରଶଂସକଙ୍କୁ ଅଧିକ...

ବିବାହ ପରେ ଏକାଠି ନଜର ଆସିଲେ ଫରହାନ-ଶିବାନୀ

ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଶନିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହେଁ ବିବାହ କରିଛନ୍ତି। ଏହି ବିବାହ...

ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ କପିଲ

ପ୍ରସିଦ୍ଧ କମେଡିଆନ୍‌ କପିଲ ଶର୍ମା ଆଜିକାଲି ଭୁବନେଶ୍ୱରରେ ଅଛନ୍ତି। ଏକ ଫିଲ୍ମ ଶୁଟିଂ ପାଇଁ ସେ ଏଠାକୁ ଆସିଛନ୍ତି। ଶୁଟିଂରୁ ସମୟ ବାହାର କରି ସେ...

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଖବର ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା...

ବାପା ବସ୍‌ ଡ୍ରାଇଭର, ପୁଅ କିନ୍ତୁ ସୁପରଷ୍ଟାର

ହାଇଦ୍ରାବାଦ: ବାପା ଜଣେ ବସ୍‌ ଡ୍ରାଇଭର। ହେଲେ ପୁଅ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର। ଆମେ କହୁଛୁ କେଜିଏଫ୍‌ ଷ୍ଟାର ୟଶଙ୍କ କଥା। ପୂର୍ବରୁ ଫିଲ୍ମର...

Advertisement
Archives

Model This Week