ମନୋରଞ୍ଜନ

ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଏମିତି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ନିଜର ୭୦ତମ ଜନ୍ମଦିନ ପାଳନ କରିଥିଲେ। ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ମଧ୍ୟରେ ଜଣାଇଥିଲେ। ଏହି କ୍ରମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଟୁଇରରେ ପ୍ରଧାନମନ୍ତ୍ରୀ…

ଦୁଇଟି ସନ୍ତାନର ପିତାଙ୍କୁ ବିବାହ କରିଥିଲେ ଶବାନା

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନାୟିକା ଶବାନା ଆଜମୀ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । କମର୍ସିଆଲ ଓ ଆର୍ଟ ଫିଲ୍ମରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ଏହି ନାୟିକା । ୧୮ସେପ୍ଟେମ୍ବର…

କଙ୍ଗନାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଉର୍ମିଳା

ମୁମ୍ବାଇ,୧୭ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏବେ ଖୁବ୍ ଚର୍ଚ୍ଚାରେ । ପଙ୍ଗା ନେବାରେ ଖୁବ୍ ମାହିର ଏହି ଅଭିନେତ୍ରୀ । ଏବେ ତାଙ୍କର ବଲିଉଡ୍ ସହ ପଙ୍ଗା ଚାଲିଛି ବୋଲି ଆଲୋଚନା ହେଉଛି । ଏହାସହ ଏବେ ଯୋଡି…

ନିଜର ଅନ୍‌ସ୍କ୍ରିନ୍‌ ମାତାପିତାଙ୍କୁ ହୃଦୟ ଦେଇ ବସିଥିଲେ ଏସବୁ କଳାକାର: କେହି ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ କରିଛନ୍ତି ଡେଟ୍‌

ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍‌ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି କଳାକାର ବ୍ୟକ୍ତିଗତ ଜୀବନରେ ସେମାନଙ୍କୁ ଜୀବନସାଥୀ କରିନେଇଛି। ଆଉ କିଛି ଅନ୍‌ସ୍କ୍ରିନ୍‌ ପିତାମାତା, ଶାଶୁଙ୍କୁ…

ଗୋଟିଏ ଭୁଲ ନିଷ୍ପତ୍ତି ଯୋଗୁ ବରବାଦ ହୋଇଥିଲା କ୍ୟାରିୟର, ଏବେ ବିଗ୍‌ବସ୍‌ରେ ନଜର ଆସିବେ ‘ଗୋପି ବହୁ’

ବମ୍ବେ: ପୁଣିଥରେ ଟେଲି ପରଦାକୁ ଫେରୁଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଜିୟା ମାନେକ। ଷ୍ଟାରପ୍ଲସରେ ପ୍ରସାରିତ ‘ସାଥ ନିଭାନା ସାଥିୟା’ରେ ମୁଖ୍ୟ ଅଭିନେତ୍ରୀ ଭାବେ ସେ ନଜର ଆସୁଥିଲେ। ହେଲେ ହଠାତ୍‌ ତାଙ୍କର ନିଷ୍ପତ୍ତି ସବୁକିଛି ବରବାଦ କରିଦେଇଥିଲା। ଦର୍ଶକଙ୍କ ମଧ୍ୟରେ ‘ଗୋପି…

ଏଥର ଆକ୍ସନ ଅବତାର

ଓଲିଉଡ୍‌ରେ ବାବୁସାନ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ ‘ରୋମିଓ ଦ ଲଭରବୟ’ ଚଳଚ୍ଚିତ୍ରରୁ। ଇତି ମଧ୍ୟରେ ସେ ବେଶ୍‌ କେତୋଟି ସିନେମାରେ ଅଭିନୟ କରି ସିନେପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସେ ଅଭିନୟ କରୁଥିବା ତଥା ନିର୍ମାଣଧୀନ…

ଆଉ ଏକ ଓଡ଼ିଆ ସିନେମା: ତିତିଲି

ଆଞ୍ଜେନେୟା ମିଡିଆ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ଆଉ ଏକ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ତିତିଲି’। ପ୍ରଯୋଜକ ଶିଶିର ଦାସ ଏଥିରେ ଦୁଇ ଜଣ ନୂଆ ମୁହଁକୁ ବ୍ରେକ୍‌ ଦେଉଛନ୍ତି। ସେ ହେଲେ ନବାଗତ ତୁଷାର ଏବଂ ନବାଗତା…

ହାଇକୋର୍ଟ ଗଲେ ରକୁଲ

ନୂଆଦିଲ୍ଲୀ, ୧୭ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ମାମଲା ଯୋଡି ହୋଇଯିବା ପରେ ଏବେ କେତେଜଣ ସେଲିବ୍ରିଟି ଏହା ମଧ୍ୟକୁ ଚାଲି ଆସିଛନ୍ତି । ନାର୍କୋଟିକ୍ସ କ୍ରାଇମ ବ୍ୟୁରୋ(ଏନ୍‌ସିବି) ଦ୍ୱାରା ଗିରଫ ହେବା…

ଚୁଜି ହେଲେଣି କିଆରା

କିଆରା ଆଡଭାନୀ ଏବେ ଚୁଜି ହେଲେଣି। ଦେଖୁନାହାନ୍ତି, କାହାଣୀ ପସନ୍ଦ ହେଲାନାହିଁ ବୋଲି କେମିତି ତିନୋଟି ଅଫରକୁ ହାତଛଡ଼ା କରିଦେଲେ। ଏଣିକି ସେ କୁଆଡେ ତରତର ହୋଇ କୌଣସି ସିନେମା ସାଇନ୍‌ କରିବେ ନାହିଁ। କାରଣ ଭଲ ସିନେମାରେ ଅଭିନୟ କରିବାକୁ…

ଭିଡିଓ ଜାରି କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କଙ୍ଗନା

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍ ଗୁରୁବାର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥିବା ବେଳେ ଏବେ ଚର୍ଚ୍ଚାରେ ଥିବା ବଲିଉଡ୍ ନାୟିକା…

ଜୟା ବଚ୍ଚନଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡାକଡି

ମୁମ୍ବାଇ,୧୬।୯-ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ ସଂସଦରେ ଡ୍ରଗ୍ସ ମାମଲାରେ ବୟାନ ଦେବା ପରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ବୁଧବାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜୁହୁରେ ଥିବା ବଚ୍ଚନଙ୍କ ଆଇକନିକ ବଙ୍ଗଳା ଜଲସା ବାହାରେ ମୁମ୍ବାଇ ପୋଲିସ ସୁରକ୍ଷା ଯୋଗାଇ…

ପ୍ରତ୍ୟେହ ୧୨-୧୪ ଘଣ୍ଟା କାମ କରନ୍ତି ବିଗ୍‌-ବି: କେବିସି-୧୨ ପାଇଁ କବିତା ଲେଖି କହିଲେ ମନକଥା

ବମ୍ବେ: ମହାମାରୀ କରୋନାକୁ ହରାଇବା ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ସେ ଏବେ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ର ଶୁଟିଂରେ ବ୍ୟସ୍ତ। ଖୁବ୍‌ଶୀଘ୍ର ଏହାର ୧୨ତମ ସିଜନ୍‌ ପ୍ରସାରିତ ହେବାକୁ ଯାଉଛି। ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri