ସମ୍ପାଦକୀୟ

ସଫା ଓ ସାଫା

ଯେଉଁଠି ରହିବା ସେଇଠି ସଫା ରହିବା ଉଚିତ। ଆମ ଚାରିପଟ ସଫାସୁତରା ରହିଲେ ପରିବେଶ ସୁସ୍ଥ ରହିବ। ଚାରିପଟର ଅର୍ଥ ଆମ ଘର ଓ ବାହାର ଅନ୍ତତଃ ସଫା ରଖିବା ଆମ ଦାୟିତ୍ୱ ଓ କର୍ତ୍ତବ୍ୟ। ଏଥିପାଇଁ ନିରନ୍ତର ପ୍ରୟାସ ରହିବା…

ପ୍ରତିଭା ବଞ୍ଚିରହୁ

ଏହା ସତ୍ୟ ଯେ ପ୍ରତ୍ୟେକ ଶିଶୁ କିଛି ନା କିଛି ସ୍ବତନ୍ତ୍ର ପ୍ରତିଭାର ଅଧିକାରୀ। ଏହାର ଉନ୍ମେଷ ହେବା ଜରୁରୀ। ସମ୍ପ୍ରତି ସମାଜ ଏ ଦିଗରେ ବେଶ୍‌ ସଚେତନ ଏବଂ ତପତ୍ର ମଧ୍ୟ। ଅତୀତରେ ଏହା ଅତ୍ୟନ୍ତ ସୀମିତ ଥିଲା। ଅଳିଆରୁ…

୮୦+୧୪

ବ୍ରିଟିଶ ଶାସନ ସମୟରେ ଅର୍ଥାତ୍‌ ୧୮୭୨ରେ ଆରମ୍ଭ ହୋଇଥିବା ଭାରତର ଜନଗଣନା ୨୦୧୧ରେ ଶେଷଥର ପାଇଁ ହୋଇଥିଲା। ଏହାର ପରବର୍ତ୍ତୀ ଗଣନା ୨୦୨୧ରେ ହୋଇଥାଆନ୍ତା। କୋଭିଡ୍‌ ମହାମାରୀ ଯୋଗୁ ଏହା ବନ୍ଦ କରାଯାଇଥିବା ସରକାରୀ ଭାବେ କୁହାଗଲା। ହେଲେ ମହାମାରୀ ଯିବାର…

ଏଇ ଭାରତରେ

ଏହା ନିଶ୍ଚିତ ଯେ ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନର ଗତିପଥ ବଦଳିଯାଏ। ଏଭଳି ଏକ ପରିବର୍ତ୍ତନ ଆସିଛି ରାଜେଶ କୁମାରଙ୍କ ଜୀବନରେ। ରାଜେଶ ସୁକ୍ୟୁରିଟି ଗାର୍ଡ ଚାକିରି ଛାଡ଼ି ଜୈବିକ ପଦ୍ଧତିରେ ଗୋଲାପ ଫୁଲ ଚାଷକରି ମାସକୁ ୫୦…

ମହାକାଶ କୃଷିରେ ଭାରତ

୧୬ା୧ା୨୦୨୫ରେ ସ୍ପେଡାକ୍ସ ମିଶନ ମାଧ୍ୟମରେ ପୃଥିବୀର ବୃତ୍ତାକାର କକ୍ଷରେ ଦୁଇଟି କୃତ୍ରିମ ଉପଗ୍ରହଙ୍କୁ ସଫଳ ଭାବେ ପରସ୍ପର ସହ ସଂଯୋଗକରିବା(ଡବିଂ)କୁ ଭବିଷ୍ୟତ ପାଇଁ ଭାରତର ପରିକଳ୍ପିତ ମହାକାଶ ବିଜ୍ଞାନର ସୁଦୂରପ୍ରସାରୀ ଲକ୍ଷ୍ୟ ସାଧନ ଦିଗରେ ପ୍ରଥମ ପଦକ୍ଷେପ ରୂପେ ଗଣନା କରାଯାଏ।…

ମାନବଧର୍ମର ମହୋତ୍ସବ: ମହିମା ମେଳା

ମହିମା ଦର୍ଶନ ଜୀବନକୁ ସେବା ଓ ତ୍ୟାଗପୂତ ସୋପାନରେ ଉପନୀତ କରିବା ନିମନ୍ତେ ଏକ ଆଧ୍ୟାମତ୍ିକ ବିଚାରଧାରା। ‘ଜୀବେଦୟା’ ତଥା ଜଗତ କଲ୍ୟାଣ ହେଉଛି ମହିମା ଦର୍ଶନର ମହାମନ୍ତ୍ର। ନିଜକୁ ନରକ ନିକ୍ଷିପ୍ତକରି ନିଖିଳ ବିଶ୍ୱକୁ ବେଦନାମୁକ୍ତ କରିବା ନିମନ୍ତେ ତା’ର…

ରକ୍ତ ବୋହିଛି

ମଣିପୁରରେ ଜାତିଗତ ହିଂସା ଆରମ୍ଭ ହେବାର ୨୧ ମାସ ପରେ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂ ଇସ୍ତଫା ଦେଇଛନ୍ତି। ରବିବାର ଅର୍ଥାତ୍‌ ୯ ଫେବୃଆରୀରେ ସେ ତାଙ୍କ ଇସ୍ତଫା ପତ୍ର ମଣିପୁର ରାଜ୍ୟପାଳ ଅଜୟ ଭାଲ୍ଲାଙ୍କୁ ପ୍ରଦାନ କରିଛନ୍ତି। ସରକାର ବିରୋଧରେ…

ଏଇ ଭାରତରେ

ପରିବେଶ ଭଲ ରହିଲେ ଆମେ ଭଲ ରହିବା। ଏକଥା ସମସ୍ତେ ଜାଣନ୍ତି, କିନ୍ତୁ ବ୍ୟକ୍ତିଗତ ସ୍ତରରେ କିଛି କରିବା ପାଇଁ କଷ୍ଟକର ମନେକରନ୍ତି। ହେଲେ ଏଭଳି ଆହ୍ବାନକୁ କେତେକ ଜୀବନର ଲକ୍ଷ୍ୟଭାବେ ଗ୍ରହଣ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥାନ୍ତି। ଦରକାର…

ଶିକ୍ଷାନୁଷ୍ଠାନର ମାନ ଓ ଦୁର୍ନୀତି

ବିଶ୍ୱର ସୁନାମଧନ୍ୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ଭୁବନେଶ୍ୱରସ୍ଥିତ ନାଇଜର(ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ)ର ବିଶ୍ୱପ୍ରସିଦ୍ଧ ଗବେଷକ ଓ ଜନପ୍ରିୟ ଶିକ୍ଷକ ପ୍ରଫେସର ବେଦାଙ୍ଗ ମହାନ୍ତି ଥରେ କଥା ପ୍ରସଙ୍ଗରେ କହିଥିଲେ, ଯଦି ରେଭେନ୍‌ଶାରେ ସେ ମୋଚିରାମ ସାର୍‌ ଓ…

ଆମ ସଂସ୍କୃତି ହିଁ ଆମ ପରିଚୟ

ନ୍ଧିଜୀ ନିଜକୁ ଜଣେ ସ୍ବାଭିମାନୀ ଓ ସନାତନୀ ହିନ୍ଦୁ ବୋଲି ଭାବୁଥିଲେ। ହିନ୍ଦୁଧର୍ମର ଏପରି ବହୁସଂଖ୍ୟକ ଦୁର୍ଲଭ ଗୁଣମାନ ଥିଲା, ଯାହା ସେ ପସନ୍ଦ କରୁଥିଲେ। ଏଣୁ ସତ୍ୟ, ଅହିଂସା ପାଳନ କରିବା, ଅସ୍ପୃଶ୍ୟତାର ବିରୋଧ, ସମସ୍ତ ଧର୍ମକୁ ନିଜ ଧର୍ମ…

ଦିଲ୍ଲୀ ମତ

ବିଜୟ ଓ ପରାଜୟ ରାଜନୀତିର ଏକ ଅଂଶ। ଭାରତୀୟ ରାଜନୀତିରେ ଯେତେବେଳେ କୌଣସି ବୃହତ୍‌ ରାଜନୈତିକ ଦଳ କିମ୍ବା ବଡ଼ ନେତା ହାରିଯାଆନ୍ତି, ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ କଥାକୁ ଦୃଷ୍ଟାନ୍ତ ଦିଆଯାଇଥାଏ। କୁହାଯାଇଥାଏ ଇନ୍ଦିରା ଗାନ୍ଧୀଙ୍କ ପରି ନେତ୍ରୀ ହାରିଗଲେ ଇଏ…

ଦୁଇ ପ୍ରତିଦ୍ୱନ୍ଦ୍ୱୀ

ଜାନୁଆରୀ ୨୨ରେ ତିନୋଟି କମ୍ପାନୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଡେଟା ସେଣ୍ଟର ଓ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ୫୦୦ ବିଲିୟନ ଆମେରିକୀୟ ଡଲାର ଘୋଷଣା କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଆମେରିକାର ପ୍ରାଧାନ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri