ସମ୍ପାଦକୀୟ

ନୈତିକ ଶିକ୍ଷାର ମହାପ୍ରୟାଣ

ସମସ୍ତ ଦାନ ମଧ୍ୟରେ ଶିକ୍ଷାଦାନର ସ୍ଥାନ ଅତି ଉଚ୍ଚରେ। ସେଥିପାଇଁ ପ୍ରତ୍ୟେକ ଦାନ ସହ ଦକ୍ଷିଣା ଦିଆଯାଉଥିବା ବେଳେ ଶିକ୍ଷାଦାତାଙ୍କୁ ଦକ୍ଷିଣା ଦିଆଯାଇଥାଏ। ଏହାକୁ ଗୁରୁଦକ୍ଷିଣା କୁହାଯାଏ। ପ୍ରତ୍ୟେକ ଦାନରେ ଦାତା,ଗ୍ରହୀତା ରହିଥାନ୍ତି। କିନ୍ତୁ ବିଦ୍ୟାଦାନରେ ବିଦ୍ୟାଦାତା ଗୁରୁ ଓ ଗ୍ରହୀତା…

ମମ୍‌ଦାନିଙ୍କ ମଡେଲ

ଗୁଜରାଟୀ ପିତା ଓ ପଞ୍ଜାବୀ ମାତାଙ୍କ ସନ୍ତାନ ଭାବେ ଜୋହରାନ ମମ୍‌ଦାନି ଜୁନ୍‌ରେ ଡେମୋକ୍ରାଟିକ୍‌ ପାର୍ଟିର ନୋମିନେଶନ ବା ପ୍ରାର୍ଥତ୍ତ୍ୱ ହାସଲ କରିବା ପରେ ୪ ନଭେମ୍ବରରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ନ୍ୟୁୟର୍କ ସହରର ମେୟର ହେବା ସମ୍ଭାବନା ଦେଖାଦେଇଛି।…

ଏଇ ଭାରତରେ

ସମାଜର ସବୁ କ୍ଷେତ୍ରରେ ନିଜର ଅଧିକାର ସାବ୍ୟସ୍ତ କରିଥିବା ତଥା ନିଜକୁ ସଶକ୍ତ ବୋଲି ଦର୍ଶାଇଥିବା ମହିଳା ଗଭୀର ସମୁଦ୍ରରେ ମାଛ ଧରିବାରେ ପଛଘୁଞ୍ଚା ଦେବ କାହିଁକି? ସେ କ୍ଷେତ୍ରଟି ବି ତା’ ହାତମୁଠାରେ, ଯାହା ପ୍ରମାଣ କରିଛନ୍ତି କେରଳର ରେଖା…

ମିଛ ହିଁ ସୁନ୍ଦର

ବୁଝିଲ ବନ୍ଧୁ, ଆମେମାନେ ଯେତେ ସଚ୍ଚୋଟ, ସ୍ବଚ୍ଛ ବୋଲି ଦେଖେଇ ହେଉଥିଲେ ମଧ୍ୟ ପ୍ରକୃତରେ ଆମେ ମିଛ ଏବଂ ଛଳନାପୂର୍ଣ୍ଣ ଜୀବନ ବଞ୍ଚୁଛେ। ଆଉ ଏ ଛଳନା ଆମର ପାରିବାରିକ ଜୀବନରେ ସବୁଠୁ ଅଧିକ ବୋଲି ମୁଁ ଭାବେ। ପାରିବାରିକ ସମ୍ପର୍କ…

ସସମ୍ମାନେ ଇଚ୍ଛାମୃତ୍ୟୁ

ଦ୍ୱିତୀୟ ଶତାବ୍ଦୀର ରୋମାନ୍‌ ଶାସକ ତଥା ପ୍ରଖ୍ୟାତ ଦାର୍ଶନିକ ମାର୍‌କସ୍‌ ଆଉରେ ଲିସ୍‌ (୧୨୧ରୁ ୧୮୦ ମସିହା) ଶିରକୁ ଉନ୍ନତକରି ଦୁନିଆରୁ ବିଦାୟ ନେବା ପ୍ରତ୍ୟେକ ବ୍ୟକ୍ତିର ଜନ୍ମଗତ ଅଧିକାର ବୋଲି ମତ ପୋଷଣକରି ତାଙ୍କ ‘ମୃତ୍ୟୁରେ ସ୍ବାଭିମାନ’ କବିତାରେ ସୂଚିତ…

ଶାସନର ନବୀକରଣ

ସମସ୍ୟା ସମାଧାନ ହେଉ କିମ୍ବା ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରତିଦିନ ଜଣେ ପ୍ରଧାନମନ୍ତ୍ରୀ ବରିଷ୍ଠ ଅମଲାଙ୍କ ସହ ଘଣ୍ଟା ଘଣ୍ଟା ଆଲୋଚନା କରନ୍ତି ନାହିଁ। କିନ୍ତୁ ନରେନ୍ଦ୍ର ମୋଦି ଏହା କରୁଛନ୍ତି। ନିକଟରେ ମୋଦି ୩.୦ ବ୍ୟାନରରେ ଶାସନର ନବୀକରଣ ପାଇଁ…

‘ଗଛ’ରେ ଜମିଦାରି ଅଧିକାର

ଦିନଥିଲା ଏ ରାଜ୍ୟରେ ଜମିଦାରି ଶାସନ ଥିଲା। ସେତେବେଳେ ପ୍ରଜା କେହି ସ୍ଥିତିବାନ ନ ଥିଲେ, ଥିଲେ ହାକିମ ସ୍ବତ୍ୱ ପ୍ରଜା । ବୋଲହାକ ପାଇଁ ଥିଲେ ପ୍ରଜା। ପୂର୍ବେ ଯେତେବେଳେ ଲିପିବଦ୍ଧ ପ୍ରମାଣ ଆବଶ୍ୟକ ପଡ଼ିଲା, ସେତେବେଳେ ଟିପା ପାଉତି…

ଭଙ୍ଗାଯାଏ ଗଢ଼ିବା ପାଇଁ

କେ ସବୁ ଯାତନା ସହିପାରନ୍ତି କିପରି? ଜୀବନ ବାରମ୍ବାର ତାଡ଼ନା ଦେଲା ପରେ ବି ସ୍ଥିର ରହିପାରନ୍ତି କିପରି ମଣିଷ। ସମୟ, ପରିସ୍ଥିତି ବିଶେଷକରି ମଣିଷମାନେ ଅନ୍ୟକୁ ଯନ୍ତ୍ରଣା ଦିଅନ୍ତି। ସେଥିରେ ଲୋକେ ଅବିଚଳିତ ହୋଇ ଚୁପ୍‌ଚାପ୍‌ ରହନ୍ତି। ପ୍ରତିବାଦ କରନ୍ତି…

ଶି’ଙ୍କ ଭୟ

ଚାଇନାର ରାଷ୍ଟ୍ରପତି ଭାବେ ଶି’ ଜିନ୍‌ପିଙ୍ଗ ୧୩ ବର୍ଷ କ୍ଷମତାରେ ରହିଲେଣି। ଏହା ମଧ୍ୟରେ ସେ ଚାଇନାରେ ସବୁ ସ୍ତର ଯଥା କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି), ଦେଶର ବ୍ୟବସ୍ଥାଗତ ସଂସ୍ଥା ଏବଂ ସେନା ଉପରେ ତାଙ୍କ ନିୟନ୍ତ୍ରଣ ଦୃଢ଼…

ଗଡ଼ଜାତ ଗଞ୍ଜଣା ଓ ଭଗବତୀ

ଶତାଦ୍ଦୀର ଚତୁର୍ଥ ଦଶକରେ, ଯେତେବେଳେ ସାମ୍ୟବାଦ ନାଁ ଶୁଣିବା ମାତ୍ରେ ଭୟରେ ଥରହର ହେଉଥିଲେ ଅଭିଜାତ ଗୋଷ୍ଠୀ, ସେହି ସମୟରେ ଭଗବତୀଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗଠନ ହେଲା(୧୯୩୫) ‘ନବଯୁଗ’ ସାହିତ୍ୟ ସଂସଦ। ତା’ର ଆବାହନୀ ସଂଗୀତ ଲେଖି କବି ଅନନ୍ତ ପଟ୍ଟନାୟକ…

ଏକତ୍ୱ ହିଁ ଦେବତ୍ୱ

ସୃଷ୍ଟି ରୋଷେଇ ଘରକୁ ଯାଇ ଦେଖିଲା ତା’ ମାଆ କଖାରୁ, ଆଳୁ, ବାଇଗଣ ସବୁ କାଟୁଛନ୍ତି। ଚାକରାଣୀ ଦିବ୍ୟା ଗୋଟିଏ ଛୁରି ଧରି ଧନିଆପତ୍ର, ଲଙ୍କା, ଅଦା ପ୍ରଭୃତି କାଟି ପକାଉଛି। ଭଉଣୀ ଶ୍ରେଷ୍ଠା ପେଷିବା ଯନ୍ତ୍ରରେ ଗୁଡ଼ାଏ ଫଳକାଳି ଫଳରସ…

ହିନ୍ଦୁ ମନ୍ଦିରର କ୍ରମବିକାଶ

ଆମେ ଏବେ ଯେଉଁସବୁ ହିନ୍ଦୁ ମନ୍ଦିର ଦେଖୁଛୁ ତାହା ୫,୦୦୦ ବର୍ଷରୁ ଅଧିକ ପୁରୁଣା ନୁହେଁ। ପ୍ରାଚୀନ କାଳରେ ଲୋକେ ଦେବଦେବୀଙ୍କୁ ବନ୍ଦ ଗୃହରେ କିମ୍ବା ମୂର୍ତ୍ତି ରୂପରେ ପୂଜା କରୁ ନ ଥିଲେ। ଏହା ବଦଳରେ ସେମାନେ ପ୍ରକୃତିରୁ ସିଧାସଳଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?