ଦୁଇ ପ୍ରତିଦ୍ୱନ୍ଦ୍ୱୀ
ଐତିହାସିକ ମ୍ୟାକ୍ସ ହାଷ୍ଟିଙ୍ଗସ ମୁଖ୍ୟତଃ ଦୁଇ ବିଶାଳ ନିଷ୍ଠୁର ଗୋଷ୍ଠୀ(ଆଡ୍ଲଫ ହିଟଲରଙ୍କ ନାଜି ସେନା ଓ ସୋଭିଏଟ୍ର ଜୋଶେଫ ଷ୍ଟାଲିନଙ୍କ ସେନା)ଙ୍କ ମଧ୍ୟରେ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ମୃତ୍ୟୁଯୁଦ୍ଧ ଭାବେ ବର୍ଣ୍ଣନା କରିଥିଲେ। ଏହାବାଦ୍ ଓ୍ବିନ୍ଷ୍ଟନ ଚର୍ଚ୍ଚିଲଙ୍କ ବକ୍ତବ୍ୟ ଏବଂ ପାସିଫିକ…
ସେବା ଓ ସେବକ
ସେବା ଯେ କରେ ସେ ସେବାକାରୀ। ସେ ସେବକ। ସେବା ପୁଣି ନିଃସ୍ବାର୍ଥପର ନିରଳସ ଥିଲେ ସେଇ ସେବା ବାସେ ମହମହ। ସେଇ ସେବାର ମହମହ ମହକ ସୀମିତ ଇଲାକାରେ ସୀମାବଦ୍ଧ ରହେ ନାହିଁ। ସେ ମହକ ବିଛୁରିତ ହୁଏ ମାଟିଠୁ…
ମଦ୍ୟପାନର ସାମାଜିକ ପ୍ରଭାବ
ମଦ୍ୟପାନର ଇତିହାସ ଯେତିକି ପୁରାତନ, ତା’ର ଭୟାବହ ନକାରାମତ୍କ ପରିଣାମ ସହିତ ଆମର ପରିଚିତି ମଧ୍ୟ ସେତିକି ଆଦିମ। ତେବେ ବଡ଼ ବିସ୍ମୟର କଥା ଯେ ଆଜିର ସ୍ବାସ୍ଥ୍ୟ ସଚେତନ ଯୁଗରେ ମଧ୍ୟ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ତାହା…
ପ୍ରତିରକ୍ଷାର ଅଦୃଶ୍ୟ ରେଖା
କିଛିଦିନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ପ୍ରଶମିତ ହେବା ସହ ଉତ୍ତେଜନା ଥମିଯାଇଛି। କିନ୍ତୁ ତୁମର ପଡ଼ୋଶୀ ଯଦି ସୀମା ଟପି ଗୋଳାବାରୁଦ ପକାଏ, ତେବେ ସୁରକ୍ଷା ପାଇଁ ତୁମ ପାଖରେ କିଛି ଯୋଜନା ରହିବା ଦରକାର। ପାକିସ୍ତାନର…
କ୍ଷମତା ଓ ବାଣିଜ୍ୟରେ ଘୋଡ଼ା
ଶହେ ବର୍ଷ ପୂର୍ବେ ପେଟ୍ରୋଲ ବିଶ୍ୱରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ସେତେବେଳେ ଆମ ପାଖରେ ଯେଉଁ ଗାଡ଼ି ଥିଲା ତାହା ପଶୁ ଦ୍ୱାରା ନୁହେଁ, ବରଂ ପେଟ୍ରୋଲରେ ଚାଲୁଥିଲା। କିନ୍ତୁ ଏହା ପୂର୍ବରୁ ୩୦୦୦ରୁ ଊର୍ଦ୍ଧ୍ୱ ବର୍ଷଧରି ରାଜାମାନେ ଘୋଡ଼ା…
ଏଇ ଭାରତରେ
ଏବେ ଜୈବ ଚମଡ଼ା(ବାୟୋ ଲେଦର) ବ୍ୟବହାର କରିପାରିବେ। ବିଶେଷକରି ଟମାଟୋ ବର୍ଜ୍ୟରୁ ଏହା ତିଆରି କରାଯାଉଛି। ୨୬ ବର୍ଷ ବୟସ୍କ ପ୍ରୀତିଶ୍ ମିସ୍ତ୍ରି ଦି ବାୟୋ କମ୍ପାନୀ(ଟିବିସି) ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏଭଳି ଚମଡ଼ା ପ୍ରସ୍ତୁତ କରୁଛନ୍ତି। ଏହି ବାୟୋ…
ଚିରସ୍ରୋତା ନଦୀ ପ୍ରତି ବିପଦ
ଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁ ହିମାଳୟର ହିନ୍ଦୁକୁଶ ରେଜିୟନ (ଏଚ୍କେଏଚ୍)ରୁ ଉପର ନଦୀଗୁଡ଼ିକର ଜଳ ଧାରା ପ୍ରତି ଏବେ ବିପଦ ଦେଖାଦେଇଛି। ହିନ୍ଦୁକୁଶ ଅଞ୍ଚଳରୁ ବାହାରିଥିବା ନଦୀଗୁଡ଼ିକ ଚିରସ୍ରୋତା ଭାବେ ପରିଚିତ। ମୌସୁମୀ ଋତୁରେ ବର୍ଷା ଏବଂ ଗ୍ରୀଷ୍ମଋତୁରେ ବରଫ ତରଳିବା…
ଜାତୀୟ ଆବଶ୍ୟକତା: ଭାରତୀୟଙ୍କ ସାଧୁତା
ଆଜି ବିଶ୍ୱରେ ଭାରତର ଜାତୀୟ ଚରିତ୍ର ଏକ ଦୋ’ଛକିରେ। ନୀତିନୈତିକତା ଓ ଆଧ୍ୟାତ୍ମିକ ପରମ୍ପରାରେ ସମୃଦ୍ଧ ଭାରତର ସାଂସ୍କୃତିକ ଜୀବନ ବିଡ଼ମ୍ବିତ। ଆଦର୍ଶ କମ୍ ଆଡ଼ମ୍ବର ବେଶି। ଆଚାର କମ୍ ପ୍ରଚାର ବେଶି। ନୀତି କମ୍, ଦୁର୍ନୀତି ବେଶି। ବିଶ୍ୱର ୧୮୦…
ବିଷାକ୍ତ ସ୍ପର୍ଶ
ଭାରତରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହେବା ଖବର ନିୟମିତ ଶୁଣିବାକୁ ମିଳେ। ଅଧିକାଂଶ କ୍ଷେତ୍ରରେ ଦେଶୀ ମଦ ଅପମିଶ୍ରଣ ମୁଖ୍ୟ କାରଣ ହୋଇଥାଏ। ଏହି ମଦ ପ୍ରସ୍ତୁତ ଭାଟି ଓ ସେଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିଷୟରେ ପ୍ରାୟତଃ ସ୍ଥାନୀୟ…
ସାହିତ୍ୟ ସୃଷ୍ଟିରେ ପ୍ରକାଶନର ଭୂମିକା
ପ୍ରକାଶନ; ଏହି ଶବ୍ଦ ହିଁ ସାହିତ୍ୟ ଜଗତର ନୂଆ ଦରଜା ଖୋଲି ପାଠକମାନଙ୍କୁ ପଠନ ପ୍ରତି ଆକର୍ଷିତ କରେ। ସ୍ରଷ୍ଟାଙ୍କର ରଚନାଗୁଡ଼ିକୁ ପାଠକ ପାଖରେ ପହଞ୍ଚେଇବାର ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ପ୍ରକାଶନ। ଏହା କେବଳ ଲେଖକ/ ଲେଖିକାଙ୍କ ରଚନାକୁ ପ୍ରକାଶିତ କରେ…
ଭାରତରେ ଖାଦ୍ୟ ଅପଚୟ
ଆମ ଦେଶରେ ଯେତେ ଖାଦ୍ୟ ଉତ୍ପାଦନ ହୁଏ, ତାହାର ୪୦-୫୦ ପ୍ରତିଶତ ଉତ୍ପାଦନଠାରୁ ଉପଭୋକ୍ତାଙ୍କ ଦ୍ୱାରା ବ୍ୟବହୃତ ହେବା ମଧ୍ୟରେ ଅପଚୟ ହୋଇଥାଏ। ଏହାର ପରିମାଣ ବର୍ଷରେ ଅନ୍ତତଃ ୬୦ ନିୟୁତ ଟନ୍ ହୋଇପାରେ। କଥାରେ ଅଛି, ”ଗୋଦରା କୋଡ଼େ ଯେତେ…
କେବଳ ଜୀବାଶ୍ମ ଇନ୍ଧନ ନୁହେଁ
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ଅନୁମାନ କରିଛି ଯେ, ଓଡ଼ିଶାରେ ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ଅର୍ଥାତ୍ ଆସନ୍ତା ୧୫ ତାରିଖରେ ରାଜ୍ୟର କେତେକ ସହରରେ ତାପମାତ୍ରା…
Archives


