ସମ୍ପାଦକୀୟ

ନିଷ୍କ୍ରିୟ ସିଆଇସି

ସେପ୍ଟେମ୍ବର ୧୪ ସୁଦ୍ଧା ସେଣ୍ଟ୍ରାଲ ଇନ୍‌ଫରମେଶନ କମିଶନ (ସିଆଇସି) ବା କେନ୍ଦ୍ରୀୟ ସୂଚନା ଆୟୋଗ ମୁରବିହୀନ ହୋଇଯାଇପାରେ। ମୁଖ୍ୟ ସୂଚନା ଆୟୋଗ ହୀରାଲାଲ ସମାରିଆ ଅବସର ନେବା ପରେ ଯଦି ସରକାର ତ୍ୱରିତ ପଦକ୍ଷେପ ନ ନିଅନ୍ତି, ତେବେ ଦେଶର ଟ୍ରାନ୍ସପରେନ୍ସି…

ବିନାଶ ରାସ୍ତାରେ ବିକାଶ

କାଶ ଏବେ ଏକ ବହୁଳ ଉଚ୍ଚାରିତ ଓ ବହୁଳ ଅତ୍ୟାଚାରିତ ଶବ୍ଦ। ସାରା ଭାରତରେ (ଅବଶ୍ୟ ଦକ୍ଷିଣ ଭାରତରେ ଏହାର ପ୍ରତିଶବ୍ଦ ଥିବ) ଏହା ଏତେ ଗୁଞ୍ଜରିତ ଯେ ହୁଏତ ଅନେକେ ଭାବୁଥିବେ ଜୀବନର ମୋକ୍ଷ ପାଇଁ ଉଚ୍ଚାରିତ ମନ୍ତ୍ରର ଏହା…

ନୀତିନିୟମ ବନାମ ମାନସିକତା

କାନାଡା, ନେଦରଲାଣ୍ଡ, ଇସ୍ରାଏଲ୍‌, ଜର୍ମାନୀ, ଅଷ୍ଟ୍ରେଲିଆ ଓ ଆମେରିକାର ଅତ୍ୟାଧୁନିକ କୃଷିପ୍ରଣାଳୀ ହେଉ ବା ଚାଇନାର ବିସ୍ତୃତ ବାଲୁକାଶଯ୍ୟାରେ ସବୁଜିମା ସୃଷ୍ଟିର ଅନନ୍ୟ ଉଦ୍ୟମ, ଅଲିମ୍ପିକ୍ସ ହେଉ ବା ବିଷୟଭିତ୍ତିକ ଗବେଷଣା ସେସବୁ ଏତେ ଉନ୍ନତ ଯେ ଆମଦେଶ ସେମାନଙ୍କଠାରୁ ପଛରେ।…

ବିପଦକୁ ଆମନ୍ତ୍ରଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱରେ ଏକ ବାଣିଜି୍ୟକ ଯୁଦ୍ଧ ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମେରିକାକୁ ବ୍ରାଜିଲ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକ ଉପରେ ସେ ୫୦% ଟାରିଫ୍‌ ଲାଗୁ କରିଛନ୍ତି। ଟ୍ରମ୍ପ୍‌ ସ୍ପଷ୍ଟ ଭାବେ କହିଛନ୍ତି, ବ୍ରାଜିଲର ନ୍ୟାୟିକ ବ୍ୟବସ୍ଥାକୁ…

ଅହିଂସାର ଛଳନା

ବୌଦ୍ଧ, ଜୈନ ଓ ହିନ୍ଦୁଶାସ୍ତ୍ରରେ ଗୋଟିଏ ବାଜପକ୍ଷୀ ଘରଚଟିଆକୁ ଶିକାର ଉଦ୍ଦେଶ୍ୟରେ ଅନୁଧାବନ କରିବାର କାହାଣୀଟିଏ ଅଛି। ଜଣେ ରାଜା ଘରଚଟିଆକୁ ଆଶ୍ରୟ ଦେଇଥିଲେ। ବାଜପକ୍ଷୀଟି ଖାଦ୍ୟ ନ ପାଇ ରାଜାଙ୍କଠାରୁ ତାହା ଚାହଁୁଥାଏ। ଏ କ୍ଷେତ୍ରରେ ଘରଚଟିଆ ବଞ୍ଚତ୍ବା ଲାଗି…

କଟକର ସାହିବାସିନ୍ଦା

ଓଡ଼ିଶାର ସାଂସ୍କୃତିକ ଓ ବ୍ୟବସାୟିକ ରାଜଧାନୀ କଟକର ସାହିବାସିନ୍ଦାମାନେ ଆଜି ଅନେକ ସମସ୍ୟା ଭିତରେ ଗତିକରୁଛନ୍ତି। ଶହ ଶହ ବର୍ଷଧରି ଏହି ଏମାନେ କଟକର ଉନ୍ନତ ସାଂସ୍କୃତିକ ଓ ସାମାଜିକ ପରମ୍ପରାକୁ ବଞ୍ଚାଇ ରଖିବା ସହ କଟକରେ ବ୍ୟବସାୟ ପାଇଁ ଅନୁକୂଳ…

ଜନସ୍ବାର୍ଥ ପ୍ରତି ପ୍ରାଥମିକତା

ବଡ଼ ବିଚିତ୍ର ଏ ରାଜନୀତି। ତା’ଠାରୁ ବିଚିତ୍ର ରାଜନେତାଙ୍କ ମତିଗତି। ବିରୋଧୀ ଦଳରେ ଥିବାବେଳେ ସରକାରର ସମସ୍ତ ଦୋଷ ଦୁର୍ବଳତାକୁ ନେଇ ବିଧାନସଭା ହୁଏ ରଣାଙ୍ଗନ। ବନ୍ଦ ପାଳନ, ଧର୍ମଘଟ ଓ ସତ୍ୟାଗ୍ରହ ମାଧ୍ୟମରେ ଜନତାଙ୍କ ମନରେ ପ୍ରତ୍ୟୟ ସୃଷ୍ଟିର ପ୍ରୟାସ…

ଲିଭିଂ ଲାବ୍‌

ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ବନ୍ୟା, ବାତ୍ୟା, ଭୂସ୍ଖଳନ ଓ ଜଙ୍ଗଲ ନିଆଁର ପ୍ରାବଲ୍ୟତା ଯେଉଁଭଳି ବୃଦ୍ଧି ପାଉଛି, ତାହା ଏବେ ଦେଶବ୍ୟାପୀ ସମସ୍ତେ ହୃଦ୍‌ବୋଧ କରୁଛନ୍ତି। ଓଡ଼ିଶାରେ ପୂର୍ବରୁ ମଧ୍ୟ ଏହିଭଳି ବାତ୍ୟା, ବନ୍ୟା ଓ ଠାଏ ଠାଏରେ ମରୁଡ଼ି…

ଏଇ ଭାରତରେ

ସମାଜରେ କୌଣସି କ୍ଷେତ୍ରରେ ପରିବତ୍ତର୍ର୍ନ କେବଳ ବଡ଼ ସଙ୍ଗଠନ କିମ୍ବା ବୃହତ୍‌ କମ୍ପାନୀଗୁଡ଼ିକ ଦ୍ୱାରା ହୋଇ ନ ଥାଏ, ବରଂ ବ୍ୟକ୍ତିଗତ ଉଦ୍ୟମରେ ଏହା ସମ୍ଭବ ହୋଇପାରେ। ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସିକିମ୍‌ରେ। ସେଠାରେ ଏକ ସ୍କୁଲର ଭବିଷ୍ୟତ…

ଜୀବନ ଓ ଜଗନ୍ନାଥ

ଜୀବନ ଜିଇବା ପାଇଁ ସୃଷ୍ଟିରେ ଅନେକ ଶିକ୍ଷଣୀୟ ତତ୍ତ୍ୱ ରହିଛି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୂପରେ ସମାଜ ଆମକୁ ଅନେକ କିଛି ଶିଖାଇଥାଏ। ସେଥିପାଇଁ ବିଶ୍ୱର ପ୍ରତିଟି ସୃଷ୍ଟି ସ୍ବତନ୍ତ୍ର ଉଦ୍ଦେଶ୍ୟମୂଳକ। ଯେମିତି ଭଗବାନ୍‌ ଶ୍ରୀଜଗନ୍ନାଥଙ୍କର ଆବିର୍ଭାବ ଏବଂ ଦୈନନ୍ଦିନ ରୀତିନୀତି…

ଟ୍ରମ୍ପ୍‌ଙ୍କ ଶ୍ୱେନଦୃଷ୍ଟି ଅନ୍ତରାଳେ

ବିଶ୍ୱ ରାଜନୈତିକ ଆକାଶରେ ଏବେ ଯେଉଁ ଝଡ଼ ସୃଷ୍ଟି ହୋଇଛି ତା’ର ଅନ୍ତରାଳେ ବହୁ ଅକୁହା କାରଣ ରହିଛି। ଆମେରିକା ତା’ର ପୂର୍ବ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ହରାଇ ବସିଲାଣି। ଏବେ ଟ୍ରମ୍ପ ଆମେରିକୀୟମାନଙ୍କ କିପରି ଆସ୍ଥାଭାଜନ ହୋଇ ପାରିବେ…

ତ୍ରୁଟି ଘୋଡ଼ାଉଛନ୍ତି

ଭାରତର ନିର୍ବାଚନ କମିଶନ (ଇସି) ଏକ ସାମ୍ବିଧାନିକ ସଂସ୍ଥା। ୧୯୫୧ ସାଧାରଣ ନିର୍ବାଚନ ବେଳୁ ନିର୍ବାଚନଗୁଡ଼ିକୁ ପରିଚାଳନା କରିଆସୁଥିବା ଏହି ସଂସ୍ଥାର ଗୁରୁତ୍ୱ ଟି.ଏନ୍‌. ଶେଷାନ ମୁଖ୍ୟ ନିର୍ବାଚନ କମିଶନର ହେବା ପରେ ବଢ଼ିଥିଲା। ଭାରତୀୟଙ୍କୁ ୧୯୯୬ରେ ଭୋଟର ପରିଚୟପତ୍ର ଦିଆଯିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri