ଏଇ ଭାରତରେ
ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିନା କିଛି ପାଇବା ଆଶାରେ ବିଭିନ୍ନ ସେବା ଯୋଗାଇ ଦେଇଥାନ୍ତି। ତେବେ ଜଣେ ସାଧାରଣ ଓ୍ବେଲ୍ଡର ମାଗଣାରେ ଅକ୍ସିଜେନ ସିଲିଣ୍ଡର୍ ଯୋଗାଇଦେବା କିଛି କମ୍ କଥା ନୁହେଁ। ଛତିଶଗଡ଼ର ଏହି ବ୍ୟକ୍ତିଙ୍କ ନାମ ସତ୍ୟନାରାୟଣ…
ନରକରେ ଜମାକାରୀ
ଭାରତୀୟ ଅର୍ଥନୀତି ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଏହାକୁ ସୁଧାରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଏପରି କି ଅଧିକ ଆୟ ସଂଗ୍ରହ ଲାଗି ଗତ ସାଧାରଣ ବଜେଟ ବେଳେ ସରକାରଙ୍କ ପକ୍ଷରୁ…
ଗୁଣିଗାରେଡ଼ିକୁ ରୋକିବା କେମିତି
ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିଦିନ ହେଲା ରାଜ୍ୟରେ ଗୁଣିଗାରେଡ଼ି ଓ ଡାହାଣୀ ଜନିତ ଅପରାଧର ଅନେକ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତ ନଅ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ୩୫ ଜଣ ବ୍ୟକ୍ତି ଗୁଣି ବା ଡାହାଣୀ ସନ୍ଦେହରେ…
ଷଣ୍ଢମାର୍କା ଟୋକା
ମନ-ମାନଚିତ୍ର ଡ. ନରହରି ବେହେରା ମାଇନର ପଢ଼ିବାବେଳେ ମୋ ଜେଜେ ଥରେ ପାଖକୁ ଡାକି କହିଲେ- ଆରେ ନାତିଆ, ସବୁ କରିବୁ, ହେଲେ ଷଣ୍ଢମାର୍କା ଟୋକାଙ୍କ ପାଖ ମାଡ଼ିବୁ ନାହିଁ। ଏମାନଙ୍କର ଦୟାମାୟା ବୋଲି କିଛି ନାହିଁ। ଏମାନେ ଯାହା କରନ୍ତି…
ଏଇ ଭାରତରେ
ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଏକ ଛବି ସାମ୍ନାକୁ ଆସିଛି ଛତିଶଗଡ଼ର କାଙ୍କେର ଜିଲାରେ। କାଙ୍କେର ଜିଲାର ତୁମସନାର୍ ଗାଁରେ ପ୍ରଚଳିତ ରହିଛି ଏକ ଅଜବ ପରମ୍ପରା। ଏହି ଗାଁରେ ଯଦି କୌଣସି ପ୍ରସୂତିଙ୍କର ମୃତ୍ୟୁ ହୋଇଯାଏ ପୁରୁଷମାନେ ତାଙ୍କ ଶବକୁ ଛୁଅନ୍ତି…
ଆତଙ୍କବାଦ ଓ ପାକିସ୍ତାନ
ଆକାର ପଟେଲ ମନି ଲଣ୍ଡରିଂ (କଳାଧନକୁ ବୈଧ କରିବା) ଓ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍) ପକ୍ଷରୁ ପାକିସ୍ତାନକୁ ଆଉ ଚାରିମାସ ମହଲତ ଦିଆଯାଇଛି। ଗତ ଜୁନ୍ମାସରେ ଦିଆଯାଇଥିବା…
ଈର୍ଷାର ଅସୁର
ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ କ୍ରୋଧ ମଣିଷର ସବୁଠୁ ବଡ ଶତ୍ରୁ ବୋଲି ଯେଉଁମାନେ ବିଚାରନ୍ତି, ସେମାନଙ୍କ ସମ୍ପର୍କରେ ଗୋଟିଏ କଥା କୁହାଯାଇପାରେ ଯେ ସେମାନେ ଜୀବନରେ କେବେ କାହାକୁ ଈର୍ଷା କରିନାହାନ୍ତି କିମ୍ବା କାହା ଈର୍ଷାର ଶିକାର ହୋଇନାହାନ୍ତି। ପ୍ରକୃତରେ…
ଗୋଗୋଇଙ୍କ ଉତ୍ତରାଧିକାରୀ
ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର ସୁପରିଚାଳନା ଓ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି…
ଏଇ ଭାରତରେ
ମଦ୍ୟପାନ ଦୂର କରିବା ପାଇଁ ଗୁଜରାଟର ଏକ ଗାଁ ଅଜବ ଉପାୟ ଆପଣାଇଛି। ଗାଁର ନାଁ ଖାଟିସିତାରା। ବନାସକାନ୍ଥା ଜିଲା ଅନ୍ତର୍ଗତ ଏହି ଆଦିବାସୀବହୁଳ ଗାଁରେ ଯଦି କୌଣସି ବ୍ୟକ୍ତି ମଦ ପିଇ ଧରାପଡ଼ନ୍ତି ତେବେ ଗାଁର ନିଷ୍ପତ୍ତିକ୍ରମେ ଲଗାଯାଇଥିବା ଜରିମାନା…
ନୀତି ସିଇଓଙ୍କ ଛାଟ
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ରେଳ ଷ୍ଟେଶନଗୁଡ଼ିକର ଆଧୁନିକୀକରଣରେ ମନ୍ଥରତାକୁ ନେଇ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଅମିତାଭ କାନ୍ତ କଟୁ ସମାଲୋଚନା କରିବା ପରେ ରେଳ ମନ୍ତ୍ରଣାଳୟ କାର୍ଯ୍ୟରେ ତତ୍ପରତା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ବି…
ମୋ ସରକାର : ଚଳେଇ ପାରିଲେ ଭଲ
ବିପିନ ବିହାରୀ ମିଶ୍ର ବର୍ତ୍ତମାନ ‘ମୋ ସରକାର’ କାର୍ଯ୍ୟକ୍ରମରେ ସରକାରୀ କଳ ବ୍ୟସ୍ତ। ଏହାର ଉଦ୍ଦେଶ୍ୟ ଭଲ। ଏଥିରେ ରାଜନୀତିର କାରସାଦି ଅଛି ବୋଲି କହିଲେ ଅନ୍ୟାୟ ହେବ। ଯଦି ସରକାରୀ କଳକୁ କୁହାଗଲା ଆହୁରି ସକ୍ରିୟ ହୁଅ, ସର୍ବସାଧାରଣଙ୍କୁ ଉପଯୁକ୍ତ…
ସଙ୍କୋଚନରୁ ପ୍ରସାରଣ
ଡ. ଶରତ ଚନ୍ଦ୍ର ରଥ ବସ୍ତୁଠାରୁ ବାସ୍ତବତା ବଡ଼। କାରଣ ବସ୍ତୁର ମୂଲ୍ୟ ଅଛି, ବାସ୍ତବତାର ମୂଲ୍ୟବୋଧ ଅଛି। ଧନଠାରୁ ମନ ବଡ଼। କାରଣ ଧନର ମୂଲ୍ୟ ଅଛି, ମନର ମୂଲ୍ୟବୋଧ ଅଛି। କାମଠାରୁ ପ୍ରେମ ବଡ଼। କାରଣ କାମରେ ନେବାର…
Archives


