ସମ୍ପାଦକୀୟ

ନିଶା ସେବନ ଓ ଯୁବ ସମାଜ

ରାଧାମୋହନ ମହାପାତ୍ର ଯୁବ ସମାଜ ହେଉଛି ରାଷ୍ଟ୍ରର ମେରୁଦଣ୍ଡ। ରାଷ୍ଟ୍ରର ବିକାଶରେ ସେମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ରାଷ୍ଟ୍ରର ପ୍ରତ୍ୟେକ କ୍ଷେତ୍ରରେ ଯୁବଶକ୍ତିର ଆବଶ୍ୟକତା ଉପଲବ୍ଧି କରାଯାଏ। କୃଷି, ଶିଳ୍ପ, ପ୍ରତିରକ୍ଷା, ଗବେଷଣା ଆଦି ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅବଦାନ ରହିଲେ ଯେକୌଣସି…

କନକ ଉପତ୍ୟକାରେ ବିକାଶ

ଦିଲୀପ କୁମାର ଦାଶ ମନକୁ ପ୍ରଥମ ପ୍ରଶ୍ନ ଆସେ – ‘କନକ’ ଉପତ୍ୟକା କେଉଁଠି? ଉତ୍ତର ଭାରି ସହଜ। ସେଇଟା ଏବେ ବିକାଶର ନୂଆ ଠିକଣା। ଚାରିପଟେ ପାହାଡ଼ ଘେରା, ମଝିରେ ଏକ ସମତଳ ଭୂଇଁ। ସେଠାରେ ଅନେକ ପାହାଡ଼, ଅନେକ…

ଏଇ ଭାରତରେ

ସେବା କରିବାର ଇଚ୍ଛାଶକ୍ତି ଅନେକଙ୍କୁ ପଦପଦବୀ ଓ ଅର୍ଥ ଉପାର୍ଜନର ମୋହରୁ ଦୂରକୁ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଜଣେ ମହିଳା ଡାକ୍ତରଙ୍କ କ୍ଷେତ୍ରରେ। ଡ. ଭାରତୀ ଏଲ୍‌ ଓ୍ବାଘଜିୟାସି ତାଙ୍କ ବୃତ୍ତିଗତ ରୋଜଗାରକୁ ପଛ କରିଦେଇ…

ସମ୍ପାଦକୀୟ/ ଝାଳ ବୁହାଇବା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ନଭେମ୍ବର ୨୦୧୯ରେ ତାଙ୍କ ରେଡିଓ ବାର୍ତ୍ତା ‘ମନ କୀ ବାତ୍‌’ରେ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇଥିବାରୁ ତାଙ୍କୁ ଦେଶବାସୀଙ୍କ ତରଫରୁ ଶୁଭେଚ୍ଛା ଜଣାଇବା ଦରକାର। ଭାରତବର୍ଷର ଅଧିକାଂଶ ସ୍କୁଲ ଓ କଲେଜରେ ଛାତ୍ରୀଛାତ୍ରଙ୍କୁ ଶାରୀରିକ…

ମୂଲ୍ୟବୋଧଭିତ୍ତିକ ଶିକ୍ଷା ଓ କର୍ତ୍ତବ୍ୟ ସଚେତନତା

ରମେଶ ପୋଖରିଆଲ ‘ନିଶଙ୍କ’ ଭାରତ କେବଳ ବିଶ୍ୱର ସର୍ବବୃହତ୍‌ ଲୋକତନ୍ତ୍ର ନୁହେଁ, ଏହା ମଧ୍ୟ ସର୍ବବୃହତ୍‌ ଶିକ୍ଷାତନ୍ତ୍ରର ଅଧିକାରୀ। ଏହି ଗୌରବର ଅଧିକାରୀ ହେବା ସହ ଆମ ଉପରେ ଏକ ବିରାଟ ଦାୟିତ୍ୱ ମଧ୍ୟ ରହିଛି। ଆମେ ସଭିଏଁ ଏ ସମ୍ପର୍କରେ…

ଶ୍ରୀମନ୍ଦିରରେ ଦେବଦୀପାବଳି

ପଣ୍ଡିତ ରାମକୃଷ୍ଣ ମିଶ୍ର ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀରୁ ଶୁକ୍ଳ ପ୍ରତିପଦ ଯାଏ ତିନିଦିନ ଦେବତାମାନଙ୍କର ଦୀପାବଳି ବା ଦୀପଦାନ ଉତ୍ସବ ପାଳିତ ହୁଏ। ଏହି ସମୟରେ ଓଡ଼ିଶାର ମନ୍ଦିରଗୁଡିକୁ ଆଲୋକମାଳାରେ ସଜାଯାଏ। ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ଏହା…

ଏଇ ଭାରତରେ

ଭାରତରେ ବିବିଧତା ମଧ୍ୟରେ ସହାବସ୍ଥାନ ଓ ସାମ୍ପ୍ରଦାୟିକ ସଦ୍‌ଭାବନା ସମ୍ଭବ, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ। ଜଣେ ଶିଖ୍‌ ବ୍ୟକ୍ତି ମସ୍‌ଜିଦ ନିର୍ମାଣ ଲାଗି ଜମି ଦାନ କରିଛନ୍ତି। ଦାତାଙ୍କ ନାମ ସୁଖପାଲ ସିଂହ ବେଦି।…

ଅନେକ ବାଟ

ଅକ୍ଟୋବର ୨୧ରେ ଶେଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଅକ୍ଟୋବର ୨୪ରେ ପ୍ରକାଶ ପାଇଥିଲା। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ୧୦୫ ଆସନ ପାଇଥିବା ବେଳେ ନିର୍ବାଚନ ପୂର୍ବର ସହଯୋଗୀ ଏବଂ ହିନ୍ଦୁତ୍ୱ ଚିନ୍ତାଧାରାର ପ୍ରମୁଖ ଅଂଶୀଦାର ଶିବସେନା…

ଉତ୍କଳ ବିଶ୍ୱବିଦ୍ୟାଳୟ

ଶରତ ଚନ୍ଦ୍ର ମିଶ୍ର ଅତ୍ୟନ୍ତ ଆନନ୍ଦର କଥା ଯେ, ବାଣୀବିହାରର କେତେଜଣ ପୁରାତନ ଛାତ୍ରୀଛାତ୍ର ସଂଗଠିତ ହୋଇ ଏହାର ହୃତଗୌରବ ଫେରାଇଆଣିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରମାନେ ଏକ ବିଶେଷ ଭୂମିକା ପାଳନ…

ଇଲେକ୍ଟୋରାଲ ବଣ୍ଡ୍‌: ସରକାର ସତ ମାନିଲେ

ନୀତୀନ ସେଠୀ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ରକ୍ଷା କରାଗଲେ ପରେ ରାଜନୈତିକ ଆକ୍ରୋଶର ଶିକାର ହେବାକୁ ପଡ଼ିପାରେ ବୋଲି ଆଶଙ୍କା କରି ଦାତାମାନେ ଗୋପନୀୟତାଯୁକ୍ତ ଇଲେକ୍ଟୋରାଲ ବଣ୍ଡ୍‌ ପାଇଁ ଦାବି କରିଆସୁଥିଲେ ବୋଲି ମୋଦି ସରକାର ବାରମ୍ବାର କହି…

ଏଇ ଭାରତରେ

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଟ୍ରାଫିକ ପୋଲିସ ଅଫିସରଙ୍କ ସାଧାରଣ ଦାୟିତ୍ୱ। ମାତ୍ର ତେଲେଙ୍ଗାନାରେ ଏମିତି ଜଣେ ପୋଲିସ ଅଫିସର ଅଛନ୍ତି ଯିଏ କି ରାସ୍ତା ମରାମତି କରିବା ସହ ଗୀତ ମାଧ୍ୟମରେ କୁସଂସ୍କାର ବିରୋଧରେ ସଚେତନତା ସୃଷ୍ଟି କରୁଛନ୍ତି। ଟ୍ରାଫିକ…

କଷ୍ଟ ସମୟ

ସମ୍ପାଦକୀୟ/ତଥାଗତ ସତପଥୀ ଗଣତନ୍ତ୍ର ଉପରେ ଯେତେବେଳେ ଚାପ ବୃଦ୍ଧି ପାଉଛି, ସେତେବେଳେ ଗଣମାଧ୍ୟମର ଗୁରୁତ୍ୱ ମଧ୍ୟ ବଢୁଛି। ଏହା ସତ୍ୟ ଯେ, ୧୯୪୭ ମସିହାଠାରୁ ଆଜି ପର୍ଯ୍ୟନ୍ତ ଭାରତ ସଫଳତାର ସହ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ହୋଇଆସୁଛି। ସେହି ସମୟରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri