ସମ୍ପାଦକୀୟ

ଶିକ୍ଷା ହେଉ ଜୀବନର ମୂଳଦୁଆ

ଆଶିଷ ଧାଓ୍ବନ ଉଚ୍ଚମାନର ଶିକ୍ଷା ଜଣେ ବ୍ୟକ୍ତିଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିଥାଏ। ଏହା କେବଳ ଶିକ୍ଷାର୍ଥୀ ମନରେ ମହତ୍ତ୍ୱାକାଂକ୍ଷା ସୃଷ୍ଟି କରେ ନାହିଁ, ବରଂ ତାକୁ ଚରିତାର୍ଥ କରିବା ପାଇଁ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। ତେଣୁ ଭାରତ ଭଳି…

ଏଇ ଭାରତରେ

ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ଆଯୋଜିତ ଏକ ନିଆରା ବାହାଘର ନଜରକୁ ଆସିଛି ଉତ୍ତରପ୍ରଦେଶରେ। ବିନା ଯୌତୁକରେ ଓକିଲ ବର ସହ ପୋଲିସ କନ୍ୟାଙ୍କ ମଧ୍ୟରେ ବାହାଘର ହେବା ସହ ବରଯାତ୍ରୀଙ୍କୁ ଚାରା ବଣ୍ଟାଯାଇଛିି। ରେବାଡି ଜିଲା ଶହବାଜପୁର ଖାଲ୍‌ସା…

ଆଜିର ଅର୍ଥନୀତି/ ପୁଣି ଚେତାବନୀ

ଉଦ୍ୟୋଗ ଚଳାଇବା ପାଇଁ ପାଣ୍ଠି ଅଭାବର ସମ୍ମୁଖୀନ ହେଉଥିବା ଓ ଋଣ ପାଇପାରୁ ନ ଥିବା କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆରମ୍ଭ କଲେ। ଉତ୍ତମ ଓ ବଳିଷ୍ଠ ଚିନ୍ତାଧାରା ଥିବା…

ଏ ଅନ୍ଧକାରରୁ ମୁକ୍ତି କେବେ

ମନ-ମାନଚିତ୍ର / ଡ. ନରହରି ବେହେରା ରୂପେନ୍‌ ବାନାର୍ଜୀ ତାଙ୍କର ‘ଦି ଓଡ଼ିଶା ଟ୍ରାଜେଡ଼ି: ଏ ସାଇକ୍ଲୋନ୍‌’ସ୍‌ ଇୟର ଅଫ୍‌ କାଲାମିଟି’ ବହିରେ ଗୋଟିଏ ରୋଚକ କଥା ବର୍ଣ୍ଣନା କରିଛନ୍ତି। ସେ ବର୍ଣ୍ଣନା ପ୍ରସଙ୍ଗରେ ଲେଖିଛନ୍ତି- ୧୯୯୯ ମହାବାତ୍ୟା ପୂର୍ବରୁ ତତ୍କାଳୀନ…

ଦାମ୍ପତ୍ୟ ପ୍ରତାରଣା

ଅଲେଖ ଚନ୍ଦ୍ର ମିଶ୍ର ୨୦୧୬ର ଏକ କୌତୂହଳପୂର୍ଣ୍ଣ ଘଟଣା। ଆମେରିକାର ଏକ ଲୋକପ୍ରିୟ ବ୍ୟବସାୟିକ ଓ୍ବେବ୍‌ସାଇଟରେ ଦିନେ ପ୍ରକାଶ ପାଇଲା ଏକ ସମ୍ବେଦନଶୀଳ ବିଜ୍ଞାପନ। ଜଣେ ବ୍ୟବହୃତ ପତ୍ନୀଙ୍କୁ ବିକ୍ରି ପାଇଁ ନିଲାମ ଆହ୍ବାନ କରାଯାଉଛି। ଯିଏ ସର୍ବାଧିକ ମୂଲ୍ୟ ଦେବ…

ଏଇ ଭାରତରେ

ଭାଷାକୁ କୌଣସି ସମ୍ପ୍ରଦାୟର ପରିସୀମାରେ ରଖାଯାଇ ପାରେନା ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନର ଅଧ୍ୟାପିକା ଛୋଟୁ ମୀନା। ତାଙ୍କୁ ବର୍ତ୍ତମାନ ବୟସ ୩୯ ବର୍ଷ। ସେ ଟୋଙ୍କ ଜିଲାର ପିପ୍‌ଲୁସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ସହ-ପ୍ରାଧ୍ୟାପିକା ଅଛନ୍ତି। ଏହି କଲେଜରେ ଛାତ୍ରୀମାନଙ୍କୁ…

ଟୁନାମାଛର ବିପଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେରିକାରେ ବିକ୍ରି ହେଉଥିବା ୟେଲୋଫିନ୍‌ ଟୁନା (ହଳଦିଆ ଡେଣାଯୁକ୍ତ ଟୁନା ମାଛ)ର ଉତ୍ପାଦଗୁଡ଼ିକ ଖାଦ୍ୟ ବିଷାୟନର କାରଣ ହୋଇପାରେ ବୋଲି ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଲର୍ଜିକାରକ ହିଷ୍ଟାମାଇନ ଦ୍ୱାରା ସଂକ୍ରମିତ ଟୁନାମାଛ…

ଜେଏନ୍‌ୟୁ ଛାତ୍ର ଆନ୍ଦୋଳନକୁ ଦମନ

ବିଚିତ୍ର ବିଶ୍ୱାଳ ଗଣତନ୍ତ୍ରରେ ବିରୋଧୀ ମତକୁ ଚାପି ଦିଆଯିବା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ। ଏହା ଧୀରେ ଧୀରେ ଆମ ଦେଶକୁ ସ୍ବେଚ୍ଛାଚାରିତା ଦିଗରେ ଆଗେଇ ନେବ। ସମ୍ପ୍ରତି ଆମ ଦେଶରେ ଠିକ୍‌ ଏଇଆ ହଁି ହେଉଛି। ବିରୋଧୀ ମତବାଦକୁ…

ମାସଶ୍ରେଷ୍ଠର ମହକ

ଉପେନ୍ଦ୍ର ବିଶ୍ୱାଳ ବର୍ଷକ ବାରମାସ ମଧ୍ୟରୁ ଶ୍ରେଷ୍ଠମାସ ମାର୍ଗଶିର। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ କହିଛନ୍ତି- ମାସାନାଂ ମାର୍ଗଶୀର୍ଷୋଽହଂ ଅର୍ଥାତ୍‌ ମାସଗୁଡ଼ିକ ମଧ୍ୟରେ ମୁଁ ହେଉଛି ମାର୍ଗଶିର। ସାରା ଶ୍ରାବଣ ଶିବଙ୍କ ପାଇଁ ସମର୍ପିତ ଥିଲା ପରି ମାର୍ଗଶିର ମାସଟି ମା’…

ଏଇ ଭାରତରେ

ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁ ସମ୍ଭବ, ଯାହା ପ୍ରମାଣ କରିଛନ୍ତି ଜଣେ ନିର୍ମାଣ ଶ୍ରମିକ। ପ୍ରସିଦ୍ଧ ତାମିଲ ଲେଖକଙ୍କ ପୁସ୍ତକ ଓ ଗଳ୍ପ ଅନୁବାଦ କରି ସେ ପୁରସ୍କୃତ ହୋଇଛନ୍ତି। ତାଙ୍କ ନାମ ଶାଫି ଚେରୁମାଭିଲାଇ। କେରଳର କନ୍ନୁର…

ଖେଳ ଆରମ୍ଭ ହେଲା

ସମ୍ପାଦକୀୟ/ତଥାଗତ ସତପଥୀ ସବୁ ଭାବୁଥିଲେ ଯେ, ମୋଦି-ଶାହ ମେଣ୍ଟ ଏ ଦେଶରେ ସବୁଠାରୁ ଚତୁର ଏବଂ ଦକ୍ଷ। କୁହାଯାଉଥିଲା ଯେ ଅସମ୍ଭବକୁ ସମ୍ଭବ କରିପାରୁଛନ୍ତି ଅମିତ୍‌ ଶାହ, କାରଣ ହାରିଯିବା ପରେ ମଧ୍ୟ ଗୋଆ, କର୍ନାଟକ ଆଦି ରାଜ୍ୟରେ କିଣାବିକା କରି…

ପୋଲିସ ଜବତ ଚୋରିଡକାୟତିଠାରୁ ସାଂଘାତିକ

ସହଦେବ ସାହୁ ବୟୋବୃଦ୍ଧଙ୍କ ସଂଗଠନ ଏଜ୍‌ କେୟାର୍‌ ଆସୋସିଏଟ୍‌ସର ଅଧ୍ୟକ୍ଷ ଭାବେ ମୁଁ ଆଇଆର୍‌ସି ଭିଲେଜ୍‌ ଥାନା ସାମ୍‌ନା ସିଏଇଟ୍‌ କ୍ୱାର୍ଟରରେ ଥିବା ଅଫିସ୍‌ ଗୃହକୁ ଗଲେ ମୋ ଆଖିରେ ପଡେ କୁଢ କୁଢ ଗାଡିର ପାହାଡ। ଗୋଟିଏ ଗାଡି ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri