ନିମିଷକେ ବଦଳୁଛି ଜ୍ଞାନର ପୃଥିବୀ
ଡ. ସୁବାସ ଚନ୍ଦ୍ର ପାତ୍ର ସମୟ ବ୍ୟବଧାନର ଗାଣିତିକତା ବୋଧହୁଏ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ, ଯେଉଁଥିପାଇଁ ୫୦ ବର୍ଷର ବ୍ୟବଧାନ ୫/୧୦ବର୍ଷ ପରି ଲାଗୁଥିଲା ବେଳେ, ୫/୧୦ ବର୍ଷର ବ୍ୟବଧାନ ୫୦ ବର୍ଷ ପରି ଲାଗେ। ୧୯୦୫ ମସିହାରେ…
ଭଗବାନ ବେଶି ସଜାଗ
ଶ୍ରୀ ସନ୍ନ୍ୟାସୀ ସ୍ବାମୀ ସଚ୍ଚିଦାନନ୍ଦ ରାଜପୁତନାରେ ଦିନେ ଭିକ୍ଷା କଲାବେଳେ ଜଣକ ଘରେ ଛୋଟ ଝିଅଟିଏ ନିଜେ ଭିଣିଥିବା ମେଞ୍ଚାଏ ତୁଳା ଆଣି ବାବାଙ୍କୁ ଦେଲା। ବାବା କହିଲେ- ମୋର ତୁଳା କ’ଣ ହେବ? ପଟେ ଦିପଟ ରୁଟି ହୋଇଗଲେ ଆଜି…
ଏଇ ଭାରତରେ
ଭାରତରେ ଏମିତି କିଛି ପରମ୍ପରା ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଦେବୀଙ୍କ ଉପରେ ବିଶ୍ୱାସ ରଖି ପତିଙ୍କ ମଙ୍ଗଳ ଲାଗି ମହିଳାମାନେ ସେମାନଙ୍କ ସାମାଜିକ ସ୍ବୀକୃତିକୁ ଯେ ବନ୍ଧା ରଖୁଛନ୍ତି ତାହା ଘଟୁଛି ଆମ ଦେଶରେ। ପତିଙ୍କ ମଙ୍ଗଳ ଲାଗି…
ହେଲା ତଲାକ୍
ସମ୍ପଦକୀୟ/ତଥାଗତ ସତପଥୀ ଖୁସିର କଥା ଯେ, ଭାଜପା ସରକାରର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ଚାହୁଁଥିଲେ ତାହା କରାଇପାରିଲେ। ୩୦ ଜୁଲାଇ ୨୦୧୯ରେ ରାଜ୍ୟ ସଭାରେ ତିନି ତଲାକ୍ ବିଲ୍ ଗୃହୀତ ହେବା ପରେ ଏହା ଖୁବ୍ଶୀଘ୍ର ରାଷ୍ଟ୍ରପତିଙ୍କ…
ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୫୦ ଦିନ
କିରେନ୍ ରିଜିଜୁ ଗତ ସପ୍ତାହରେ ମୋଦି ସରକାର ୨.୦ କାର୍ଯ୍ୟାଳୟରେ ୫୦ ଦିନ ପୂରଣ କରିଛନ୍ତି। ଏବେ ଆମ ରିପୋର୍ଟ କାର୍ଡ ପ୍ରଦାନ କରିବା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାର ସମୟ ଉପନୀତ ହୋଇଛି। କେହି କେହି ଯୁକ୍ତି କରିପାରନ୍ତି…
ଦି’ରଙ୍ଗିଆ ରସଗୋଲା
ଅରବିନ୍ଦ ଦାସ ଟିଭିରେ ହେଡ୍ଲାଇନ ଖବର ଦେଖି ଗୋପାଳବାବୁ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଡ଼ ପାଟିରେ କହିଉଠିଲେ, ଶୁଣୁଛ? ଆମ ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍ ପାଇଗଲା। ମୋର ଜଣେ ବନ୍ଧୁ ଏଥିପାଇଁ ବହୁତ ପରିଶ୍ରମ କରିଥିଲେ। ପାଖକୁ ଆସି ଇନ୍ଦୁରେଖା କହିଲେ,…
ଏଇ ଭାରତରେ
କଶ୍ମୀରର ମହମ୍ମଦ ଅଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ହୋଇ ଜେଲ୍ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ। ଏମିତି ଏକ ଖବର ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଯେତେବେଳେ…
ସମ୍ପାଦକୀୟ/ ପୂର୍ବାଭାସ ମିଳିଲାଣି
ଉତ୍ତରପ୍ରଦେଶର ଉନ୍ନାଓ ବଳାତ୍କାର ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଜଣେ ଆଇନଜୀବୀ କାର୍ରେ ଯାଉଥିବା ବେଳେ ରାଏବରେଲିର ଗୁରୁବକ୍ସଗଞ୍ଜ ନିକଟରେ ୨୮ ଜୁଲାଇରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଉକ୍ତ କାର୍କୁ ଟ୍ରକ୍ ଯେଭଳି ଧକ୍କା ଦେଇଛି, ତାହା…
ଜଳ ପାଇଁ ଯୁଦ୍ଧ
ମାୟାଧର ନାୟକ ‘ଜଳ ବିହୁନେ ସୃଷ୍ଟି ନାଶ’ କଥାଟି ଆମେ କେଉଁ ଯୁଗରୁ ଶୁଣିଆସୁଥିଲେ ବି ସେଥିପ୍ରତି ଆମର ଭ୍ରୂକ୍ଷେପ ନ ଥିଲା। ଏବେ କିନ୍ତୁ ସେ କାଳବେଳ ପାଖେଇ ଆସିଲାଣି। ପୃଥିବୀରେ ଧୀରେଧୀରେ ଜଳସଙ୍କଟ ଉଗ୍ରରୂପ ଧାରଣ କଲାଣି। ବିଭିନ୍ନ…
ଓଡ଼ିଶାର ସ୍ବାର୍ଥ ସତରେ ରକ୍ଷା ହେବ କି
ଦିଲୀପ ଦାଶଶର୍ମା ସାଧାରଣ ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ପରସ୍ପରକୁ କିଏ କେତେ କଥା କହୁଥିଲେ। ନିର୍ବାଚନ ସରିଗଲା ପରେ ଦୁଇ ଦଳ ପରସ୍ପରକୁ ଭଲ ପାଇ ପ୍ରଶଂସା କରିବାରେ ଲାଗିଲେ। ଏତେ ଭଲ ପାଇଲେ ଯେ ରାଜ୍ୟର ଶାସକ ଦଳ…
ଏଇ ଭାରତରେ
ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି ପାଇଁ କାଉଡ଼ିଆମାନେ ପବିତ୍ର ନଦୀଜଳ ବୋହି ନେଇଥାନ୍ତି। ଏମାନେ ମୁଖ୍ୟତଃ ହିନ୍ଦୁ। ତେବେ ଉତ୍ତରପ୍ରଦେଶର ଜଣେ ମୁସଲମାନ ଯୁବକ ବାବୁ ଖାଁ କାଉଡ଼ିଆ ସାଜିଛନ୍ତି। ତାଙ୍କ ଉଦ୍ୟମ ସାମ୍ପ୍ରଦାୟିକ ସଦ୍ଭାବର ଏକ ନିଆରା ଉଦାହରଣ…
କଶ୍ମୀର: ବଢ଼ିଲା ଖର୍ଚ୍ଚ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ସେଠାକୁ ୧୦,୦୦୦ ଅତିରିକ୍ତ ଯବାନ ପଠାଇବା ଆରମ୍ଭ କରିଛନ୍ତିି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଅମରନାଥ ଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଦିଗରେ ଅତିରିକ୍ତ…
Archives


