ସମ୍ପାଦକୀୟ

ଆନୁଗତ୍ୟ ବୋହୁଛି

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମ୍ବିଧାନିକ ସମ୍ପର୍କ ସ୍ଥାପନ ପାଇଁ ଭାରତରେ ରାଜ୍ୟପାଳମାନଙ୍କୁ ନିଯୁକ୍ତ କରାଯାଇଥାଏ। ହେଲେ ଦେଖାଯାଉଛି କେତେକ ରାଜ୍ୟପାଳ ସାମ୍ବିଧାନିକ ସୀମା ଅତିକ୍ରମ କରି ନିର୍ବାଚିତ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ସେଥିଲାଗି ସେମାନଙ୍କ ଭୂମିକା ନେଇ…

ଦିଅଁ ଗଢୁ ଗୁଢୁ ମାଙ୍କଡ଼

ବୈକୁଣ୍ଠନାଥ ମିଶ୍ର ଲିଓ ଟଲଷ୍ଟୟଙ୍କର କ୍ଷୁଦ୍ରଗଳ୍ପ ‘ହାଓ ମଚ୍‌ ଲ୍ୟାଣ୍ଡ ଡଜ୍‌ ଏ ମ୍ୟାନ୍‌ ନିଡ୍‌’ର ମୁଖ୍ୟ ନାୟକ ପାହୋମ୍‌କୁ କୁହାଯାଇଥିଲା, ସୂର୍ଯ୍ୟାସ୍ତ ପୂର୍ବରୁ ସେ ଯେତେ ଜମି ଭ୍ରମଣ କରି ମୂଳ ସ୍ଥାନରେ ଆସି ପହଞ୍ଚିବ, ସେସବୁ ତା’ର ହୋଇଯିବ।…

ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତା

ଡ. ଶରତ ଚନ୍ଦ୍ର ରଥ ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତା- ପ୍ରତ୍ୟେକର ବ୍ୟାବହାରିକ ଉପଯୋଗିତା ରହିଛି। ମନରେ ଶାନ୍ତି ଥିଲେ ପରିବେଶରେ ଶାନ୍ତି ଥିବା ପରି ଲାଗେ, ମନରେ ଅଶାନ୍ତି ନ ଥିଲେ ଚାରିଆଡ଼ ବିଷାକ୍ତ ଲାଗେ। ଏହି ଶାନ୍ତି ବସ୍ତୁର…

ଏଇ ଭାରତରେ

ଜଣେ ଉତ୍ତମ ଶିକ୍ଷକ ହିଁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରନ୍ତି। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପିକା ଚିତ୍ରଲେଖା ମଲ୍ଲିକ। କୋଲକାତା ନିବାସୀ ମଲ୍ଲିକ ନିଜ ସୁଖ ତ୍ୟାଗକରି ଶିକ୍ଷାର ପରିବର୍ତ୍ତନ ପାଇଁ ତାଙ୍କ ଦରମା ଓ…

ଭୁଲ୍‌ ସମୟ, ଭୁଲ୍‌ କଥା

ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ତଥା ମାନବ ଅଧିକାର କର୍ମୀ ଇନ୍ଦିରା ଜୟସିଂ ଏକ ଟୁଇଟ୍‌ ମାଧ୍ୟମରେ ନିର୍ଭୟାର ମା’ ଆଶା ଦେବୀଙ୍କୁ ବଳାତ୍କାରୀ ହତ୍ୟାକାରୀଙ୍କୁ କ୍ଷମା ଦେବା ପାଇଁ ନିବେଦନ କରିଛନ୍ତି। ଉଦାହରଣ ଭାବେ ଦର୍ଶାଇବାକୁ ଯାଇ କହିଛନ୍ତି ଯେ, ପୂର୍ବତନ…

ଅବିଦ୍ୟାର ଅନ୍ଧାରରେ ବିଦ୍ୟାର ଆରାଧନା

ଡ. ପ୍ରଫୁଲ୍ଲ କୁମାର ସାହୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରେ ଶିକ୍ଷା ହେଉଛି ମଣିଷର ଚତୁର୍ଥ ଆବଶ୍ୟକତା। ଶିକ୍ଷାର ବିକାଶ ଉପରେ ନିର୍ଭର କରେ ଦେଶର ସର୍ବାଙ୍ଗୀଣ ଉନ୍ନତି। ମାର୍ଟିନ୍‌ ଲୁଥର କହିଥିଲେ, କୌଣସି ରାଷ୍ଟ୍ରର ଉନ୍ନତି ତା’ର ଜଳ,…

କଳିଙ୍ଗପ୍ରାଣ ବିଚ୍ଛନ୍ଦଚରଣ

ଡ. ଉଦ୍ଧବ ଚରଣ ନାୟକ ବିଚ୍ଛିନ୍ନ ଉତ୍କଳର ଏକତ୍ରୀକରଣ, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ତଥା ବିକାଶ କ୍ଷେତ୍ରରେ ଉତ୍କଳର ଅନ୍ୟତମ ବରପୁତ୍ର ସ୍ବଦେଶପ୍ରେମୀ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ଦାନ ଅବିସ୍ମରଣୀୟ। ଏହି ସମସ୍ତ କ୍ଷେତ୍ରରେ ତାଙ୍କ…

ଏଇ ଭାରତରେ

ସ୍କୁଲରେ ପିଲାମାନେ ଶିକ୍ଷକଙ୍କ ଅନୁଶାସନରେ ଚାଲନ୍ତି, କିନ୍ତୁ ଛତିଶଗଡ଼ର ଏକ ସରକାରୀ ସ୍କୁଲ୍‌ ପିଲାଙ୍କ କ୍ୟାବିନେଟ ନିଷ୍ପତ୍ତିକୁ ଶିକ୍ଷକ ଓ ଗ୍ରାମବାସୀ ମାନୁଛନ୍ତି। ରାୟପୁରଠାରୁ ୩୫୦ କିମି ଦୂର ସୁରଜପୁର ଜିଲା ରୁନିୟାଡିହର ସରକାରୀ ପ୍ରିସେକେଣ୍ଡାରୀ ସ୍କୁଲର ପିଲାମାନଙ୍କ କ୍ୟାବିନେଟ ନିର୍ଦ୍ଦେଶ…

ଅନ୍ୟ ପନ୍ଥା ନାହିଁ

ଆକାର ପଟେଲ ମୋର ବୟସ ୫୦ ହେଲାଣି ଏବଂ ବର୍ତ୍ତମାନ ଚାଲିଥିବା ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ବିରୋଧୀ ଆନ୍ଦୋଳନ ପରି ଗଣଆନ୍ଦୋଳନ ଦେଖିନାହିଁ। ଜରୁରିକାଳୀନ ପରିସ୍ଥିତି ସମୟର ଅସ୍ପଷ୍ଟ ସ୍ମୃତି ମୋର ଏବେ ବି ମନେଅଛି। ମୁମ୍ବାଇର ଭିଲେ ପାର୍ଲେ…

ମସ୍ତିଷ୍କ ଓ ହୃଦୟ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଏକ ପୂର୍ଣ୍ଣ ମାନବୀୟ ଉତ୍ତରଣ ପାଇଁ ସୃଷ୍ଟିର ବଡପଣ୍ଡା ଭାବେ ବିବେଚିତ ମଣିଷମାନଙ୍କ ନିମନ୍ତେ ସ୍ରଷ୍ଟାଙ୍କର ସବୁଠୁ ବଡ଼ ବରଦାନ ମସ୍ତିଷ୍କ ଓ ହୃଦୟ। ମେଧାଶକ୍ତିର କେନ୍ଦ୍ର ମସ୍ତିଷ୍କ ଯାହାର ଯେତେ ଉନ୍ନତ ଓ ଉର୍ବର,…

ମୁଦ୍ରାନୀତି ବିଶାରଦ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅର୍ଥନୀତିକୁ ସୁଧାରିବା ଦିଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଶେଷକରି ଉତ୍ତମ ମୁଦ୍ରାନୀତି ପରିଚାଳନା କରିବା ଏହି ଶୀର୍ଷ ବ୍ୟାଙ୍କର ପଦକ୍ଷେପ ଉପରେ ନିର୍ଭର…

ଏଇ ଭାରତରେ

ଟ୍ରାଫିକ ନିୟମ ନ ମାନିଲେ ଚାଳକଙ୍କୁ ଜରିମାନା ଦେବାକୁ ପଡେ। କିନ୍ତୁ ଏହା ବଦଳରେ ସେମାନଙ୍କୁ ରଚନା ଲେଖିବାକୁ ପଡିଛି ଭୋପାଳରେ। ସଡ଼କ ସୁରକ୍ଷା ଆଇନ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଚାଳକଙ୍କ ଉପରେ ଲାଗୁ କରାଯାଇଥିବା ଜରିମାନାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?