ଆପରାଧିକ ନ୍ୟାୟ ପ୍ରକ୍ରିୟା
ସବ୍ୟସାଚୀ ଅମିତାଭ ଏଇ କିଛିଦିନ ତଳେ ହାଇଦ୍ରାବାଦର ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହିତ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ମାମଲାରେ ୪ ଅଭିଯୁକ୍ତ ପୋଲିସ ଏନ୍କାଉଣ୍ଟରରେ ପ୍ରାଣ ହରାଇବା ଅନ୍ୟ ଏକ…
ଅତୀତର ସ୍ମୃତି
ଅଲେଖ ଚନ୍ଦ୍ର ମିଶ୍ର ପୁରାତନ କଥାଟିଏ। ଗୋଟିଏ ଗାଁରେ ରହୁଥିଲେ ମା’ବାପା ଛେଉଣ୍ଡ ଭାଇଭଉଣୀ। ସେମାନେ ଅତି ଦରିଦ୍ର ଥିବାରୁ ଅଦୂରରେ ଥିବା ଜଙ୍ଗଲକୁ ଯାଇ ସେଠାରୁ ଯାହା କିଛି ସଂଗ୍ରହ କରନ୍ତି ତାକୁ ବିକ୍ରି କରି ଚଳନ୍ତି। ବିଶେଷକରି ବଣରେ…
ଏଇ ଭାରତରେ
ଶିକ୍ଷାର ବିକାଶ ଲାଗି ସରକାର ଯାହା କରନ୍ତୁ ନା କାହିଁକି ଏଥିଲାଗି ମହାରାଷ୍ଟ୍ରର ଏକ ଗାଁର ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ। ଓରଙ୍ଗାବାଦ ଜିଲାର ଗାଁ ପୋଖ୍ରୀର ଲୋକେ ଶିକ୍ଷାରେ ଉନ୍ନତି ଆଣିବା ଲାଗି ଏକ ଆଦର୍ଶଗତ ନିଷ୍ପତ୍ତି ନେଇ ଦେଶକୁ ଶିକ୍ଷା…
ପଦୋନ୍ନତି
ଚାକିରି ପାଇଥିବା ବ୍ୟକ୍ତିଙ୍କ ପରବର୍ତ୍ତୀ ଲକ୍ଷ୍ୟ ଥାଏ ପଦୋନ୍ନତି। ବିଶେଷକରି ସରକାରୀ ସଂସ୍ଥାରେ ଏଥିପାଇଁ ଆଗ୍ରହର ସହ ସମସ୍ତେ ଅପେକ୍ଷା କରିଥାଆନ୍ତି। ଯୋଗ୍ୟ ବ୍ୟକ୍ତିଙ୍କୁ ଠିକ୍ ସମୟରେ ପଦୋନ୍ନତି ମିଳିପାରିଲେ ତାଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ଓ ସେ ବ୍ୟବସ୍ଥା ଉପରେ…
ନାଗରିକତ୍ୱ ଆଇନର ବିପଦ
ଭାଲଚନ୍ଦ୍ର ଷଡ଼ଙ୍ଗୀ ନାଗରିକତ୍ୱ ଆଇନରେ ସଂଶୋଧନକୁ ନେଇ ଅଭୂତପୂର୍ବ ପ୍ରତିକ୍ରିୟା ଦେଖାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ପ୍ରତିବାଦରେ ଏଯାଏ ୨୫ ଜଣ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ କର୍ଫ୍ୟୁ ଜାରି ହେବା ସହ ସେନା ବି…
ବିରଳ ବଳୟ ସୂର୍ଯ୍ୟୋପରାଗ
ଡ. ଶୁଭେନ୍ଦୁ ପଟ୍ଟନାୟକ ଡିସେମ୍ବର ୨୬ ତାରିଖ ପୂର୍ବାହ୍ଣରେ ସଂଘଟିତ ହେବ ଏକ ବଳୟ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଘଟଣା ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ। ସମଗ୍ର ଓଡିଶାରେ ସେହି ସମୟରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ।…
ଯିଶୁଙ୍କ ଜନ୍ମ ମନୁଷ୍ୟ ଜାତି ପାଇଁ
ହରିଶ୍ଚନ୍ଦ୍ର ଅରିଶଲ୍ୟ ପ୍ରଭୁ ଯିଶୁ ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିବା ପ୍ରମାଣ ବାଇବେଲରେ ନାହିଁ। ବାଇବେଲରେ ଉଲ୍ଲେଖ ଅଛି, ”ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସହ ଥିଲେ ଏବଂ ସେହି ବାକ୍ୟ ଈଶ୍ୱର ଥିଲେ।“ ଯୋହନ:୧:୧। ବାଇବେଲ କୁହେ, ”ଈଶ୍ୱର…
ଏଇ ଭାରତରେ
ଯେକୌଣସି ବୃତ୍ତିରୁ ଜଣେ କର୍ମଚାରୀ ଅବସର ନେଲେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହେବା ପରମ୍ପରା ରହିଛି। ଏହା ଲାଗି କେତେ କ’ଣ ଆୟୋଜନ ହେଉଛି। ଉପହାରଠାରୁ ଆରମ୍ଭ କରି ଭୋଜିର ଆସର ଜମୁଛି। ହେଲେ ଶୁଣିଛନ୍ତି କି କୃଷକଙ୍କ ଅବସର…
ସମ୍ପାଦକୀୟ/ ନାଟକ ବୁଝାପଡ଼ିଲାଣି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନାକେତେ କହୁଥିଲେ, ଭାରତ ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ହେବା ଦରକାର। କିନ୍ତୁ ତାହା ଏଭଳି ବିରାଟକାୟ ଦେଶ ପାଇଁ ଅତ୍ୟନ୍ତ ଅବାଞ୍ଛିତ। ପିଲାଟିଏ ସ୍କୁଲକୁ ଗଲେ ବର୍ଷକ ମଧ୍ୟରେ ତାକୁ ସର୍ବନିମ୍ନ ଦୁଇଟି ପରୀକ୍ଷା…
ସ୍ମାର୍ଟଫୋନ୍ ପରିବାର ଉଜାଡ଼ିଦେଲା
ସହଦେବ ସାହୁ ମୋବାଇଲ ଫୋନ୍ ପରିବାରକୁ ନଷ୍ଟ କରିଦେଲା। ଆଗର ଭୂଇଁ ସହ ଲାଖି ରହିଥିବା ଫୋନ୍ ଯାହାକୁ ଆମେ ଲ୍ୟାଣ୍ଡ୍ ଲାଇନ୍ କହୁଛୁ, ତାହା ସାରା ପରିବାରକୁ ଯୋଡ଼ି ରଖୁଥିଲା। ଫୋନ୍ ବାଜିଲା କ୍ଷଣି ବାପା କି ମା’ ଝିଅକୁ…
ମଦ ଓ ଜୀବନ
ଡ. ଭାରତ ଭୂଷଣ ରଥ ଅମୂଲ୍ୟ ମାନବ ଜୀବନ। ଜନ୍ମରୁ ମୃତ୍ୟୁ ଯାଏ ମଣିଷ ତା’ର ଲକ୍ଷ୍ୟପଥ ଦେଇ ଦିନ ପରେ ଦିନ ଆଗେଇଯାଏ। ମଣିଷ ଯଦି ଏକ ପୂର୍ଣ୍ଣାଙ୍ଗ ଜୀବନାବଧିକୁ ପ୍ରାପ୍ତ ହୁଏ ତେବେ ଅନେକ ବର୍ଷ ଧରି ଏ…
ଏଇ ଭାରତରେ
ମାଓବାଦୀଙ୍କ ପ୍ରଭାବରେ ୨୦୦୫ରୁ ଭିଟାମାଟି ଛାଡି ଆସିଥିବା ୧୧ଟି ପରିବାର ଛତିଶଗଡ଼ ଦାନ୍ତଓ୍ବୋଡାର ଜୁଡୁମପାରା ବସ୍ତିରେ ରହି ଏବେ ମାଓବାଦ ବିରୋଧରେ ଲଢେଇ କରୁଛନ୍ତି। ଏହି ପରିବାରରେ ଜଣେ ଜଣେ ଏସ୍ପିଓ (ସ୍ବତନ୍ତ୍ର ପୋଲିସ ଅଧିକାରୀ) ରହିଛନ୍ତି। ଏଣୁ ଏହାକୁ ଏସ୍ପିଓ…
Archives


