ଭୂସ୍ବର୍ଗର ପ୍ରତ୍ୟାବର୍ତ୍ତନ
ବିପିନ ବିହାରୀ ମିଶ୍ର ଏ ପର୍ଯ୍ୟନ୍ତ ମାନଚିତ୍ରକୁ ଦେଖିଲେ ଜଣାପଡୁଥିଲା ଯେ ସମଗ୍ର କଶ୍ମୀର ଭାରତର ଏକ ଅଙ୍ଗ। ସବୁ ଦଳର ନେତା କହି ଆସୁଛନ୍ତି ଯେ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ପ୍ରକୃତ ଅବସ୍ଥା ଏଇଆ ଯେ ମାନଚିତ୍ରରେ…
ବିବେକୀ ମଣିଷ
ମମତା ପଣ୍ଡା ମଣିଷକୁ ନିୟନ୍ତ୍ରଣ କରେ ତା’ର ମନ, ବୁଦ୍ଧି ଓ ବିବେକ। ବୃତ୍ତି-ରଙ୍ଗିଳ ମନ ପ୍ରବୃତ୍ତି ମାର୍ଗରେ ଆତ୍ମସ୍ବାର୍ଥ ପୂରଣ ପାଇଁ ନିଜ ଇନ୍ଦ୍ରିୟଗୁଡ଼ିକୁ ବ୍ୟବହାର କରେ। ନିଜର ବୃତ୍ତି-ଆଶା ପୂରଣ ଲାଗି ସେ ବୁଦ୍ଧିର ବିନିଯୋଗ କରେ। ବିବେକର…
ଏଇ ଭାରତରେ
ପରିଣତ ବୟସରେ ମାତାପିତାଙ୍କୁ ଅଯଥା ବୋଝ ମନେକରି ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦିଆଯାଉଛି। କେତେକ ବ୍ୟକ୍ତି ସେମାନଙ୍କ ମାତାପିତାଙ୍କୁ ପ୍ରତିପୋଷଣ କରିବାକୁ କୁଣ୍ଠାବୋଧ କରିବା ସହ ନିର୍ଯାତନା ମଧ୍ୟ ଦେଇଥାଆନ୍ତି। କିନ୍ତୁ ଜଣେ ପିତାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ପୁଅ…
ସମ୍ପାଦକୀୟ/ପାଠ ନାହିଁ, ଫି’
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୧୧ ଅଗଷ୍ଟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫି’ ବହୁମାତ୍ରାରେ ବୃଦ୍ଧି କରିଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଲାଗି ଫି’ ୨୪ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ସେମାନେ…
କଶ୍ମୀରରେ ଆତଙ୍କବାଦ କମିବ
ସହଦେବ ସାହୁ ଏ ପ୍ରବନ୍ଧ ପ୍ରକାଶିତ ହେବା ପୂର୍ବରୁ ଜମ୍ମୁ-କଶ୍ମୀର ଓ ଲଦାଖରେ ମୁସଲିମ୍ ଲୋକେ ଇଦୁଜ୍ଜୁହା ଉପଲକ୍ଷେ ଶାନ୍ତିଶୃଙ୍ଖଳାରେ ନମାଜ ପଢିସାରିଥିବେ ଏବଂ ଘରେ ଏକ ଭିନ୍ନ ବାତାବରଣରେ ଥିବେ। ଆଶଙ୍କା ବି ଥିବ- ପାକିସ୍ତାନ ପକ୍ଷରୁ ପ୍ରୋତ୍ସାହନ ପାଇଥିବା…
ଓଡ଼ିଶା କାହିଁକି ଭିକ୍ଷାଥାଳ ଧରି ଠିଆହେବ
ଶ୍ରୀକାନ୍ତ ଜେନା ଓଡ଼ିଶାକୁ ‘ସ୍ବତନ୍ତ୍ର ଶ୍ରେଣୀ ରାଜ୍ୟ’ ଭାବେ ଗ୍ରହଣ କରିବାକୁ ଓଡ଼ିଶା ବିଧାନସଭା ଦୁଇ ଥର ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି, ଯାହାକୁ ପୁଣିଥରେ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।…
ଏଇ ଭାରତରେ
ବିଭେଦ ମଧ୍ୟରେ ଏକତା ଭାରତର ପରିଚୟ। ବିଭିନ୍ନ ଧର୍ମ ମଧ୍ୟରେ ଶାଶ୍ୱତ ଚିନ୍ତାଧାରା ଧର୍ମ ନିରପେକ୍ଷତାର ଆଉ ଏକ ଉଦାହରଣ, ଯାହା ଦେଖିବାକୁ ମିଳିଛି ବାରାଣସୀର ହରୁହା ଡିହ ଅଞ୍ଚଳରେ । ମୁସଲମାନମାନେ ହିନ୍ଦୁ ଝିଅର ଶବକୁ କାନ୍ଧରେ ବୋହି ନେଇ…
ଅର୍ଥନୀତିକୁ ଦେଖ
ବିଶ୍ୱ ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଆମେରିକା ଭଳି ବିକଶିତ ରାଷ୍ଟ୍ର ମଧ୍ୟ ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟାରେ ପଡ଼ିଲାଣି। ଚାଇନା ସହ ଏହାର ବାଣିଜ୍ୟ ଯୁଦ୍ଧ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଉଭୟ ରାଷ୍ଟ୍ର ପରସ୍ପରର ସାମଗ୍ରୀ ରପ୍ତାନି…
ପୂର୍ବବର୍ତ୍ତୀଙ୍କ ପ୍ରତି ଅଶ୍ରଦ୍ଧାର ପରିଣାମ
ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ୧୯୪୨ ମସିହାରେ ଥରେ ଆଲୋଚନା ପ୍ରସଙ୍ଗରେ କହିଥିଲେ-ପୂର୍ବଗାମୀମାନଙ୍କର ନିନ୍ଦାକରି, ସେମାନଙ୍କର ଅପ୍ରତିଷ୍ଠା କରି ଯଦି ନିଜର ପ୍ରତିଷ୍ଠା ଚାହଁ, ସେ ଚେଷ୍ଟା ସଫଳ ହେବ ନାହିଁ। ସେମାନଙ୍କ ସମ୍ବନ୍ଧରେ ଭଲ ଯାହା ଜାଣ, ତାହା କହିବା…
ଗ୍ରନ୍ଥାଗାର : ଜ୍ଞାନର ଗନ୍ତାଘର
ପ୍ରୀତିମୟ ସାହୁ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ଶିୟାଲୀ ରାମାମୃତ ରଙ୍ଗନାଥନ୍ଙ୍କ ଅବଦାନ ବିଶ୍ୱବ୍ୟାପୀ ଅତୁଳନୀୟ। ଭାରତୀୟ ଗ୍ରନ୍ଥାଗାର, ଗ୍ରନ୍ଥାଗାର ବିଜ୍ଞାନ, ଗ୍ରନ୍ଥାଗାରିକ ସଂପ୍ରଦାୟ ପାଇଁ ଜୀବନବ୍ୟାପୀ ସାଧନା ହେତୁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।…
ଏଇ ଭାରତରେ
ବିହାରର ମୁଜଫରପୁର ଅଞ୍ଚଳରେ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବନାର ପରିଚୟ ଦେଇଛନ୍ତି ସେଠାରେ ବାସ କରୁଥିବା ମୁସଲମାନ୍ମାନେ। ଶ୍ରାବଣ ମାସ ଶେଷ ସୋମବାରରେ ବକ୍ରିଦ୍ର ପ୍ରଥମ ଦିନ ପଡୁଥିବାରୁ ଏହିଦିନ କୁର୍ବାନି କରାଯିବନାହିଁ ବୋଲି ବାବା ଗରିବନାଥ ମନ୍ଦିର ଆଖପାଖରେ ରହୁଥିବା…
କଶ୍ମୀରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା
ଅାକାର ପଟେଲ କଶ୍ମୀରରେ ଅାମେ ଯାହା କଲୁ ତାହାର ପୂର୍ଣ୍ଣ ଅର୍ଥ କଣ ତାହା ଯଥାସମୟରେ ଜଣାପଡ଼ିବ ଏବେ ଅାମେ କହିଚାଲିଛୁ କି ଅାମେ ଯାହା କଲୁ, ତାହା କଶ୍ମୀରୀମାନଙ୍କ ସମେତ ସମଗ୍ର ଦେଶବାସୀଙ୍କ ପାଇଁ ଭଲ ଯେଉଁମାନେ ସ୍ବତନ୍ତ୍ର ରାଜ୍ୟ…
Archives


