ସମ୍ପାଦକୀୟ

ଆଜିର ଅର୍ଥନୀତି/ ଭଣ୍ଡାର ନୀତି ସୁଧାର

ଖାଦ୍ୟଶସ୍ୟ ଭଣ୍ଡାରଘରେ ସାଇତି ରଖିବା ଏକ ଖର୍ଚ୍ଚବହୁଳ ଓ କଷ୍ଟକର କାର୍ଯ୍ୟ। ପ୍ରତି କୁଇଣ୍ଟାଲ ଗହମ ଓ ଚାଉଳକୁ ସାଇତି ରଖିବା ପାଇଁ କେନ୍ଦ୍ର ସରକାର ପ୍ରାୟ ୯ ଟଙ୍କା, ଅର୍ଥାତ୍‌ ଟନ୍‌ ପିଛା ୯୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ତା’ଛଡ଼ା…

ଗିଲ୍‌ଗିଟ-ବଲ୍‌ତିସ୍ତାନର ଗୁରୁତ୍ୱ

ଡ. ବାଞ୍ଛାନିଧି ପଣ୍ଡା ଜମ୍ମୁ-କଶ୍ମୀର ସମସ୍ୟାକୁ ସମୁଚିତ ଭାବରେ ବୁଝିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟରେ ଗିଲ୍‌ଗିଟ-ବଲ୍‌ତିସ୍ତାନ କ୍ଷେତ୍ରର ମହତ୍ତ୍ୱ ଅନ୍ୟତମ। ୧୯୪୭ରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରି ଭାରତବର୍ଷର ଯେଉଁ ଭୂଖଣ୍ଡକୁ ଅବୈଧ ଭାବରେ କବ୍ଜା କରି…

ଆମ ବ୍ୟବସ୍ଥାରେ ଦଲାଲ

ରୁଦ୍ର ପ୍ରସନ୍ନ ରଥ ରାଜ୍ୟରେ ଏବେ ଦଲାଲମାନଙ୍କ ଅବସ୍ଥା ବାରଣ୍ଡା ଦିକଡ଼ା। ଡାକ୍ତରଖାନା ଏବଂ ପରିବହନ କାର୍ଯ୍ୟାଳୟ ଆଗରେ ଚକ୍କର କାଟୁଥିବା ଦଲାଲ ଏବେ ପ୍ରଶାସନର କୋପଦୃଷ୍ଟିରେ। କିଛି ବନ୍ଧା ହୋଇ ଥାନା ଭିତରକୁ ଗଲେଣି ତ ଆଉ କିଛି ଭିତରକୁ…

ଏଇ ଭାରତରେ

ଦୀପାବଳି ପାଳନର ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଛି ଛତିଶଗଡ଼ର ଧମତରୀ ଜିଲାରେ। ଏହି ଜିଲାର ସେମରା ଗାଁରେ ଏକ ସପ୍ତାହ ପୂର୍ବରୁ ଦୀପାବଳି ପାଳନ କରାଯିବାର ବିଧି ପିଢି ପିଢି ଧରି ଚଳିଆସୁଛିି। କାର୍ତ୍ତିକ ଅମାବାସ୍ୟାରେ ଦୀପାବଳି ପାଳନ ନ…

ବିଚିତ୍ର ଆଖି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଭାବନ୍ତୁ ତ, ଯଦି ଆପଣଙ୍କ ନାକ ମୁଣ୍ଡ ଉପରେ ରହିବ, ପାକସ୍ଥଳୀ ଉପରେ ରହିବ, ଆଖି ଓ ମୁହଁ ରହିବ ପାଦ ଉପରେ ତେବେ ଆପଣଙ୍କ ଆକାର କେମିତି ହେବ! କିନ୍ତୁ ମୁଁ ନିଶ୍ଚିତ, ଏମିତିକା…

ସବୁଜ ଦୀପାବଳି: ଆଜିର ଆବଶ୍ୟକତା

ଡ. ଆଶୁତୋଷ ଦେବତା ଦୀପାବଳି ହେଉଛି ଆନନ୍ଦ ଓ ଆଲୋକର ପର୍ବ। ସଂସ୍କୃତି ଓ ଆଧ୍ୟାତ୍ମିକତା ଉପରେ ଆଧାରିତ ଏହି ପର୍ବ ପାଳନ କରିବାରେ ଏକ ସ୍ବତନ୍ତ୍ରତା ରହିଛି। ସମ୍ପ୍ରତି ବିଶ୍ୱରେ ପରିବେଶ ପ୍ରଦୂଷଣ ଏକ ବିରାଟ ସମସ୍ୟା ଭାବେ ଉଭା…

ମୁରବିହୀନ ସମାଜ

ହରିହର ତ୍ରିପାଠୀ ସମାଜରେ ଗୁରୁଜନ କହିଲେ ଆମେ ସାଧାରଣତଃ ବୟସ୍କ ବ୍ୟକ୍ତିମାନଙ୍କୁ ବୁଝୁ; ଯେଉଁମାନଙ୍କ ଅନୁଭୂତି, ଅଭିଜ୍ଞତା ସମାଜ ନିମନ୍ତେ ଅତ୍ୟନ୍ତ ମୂଲ୍ୟବାନ। ଏଭଳି ବ୍ୟକ୍ତିମାନଙ୍କୁ କନିଷ୍ଠମାନେ ସମ୍ମାନ ପ୍ରଦର୍ଶନ କରିବା, ଏମାନଙ୍କ କଥା ଶୁଣିବା, ଅଭିଜ୍ଞତା ଗ୍ରହଣକରିବା ଏକ ସୁସ୍ଥ…

ଏଇ ଭାରତରେ

ପୋଲିସ ଉପରୁ ଭରସା ତୁଟିଗଲା ପରେ ଚୋରି ରୋକିବା ପାଇଁ ଏକ ଭିନ୍ନ ଉପାୟ ଆପଣାଉଥିବା ଘଟଣା ସାମ୍‌ନାକୁ ଆସିଛି ଛତିଶଗଡ଼ରେ। ସ୍କାର୍ଫ ଲଗାଇ ଗାଁରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି ଓ ନ ମାନିଲେ ଦେବାକୁ ପଡୁଛି ଜରିମାନା।…

ସମ୍ପାଦକୀୟ/ବୁଦ୍ଧି ଲୋଡ଼ା

ଚଳିତବର୍ଷ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଇଥିବା ଭାରତୀୟ-ଆମେରିକୀୟ ଅଭିଜିତ୍‌ ବାନାର୍ଜୀ ୨୨ ଅକ୍ଟୋବରରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍‌ ଆଲୋଚନା କରିଛନ୍ତି। ଏହି ଅବସରରେ ଅଭିଜିତ୍‌ଙ୍କ ମାନବ ସମ୍ବନ୍ଧୀୟ ସଶକ୍ତୀକରଣ ଲାଗି ଥିବା ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଟୁଇଟ୍‌…

ଦେଶର ସଙ୍କଟ ବେଳେ କମ୍ପାନୀଙ୍କ ପୁଷମାସ

ଡ. ସନ୍ତୋଷ କୁମାର ମହାପାତ୍ର ସରକାର ସ୍ବୀକାର କରନ୍ତୁ ବା ନ କରନ୍ତୁ, ବର୍ତ୍ତମାନ ଭାରତୀୟ ଅର୍ଥନୀତି ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କେବଳ ଆର୍ଥିକ ଅଭିବୃଦ୍ଧି ମନ୍ଥର ହୋଇନି ଅନ୍ୟାନ୍ୟ ସୂଚକାଙ୍କରେ ମଧ୍ୟ ଦେଶର ସ୍ଥିତି ନିମ୍ନଗାମୀ…

ଆମେ କେତେ ସୁଖୀ

ଡା. ସୁରେନ୍ଦ୍ରନାଥ ପତି ସୁଖ ବିଷୟରେ ଜାଣିବା ପୂର୍ବରୁ ତାହା କ’ଣ ଓ କିପରି ଲାଭ ହୋଇଥାଏ ପ୍ରଥମେ ଜାଣିବା। ହାପିନେସ୍‌ ବା ଖୁସି କହିଲେ ଏପରି ଏକ ମାନସିକ ଅବସ୍ଥାକୁ ବୁଝାଏ, ଯେଉଁଥିରେ ବ୍ୟକ୍ତି ସନ୍ତୁଷ୍ଟ ଥିବାଠାରୁ ଆରମ୍ଭକରି ଅତି…

ଏଇ ଭାରତରେ

ଯେତେ ବାଧା ଥାଉ ପଛେ ମତଦାନ ଏକ ଅଧିକାର ଓ ରାଷ୍ଟ୍ର ନିର୍ମାଣରେ ପ୍ରତିଟି ମତର ମୂଲ୍ୟ ରହିଛି, ଯାହା ପ୍ରତିପାଦିତ ହୋଇଛି ଛତିଶଗଡ଼ର ଚିତ୍ରକୋଟ ବିଧାନସଭା ଉପନିର୍ବାଚନରେ। ସଡ଼କ ନାହିଁ, ପାହାଡ଼ିଆ ରାସ୍ତାରେ ଏହି ନିର୍ବାଚନମଣ୍ଡଳୀର ମତଦାତାମାନେ ୧୦ରୁ ୨୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri