ସମ୍ପାଦକୀୟ

କେତେ ସୁରକ୍ଷିତ ସାମୁଦ୍ରିକ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ସ୍ବାସ୍ଥ୍ୟ ଓ ଫିଟ୍‌ନେସ୍‌ ଉପଦେଷ୍ଟାମାନେ ଅନେକ ସମୟରେ ମାଂସପେଶୀର ଦୃଢ଼ତା, ଅଧିକ ପ୍ରୋଟିନ ଲାଭ ଓ ଓଜନ ହ୍ରାସ ପାଇଁ ସାମୁଦ୍ରିକ ଖାଦ୍ୟ ଉପରେ ଗୁରୁତ୍ୱ ଦେଇଥାନ୍ତି। ସେମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ଲୋକ ସାମୁଦ୍ରିକ…

ନ୍ୟାୟପାଳିକା ଉପରୁ ତୁଟୁଛି ଭରସା

ବିଚିତ୍ର ବିଶ୍ୱାଳ ହାଇଦ୍ରାବାଦର ଭେଟେରିନାରି ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ସାରା ଦେଶ ଯେପରି ଦୁଃଖିତ ଓ କ୍ରୋଧିତ ହୋଇଥିଲା, ଠିକ୍‌ ସେହିପରି ଅଭିଯୁକ୍ତମାନଙ୍କର ଏନ୍‌କାଉଣ୍ଟର ପରେ ସାରା ଦେଶ ଖୁସିରେ ଉତ୍ସବମୁଖର ହୋଇଛି। ସାଇବରାବାଦ ପୋଲିସ…

ପିଆଜ ସଙ୍କଟ ଟଳିନାହିଁ

ନଟବର ଖୁଣ୍ଟିଆ ଦେଶର ପିଆଜ ସଙ୍କଟ ବିଷୟରେ ଆଜି ସର୍ବତ୍ର ଆଲୋଚନା ହେଉଛି। ଗତ ଅଗଷ୍ଟ ମାସରେ ପିଆଜ ଦର କେଜି ପ୍ରତି ୨୫ରୁ ୩୦ ଟଙ୍କା ମଧ୍ୟରେ ଥିଲାବେଳେ ଆଜି ତାହା ୧୫୦ ଟଙ୍କା ଟପିଲାଣି। ପିଆଜ ଏପରି ଏକ…

ଏଇ ଭାରତରେ

ସମାଜରେ ଲିଙ୍ଗଗତ ଅସମାନତା ଦୂର କରିବା ସହ ପରିବେଶ ସୁରକ୍ଷା ଲାଗି ରାଜସ୍ଥାନର ଏକ ପରିବାର ଆରମ୍ଭ କରିଥିବା ଅଭିଯାନ ଏବେ ଚର୍ଚ୍ଚାରେ। ଉଦୟପୁର ଜିଲା ତିତରଡି ପଞ୍ଚାୟତ ଅନ୍ତର୍ଗତ ଗାଁଗୁଡିକରେ ଝିଅ ଜନ୍ମ ନେଇଥିବା ଭିନ୍ନ ଭିନ୍ନ ବର୍ଗର ପରିବାରକୁ…

ସମ୍ପାଦକୀୟ/ଗ୍ରହଣ କରନାହିଁ

ଭାରତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଅନେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେବାର ଅଭିଯୋଗ ଜଣାଶୁଣା ବିଷୟ ଭାବେ ରହିଆସିଛି। ଯେବେଠାରୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଆଧାରକୁ ପିଡିଏସ୍‌ ସହ ଯୋଡ଼ାଗଲାଣି, ସେବେଠୁ ବହୁ ଲୋକ ଅଧିକ ହଇରାଣ ହରକତ ହେଉଛନ୍ତି।…

ଅବାସ୍ତବ ଚାଷୀଙ୍କ ଆୟବୃଦ୍ଧି ଲକ୍ଷ୍ୟ

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ ଚାଷୀଙ୍କ ଆୟ ୬ ବର୍ଷରେ ଦୁଇଗୁଣା ବଢ଼ିବ କି ନାହିଁ ତାହାକୁ ନେଇ ଚିନ୍ତା କରିବା ପ୍ରାୟ ସମସ୍ତେ ଛାଡ଼ି ଦେଇଥିବା ବେଳେ ଭାରତର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି କିନ୍ତୁ…

ଅଗ୍ନିକାଣ୍ଡ ନିବାରଣରେ ଛେଳି-ସେନା

ଡ. ନିଖିଳାନନ୍ଦ ପାଣିଗ୍ରାହୀ ପର୍ତ୍ତୁଗାଲ ସରକାର ଜାତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପାଇନ ଓ ୟୁକାଲିପଟାସ ଜଙ୍ଗଲ ଦେଶର କେନ୍ଦ୍ର ଓ ଉତ୍ତରାଞ୍ଚଳ ଏବଂ ପାର୍ବତ୍ୟ ଇଲାକାରେ ସୃଷ୍ଟି କରୁଛନ୍ତି। ଏହି ଗଛଗୁଡ଼ିକରୁ ଲାଭଜନକ କାଗଜମଣ୍ଡ ପ୍ରସ୍ତୁତ କରାଯାଇପାରୁଥିଲେ ସୁଦ୍ଧା…

ଏଇ ଭାରତରେ

କ୍ଲିନିକ୍‌ ଶବ୍ଦ ଶୁଣିବା ମାତ୍ରେ ଚିକିତ୍ସା ସମ୍ବନ୍ଧିତ ଚିନ୍ତା ତଥା ଧଳା କୋଟ ପିନ୍ଧିଥିବା ଡାକ୍ତରଙ୍କ ଛବି ଆଗକୁ ଆସିଯାଏ। କିନ୍ତୁ ଏହା ଏମିତି ଏକ କ୍ଲିନିକ୍‌, ଯେଉଁଠି କଳା କୋଟ୍‌ ପିନ୍ଧିଥିବା ଓକିଲ ହିଁ ସାମ୍‌ନାକୁ ଆସିଥା’ନ୍ତି। ଏଠାରେ କୌଣସି…

ସମ୍ପାଦକୀୟ/ ସେଠି ଯାହା, ଏଠି ତାହା

ଦିଲ୍ଲୀର ଅନାଜ ମଣ୍ଡିରେ ୮ ଡିସେମ୍ବର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ୪୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶର୍ଟ ସର୍କିଟ ଯୋଗୁ ଏଭଳି ଦୁର୍ଘଟଣା ଘଟିଛି। ଉଲ୍ଲେଖ କରାଯାଇପାରେ ଯେ,…

ମୃତ ସମବାୟ ଦୀର୍ଘଜୀବୀ ହେଉ

ସହଦେବ ସାହୁ ବିଲାତର ରାଜତନ୍ତ୍ର ବିଷୟରେ କୁହାଯାଏ କିଙ୍ଗ୍‌ ଇଜ୍‌ ଡେଡ୍‌, ଲଙ୍ଗ ଲିଭ୍‌ ଦି କିଙ୍ଗ୍‌ (ଏବେ କ୍ୱିନ୍‌)ା ‘ରାଜା ମଲେଣି, ରାଜା ଦୀର୍ଘଜୀବୀ ହୁଅନ୍ତୁ’। ସେମିତି କୋଅପରେଟିଭ୍‌ ବିଷୟରେ କୁହାଯାଏ, ଯାହାର ଓଡ଼ିଆ ହେଲା- ‘ସମବାୟ ମଲାଣି, ସମବାୟ…

ଅସୁରକ୍ଷିତ ମାନବାଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜାତୀୟତା ଏପରି କି ରାଜନୈତିକ ବିଚାର ନିର୍ବିଶେଷରେ ବିଶ୍ୱର ସବୁ ମଣିଷଙ୍କର ଜଣେ ମଣିଷ ଭାବେ ରହିଥିବା ମୌଳିକ ଅଧିକାରକୁ ମାନବିକ ଅଧିକାର ବୋଲି କୁହାଯାଇପାରେ। ସ୍ବାଧୀନତା, ଆତ୍ମସମ୍ମାନ, ସମାନତା, ସ୍ବାଧୀନ ଚିନ୍ତା…

ଏଇ ଭାରତରେ

ପୁନର୍ଜନ୍ମକୁ ନେଇ ବିଜ୍ଞାନ ଭିନ୍ନମତ ପୋଷଣ କରୁଥିବା ବେଳେ ଡେରାଡୁନର ଶୁକ୍ଳାପୁରର ଲୋକମାନେ ଏହା ଉପରେ ବିଶ୍ୱାସ ରଖିଛନ୍ତି। ପରିବେଶକୁ ଭାବନାତ୍ମକ ରୂପରେ ଜନମାନସରେ ଯୋଡି ପୁନର୍ଜନ୍ମ ବିଶ୍ୱାସକୁ ଗଛ ଉପରେ ପ୍ରକଟ କରିବାର ନିଆରା ପରମ୍ପରା ଦେଖାଯାଏ ଶୁକ୍ଳାପୁରରେ। ଏମିତିକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri