ସମ୍ପାଦକୀୟ

ନଦୀ ସଂଯୋଗୀକରଣ: ସମସ୍ୟା ନା ସମାଧାନ

ସବ୍ୟସାଚୀ ଅମିତାଭ ବର୍ତ୍ତମାନ ସମୟରେ ସାରା ଦେଶରେ ଜଳ ସମସ୍ୟା ଯେପରି ଉତ୍କଟ ରୂପ ଧାରଣ କଲାଣି, ଆଗାମୀ ଦିନରେ ଏହା ବିଷମ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଜଳ ସମସ୍ୟାକୁ ସାମଗ୍ରିକ ଭାବେ ୨ଟି ଭାଗରେ ବିଭକ୍ତ…

ରକ୍ତହୀନତା ଓ ଭାରତ

ବିଚିତ୍ର ବିଶ୍ୱାଳ ଆମ ଦେଶରେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ସମ୍ପ୍ରତି ନୀରବ ଘାତକ ଭାବେ ଉଭା ହୋଇଛି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାର ବିପଦ ଆହୁରି ଅଧିକ। ସାରା ବିଶ୍ୱର ରକ୍ତହୀନତାଗ୍ରସ୍ତ ମହିଳାମାନଙ୍କ ମଧ୍ୟରୁ ୫୩ ପ୍ରତିଶତ ଭାରତରେ ଦେଖାଯାଆନ୍ତି। ନ୍ୟାଶ୍‌ନାଲ…

ଏଇ ଭାରତରେ

ଭାରତରେ ବହୁ ସମୟରେ ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଉଠୁଛି। ଖାସ୍‌ କରି କେରଳର ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଚର୍ଚ୍ଚା ବଳବତ୍ତର ରହିଥିବାବେଳେ କୋଏମ୍ବାଟୁରସ୍ଥିତ ମା’ ଲିଙ୍ଗଭୈରବୀ ମନ୍ଦିରରେ ଏକ ଅଜବ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।…

ମଡ଼ା ଉପରେ ଶାସନ

ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଛି। ଇତିମଧ୍ୟରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୧ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ…

ପାଇପ୍‌ ପାଣିର ସ୍ବପ୍ନ ଓ ବଜେଟ ବ୍ୟବସ୍ଥା

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ ସରକାରଙ୍କ ବଜେଟ କେବଳ ଆୟବ୍ୟୟର ଚିଠା ମାତ୍ର ହୋଇଥିଲେ ଅର୍ଥମନ୍ତ୍ରୀମାନେ ଥକିପଡୁଥିଲେ ମଧ୍ୟ ଘଣ୍ଟାଘଣ୍ଟା ଧରି ବଜେଟ ଅଭିଭାଷଣ ଦେଉ ନ ଥାନ୍ତେ କି ଲୋକେ ତାହାକୁ ଶୁଣିବା ପାଇଁ କାନଡେରି ରହୁ ନ…

ଦୃଢ଼ ଇଚ୍ଛାଶକ୍ତି ଲୋଡ଼ା

ପ୍ରେମାନନ୍ଦ ନାୟକ ଦେଶ ସ୍ବାଧୀନତା ପାଇବାର ୭୨ ବର୍ଷ ବିତିଗଲାଣି। ଏହି ସମୟ ଭିତରେ ରାଜ୍ୟରେ ଅନେକ ସରକାର ଗଲେଣି। କିନ୍ତୁ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଓଡ଼ିଆଙ୍କର ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ବଢ଼ି ବଢି ଚାଲିଛି। ସରକାର ଲୋକଙ୍କୁ…

ବିଦ୍ୟାଳୟ ସୁରକ୍ଷା

ଅରୁଣ ଦାସ ଦିନକୁ ଦିନ ଘରୋଇ ଶିକ୍ଷାନୁଷ୍ଠାନ ସଂଖ୍ୟା ବଢୁଛି। ଶିକ୍ଷାଦାନ ପଦ୍ଧତିଠାରୁ ଆରମ୍ଭ କରି ସ୍କୁଲ ସେଫ୍ଟି ବ୍ୟବସ୍ଥା ଯାହା ହେଇଥାଉ ନା କାହିଁକି ପ୍ରତି ଗଳିକନ୍ଦି ଓ ଜାତୀୟ ରାଜପଥ ଧାରରେ ବିଦ୍ୟାଳୟ ପ୍ରତିଷ୍ଠା ହେବାରେ କୌଣସି ବାଧା…

ଏଇ ଭାରତରେ

ପଶ୍ଚିମବଙ୍ଗର ଜଣେ ଝିଅ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା କରି ଗରିବ ମହିଳା ଓ ଶିଶୁମାନଙ୍କର ସାହାରା ପାଲଟିଛନ୍ତି। ମୁର୍ଶିଦାବାଦର କଟ୍‌ନା ଗାଁରେ ଜନ୍ମିତ କାଜି ସବ୍‌ନମ୍‌ ଅହମଦ ନାମକ ଏହି ଝିଅଙ୍କ ଜୀବନରେ ଘଟିଛି ଏଭଳି ଘଟଣା। ତାଙ୍କ ବାପା…

ଭାରତ ଅଡ଼ୁଆରେ

ଗୁଜରାଟର ମୋଟେରା ଷ୍ଟାଡିୟମ୍‌ରେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତକୁ ପ୍ରଥମେ ଏକ ସମୃଦ୍ଧ ରାଷ୍ଟ୍ର କହି ଉଦ୍‌ବୋଧନ ଦେଇଥିଲେ। ପରବର୍ତ୍ତୀ ସମୟରେ ଏଠାରେ ଉତ୍କଟ ଦାରିଦ୍ର୍ୟ ଥିବା ବିଷୟ ଉଲ୍ଲେଖ କରିଥିଲେ। ଆସନ୍ତା ୧୦ ବର୍ଷ…

ଜୀବନର ମୂଲ୍ୟ କ’ଣ ଦୁଇଲକ୍ଷ ଟଙ୍କା

ସହଦେବ ସାହୁ ସାଧାରଣ ଓଡିଆଟିଏ ମରିଗଲେ ସରକାରଙ୍କର କିଛି ଦୁଃଖ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ତ ଅଛି! ଓଡିଆର ଜୀବନ ବଡ଼ ଶସ୍ତା। ମାତ୍ର ଦୁଇ ଲକ୍ଷ ଟଙ୍କା। ଫେବୃୟାରୀ ୯ ତାରିଖ ଦିନ ଗଞ୍ଜାମ ଜିଲାରେ ୧୧ କେ.ଭି.…

ସୌନ୍ଦର୍ଯ୍ୟ ନାରୀର ଭୂଷଣ

ଡା. ବାସୁଦେବ ପ୍ରଧାନ କଥାରେ ଅଛି ନଈ ସେପାରି କନକଗୋରୀ, ତନୁପାତଳୀ ଭାରି ସୁନ୍ଦରୀ। ସୁନ୍ଦରୀ ଝିଅଟିଏ ଦେଖିଲେ ଆଖି ଅଟକି ରହେ। ମା’ ବାପା ଭାବନ୍ତି ଘରକୁ ବୋହୂ କରି ନିଅନ୍ତେ କି! ପୁଅ ଭାବେ ବାହାହୋଇ ସଂସାର କରନ୍ତା…

ଏଇ ଭାରତରେ

କେରଳର ଏମ୍‌.ଜେ. ପଲ୍‌ ନାମକ ଜଣେ ବ୍ୟକ୍ତି ମଦ୍ୟପାନ ଭଳି କୁଅଭ୍ୟାସ ଛାଡି ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ପଲ୍‌ଙ୍କ ବ୍ଲଡ୍‌ଗ୍ରୁପ ‘ଓ’ ନେଗେଟିଭ୍‌ ହୋଇଥିବାରୁ ବହୁ ସମୟରେ ତାଙ୍କୁ ଖୋଜାପଡେ ଓ ସେ ମଧ୍ୟ ରକ୍ତଦାନ କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri